Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ଅଷ୍ଟ୍ରେଲିଆ ଦଳର ଭାରତୀୟ ଅଧିନାୟକ |

05-Dec-2024

  ଅଷ୍ଟ୍ରେଲିଆ ଦଳର ଭାରତୀୟ ଅଧୂନାୟକ,

           ଓଡିଶା ଜନମତ ବ୍ୟୁରୋ,

ଅଷ୍ଟ୍ରେଲିଆ ଦଳର ଭାରତୀୟ ବଂଶୋଦ୍ଭବ ଅଧିନାୟକ ବିଶ୍ବାସ କ୍ୟାଭି ସୈନି ଆକ ର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଛନ୍ତି। କିଟ୍ କ୍ରିକେଟ ଷ୍ଟାଡିୟମ୍‌ ରେ ଭାରତ-ଅଷ୍ଟ୍ରେଲିଆ ବିଶ୍ବ ବିଦ୍ୟାଳୟ ଦଳ ମଧ୍ୟରେସୋମ ବାରଖେଳାଯାଇଥିବା  ପ୍ରଥମ ମୁକାବିଲା ରେ ଅଷ୍ଟ୍ରେଲିଆକୁ ଜିତାଇବାରେ କ୍ୟାଭିପ୍ରମୁଖ ଭୂମିକା ତୁଲାଇବା ପରେ ତାଙ୍କୁ
ନେଇ ଚର୍ଚ୍ଚା ଜୋର୍ ଧରିଛି ସେ ମଧ୍ୟ ଏହି  ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିନିଜ ଭାରତ ଗସ୍ତ କୁସଫଳକରିଛନ୍ତି।
କ୍ୟାଭିଙ୍କ ସହ ଅଷ୍ଟ୍ରେଲିଆ ଦଳରେ ଥିବାପାକିସ୍ତାନ ଓ ଶ୍ରୀଲଙ୍କାର ଜଣେ ଲେଖାଏଁଖେଳାଳି ବି  ଚଳିତ ଭାରତ ଗସ୍ତକୁ ବେଶ୍ଉପଭୋଗ କରୁଛନ୍ତି |ତେବେଭାରତୀୟ ବଂଶୋଦ୍ଭବ ହୋଇଥିବାରୁ କ୍ୟାଭିହିଁସବୁଲାଇମ୍ ଲାଈଟ ଲୁଟ୍ଟୁଛନ୍ତି। ଚଣ୍ଡିଗଡ଼ ନିକଟସ୍ଥ ନଙ୍ଗର ସହରରେ କ୍ୟାଭିଙ୍କ ଜନ୍ମା ୨୦୦୮ରେ ଉନ୍ନତ ଭବିଷ୍ୟତ ପାଇଁକ୍ୟାଭିଙ୍କ ସିଭିଲ ଇଞ୍ଜିନିୟର ପିତା ରାଜେଶ ଓ ମା` ତେଜିନ୍ଦର ତାଙ୍କୁ ନେଇ ଅଷ୍ଟ୍ରେଲିଆ ଚାଲି ଯାଇଥିଲୋ ସେତେବେଳେ ତାଙ୍କୁ ମାତ୍ର ୮ବର୍ଷ ହୋଇଥିଲା ଅଷ୍ଟ୍ରେଲିଆରେ ପାଠପଢ଼ା ଜାରି ରଖିବା ସହ କ୍ରିକେଟ୍ ପ୍ରତି ଆକର୍ଷିତ ହୋଇଥିଲୋ ପରେ ନିଜ ବିଶ୍ବବିଦ୍ୟାଳୟ ‘କାରୋଲିନ ମ୍ୟାକ୍ଵେର୍ ବିଶ୍ବ ବିଦ୍ୟାଳୟ` ଦଳରେ ସ୍ଥାନ ପାଇବା ସହ ପରବର୍ତ୍ତୀ ସମୟ ରେ ଅର୍ଧନାୟକଦାୟିତ୍ବତୁଲାଇ ଥିଲୋ ଅଷ୍ଟ୍ରେଲିଆରେ ଆୟୋ ଜିତଏକଜାତୀୟପ୍ରତିଯୋଗିତା ରେ ତାଙ୍କ ଦଳ ଅପରାଜେୟ ରହିବା ପରେ ଅଷ୍ଟ୍ରେଲିଆ ବିଶ୍ବବିଦ୍ୟାଳୟ ଦଳର ଅନାୟକ ନିଯୁକ୍ତ ହୋଇଥିଲେ କ୍ୟାଭିଏବେ ନିଜ ଜନ୍ମସ୍ଥାନ ଭାରତକୁ ଫେରିବେଶ୍ ଗର୍ବ ଅନୁଭବ କରୁଛନ୍ତି ସୋକ୍ୟାଭି ସଂପ୍ରତିଏହିବିଶ୍ବବିଦ୍ୟାଳୟରେବାଣିଜ୍ୟରେ ସ୍ନାତକ ଶିକ୍ଷା ଲାଭକରୁଛନ୍ତିଦିନେଅଷ୍ଟ୍ରେଲିଆ ଜାତୀୟ ଦଳରେ ସ୍ଥାନପାଇ ବାର ସ୍ୱପ୍ନ ଦେଖୁଛନ୍ତି।କ୍ୟାଭିଙ୍କ
ଜେଜେବାପା ଭୂପିନ୍ଦର ସୈନୀ ଏବେବିନଙ୍ଗରରେ ବସବାସ କରିବା ସହସେଠାରେ ଏକ ହୋଟେଲ ଚଳାଉଛନ୍ତି|ଏଣୁ ଭାରତ ସହ ତାଙ୍କର ଭାବା ବେଗସଂପର୍କ ରହିଛି ଏବଂ ଓଡ଼ିଶା ଆସି ବହୁତଖୁସି ଲାଗୁଛି ବୋଲି କହିଛନ୍ତି ସୋ ‘`କିଟ୍ | ବିଶ୍ବବିଦ୍ୟାଳୟରେ ହଜାରହଜାରପିଲାଙ୍କଗହଣରେ ଖେଳିବାମୋପାଇଁସବୁଦିନ ସ୍ମରଣୀୟ ହୋଇ ରହିବ  ||ଅଷ୍ଟ୍ରେଲିଆ ଦଳରେ ଥିବା ଖେଳାଳିମାନେପୂର୍ବରୁ କେବେ ବି ପରସ୍ପରକୁ ଭେଟିନଥିଲୋ ଏଣୁଆମଭିତରେ ତାଳମେଳର ସାମାନ୍ୟ ଅଭାବ ରହିଛି।ବ୍ୟକ୍ତିଗତ ଭାବେ  ମୋ ପାଇଁ ଦଳର ନେତୃତ୍ୱ ନେବା ବି ସହଜ ହେଉନି ବୋଲି ଶୀର୍ଷ କ୍ରମରେ ଖେଳୁଥିବା କ୍ୟାଭି ଦେଇଥିବା ସ୍ବତନ୍ତ୍ର ସାକ୍ଷାତ କାରରେ ମତ ଦେଇଥିଲୋ | ସେହିଭଳି ଶୃଙ୍ଖଳା ଜିତି ଅଷ୍ଟ୍ରେ ଲିଆଫେରିବାରଆଶାପୋଷଣ କରିଥିଲୋଆସନ୍ତାବର୍ଷ ଅଷ୍ଟ୍ରେ ଲିଆ ଯିବ ଭାରତ |  ବଲଜିତ୍ଭାରତ ଓ ଅଷ୍ଟ୍ରେଲିଆ  ମଧ୍ୟରେ ସଂପ୍ରତି ଚାଲିଥିବା ଦ୍ବିପାକ୍ଷିକ ଶୃଙ୍ଖଳାକୁ ନିୟମିତ ସୂଚୀରେ ସାମିଲ କରିବାକୁ ଯୋଜନା ରହିଛି। ଆସନ୍ତାବର୍ଷ ନଭେମ୍ବ ର କିମ୍ବା ଡିସେମ୍ବର ମାସରେ ଭାରତୀୟ ବିଶ୍ବବିଦ୍ୟାଳୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରି ଦୁଇରୁ ତିନିଟି ଟ୍ରେଣ୍ଟି-୨୦ ମ୍ୟାଚ୍ ସହ ଗୋଟିଏ କିମ୍ବା ଦୁଇଟି ଦିନିକିଆ ମ୍ୟାଚ୍ ଖେଳିବାର ଯୋଜନା ରହିଛି। କ୍ରିକେଟ୍ ଅଷ୍ଟ୍ରେଲିଆ ସେଠି କାର ବିଶ୍ବବିଦ୍ୟାଳୟ ଦଳକୁ ସାହାଯ୍ୟ କରୁଛି। ବିସିସିଆଇ ମଧ୍ଯ ଏଭଳି ପଦକ୍ଷେପ  ଦରକାର ବୋଲି ଭାରତୀୟ ବିଶ୍ବବିଦ୍ୟା ଳୟ ସଂଘର କ୍ରୀଡ଼ା ଯୁଗ୍ମସମ୍ପାଦକ ବଲଜିତ୍ ସିଂହ ଶେଖାଁ କହିଛନ୍ତି।

News Comment

You Might Also Like

BACK TO TOP