Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ଭଞ୍ଜନଗର ରେ ଆରମ୍ଭ ହେଲା ଫୁଟବଲ ମେଚ ||

16-Dec-2024

ଭଞ୍ଜନଗର ଠାରେ ପୁଣି ଆରମ୍ଭ ହେଲା   ଫ୍ଲଡ଼ ଲାଇଟ ଫୁଟବଲ ମ୍ୟାଚ,

         ଓଡିଶା ଜନମତ ବ୍ୟୁରୋ,

ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିଅମ ଠାରେ ଆରମ୍ଭ ହେଲା ପଞ୍ଚମ ଦିବାରାତ୍ର  ଫୁଟବଲ ମ୍ୟାଚ। ଆଜି ର ପ୍ରଥମ ଫୁଟବଲ ମ୍ୟାଚ ଜେଡିକ୍ଲୁବ ଫୁଲବାଣୀ ଓ ଏ. ଗୁରୁବା ଫୁଟବଲ ଭଞ୍ଜନଗର ମଧ୍ୟରେ ରେ ଖେଳ ଆରମ୍ଭ ହୋଇଥିଲା।ଏହି ମ୍ୟାଚକୁଭଞ୍ଜନଗର ଏ. ଗୁରୁବା ଏକାଦଶ ପେନାଲଟିକ ସୁଟ ଆଉଟ ଜରିଆରେ ୪ - ୧ ଗୋଲରେ ଫୁଲବାଣୀ ଜେଡି ଫୁଟବଲ କ୍ଲବ କୁ ପରାସ୍ତ କରିଥିଲା।
ଏହି ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ତନରଡ଼ା ଅଷ୍ଟମ ଭାରତୀୟ ସ୍ୱତନ୍ତ୍ର ସରଂକ୍ଷୀତ ବାହିନୀର ଦୁର୍ଗପତି ସୁଧାକର ମିଶ୍ର, ସଂମ୍ମାନିୟ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ,ବିଜ୍ଞ୍ୟାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, କବି ପ୍ରଶାନ୍ତ ମାହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।ଗଞ୍ଜାମ ଜିଲ୍ଲା ରେ ସଂଧ୍ୟାକାଳୀନ ଫ୍ଲଡ଼ଲାଇଟ ମ୍ୟାଚ ପ୍ରଥମ ଥର ପାଇଁ ଭଞ୍ଜନଗର ରେ ଅନୁଷ୍ଠିତ ହୋଇଥିବା ବେଳେ ଦର୍ଶକ ମାନେ ଆକୃଷ୍ଠିତ ହୋଇ ଖେଳକୁ ଉପଭୋଗ କରୁଥିବାର ଦେଖା ଯାଇଥିଲା।ଆୟୋଜକ ଙ୍କ ସୁଚନା ଅନୁସାରେ ଆଠ ଗୋଟି ମ୍ୟାଚ ଅନୁଷ୍ଠିତ ହେବ ଓ ଏଥିରେ କନ୍ଧମାଳ, ସୋନପୁର, ଭୁବନେଶ୍ୱର ,ଭଞ୍ଜନଗର ଭଳି ବିଭିନ୍ନ ଦଳ ଖେଳିବେ।ଏହି ମ୍ୟାଚ ରେ ବହୁ ବିଦେଶୀ ଖେଳାଳି ଖେଳିବେ। ସୂଚନାଯୋଗ୍ୟ ଯେ ବିଗତ ଦିନ ମାନଙ୍କରେ ଭଞ୍ଜନଗର କବି ସମ୍ରାଟ ପଡିଆ ଠାରେ ଅନେକ ରାଜ୍ୟ ସ୍ତରୀୟ ଓ ଜାତୀୟ ସ୍ତରୀୟ ଫୁଟବଲ ଖେଳ ପ୍ରତିଯୋଗିତା ହେଉଥିଲା ଏପରିକି ଭଞ୍ଜନଗର ସହର ରେ ତଥା ମରାଠୀ ସାହି ର କିଛି ଉଦୟମାନ ଖେଳାଳି ବର୍ତ୍ତମାନ ଜାତୀୟ ଫୁଟବଲ ଟିମ ରେ ସ୍ଥାନ ପାଇଛନ୍ତି,କିନ୍ତୁ ଆଜି ପ୍ରଯ୍ୟନ୍ତ ଉକ୍ତ ଖେଳ ପଡ଼ିଆର ବିକାଶ ହୋଇପାରିନି।ସ୍ଥାନୀୟ କ୍ରୀଡା ପ୍ରେମୀ ମନା କରିବା ସ୍ଵତ୍ତ୍ୱେ ମଧ୍ୟ  ଖେଳ ପଡିଆକୁ ବିଭିନ୍ନ ମେଳା ଓ ମହୋତ୍ସବ ପାଇଁ ଭଡାରେ ଦେବା ଫଳରେ ଥିବା ପଡ଼ିଆ ଟି ଧ୍ୱଂସ ହେବାରେ ଲାଗିଛି।କିନ୍ତୁ ଆଜି କିଛି ଖେଳ ପ୍ରେମିଙ୍କ ଚେଷ୍ଟା ଫଳରେ ପୁଣି ଏକ ରାଜ୍ୟ ସ୍ତରୀୟ ଫୁଟବଲ ମ୍ୟାଚ ଆୟୋଜନ କରାଯାଇଥିବାରୁ ଖେଳ ପ୍ରେମୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି।

News Comment

You Might Also Like

BACK TO TOP