Breaking News

ପୋଲସରା ରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ବୈଦେହୀ ବିଳାସ କାବ୍ୟର ଲୋକାର୍ପଣ |   (10-May-2026)       ||      ସୁନାଥର ଗ୍ରାମରେ ଗ୍ୟାସ ଟାଙ୍କି ଫାଟି 5ଜଣ ଗୁରୁତର , ବ୍ରହ୍ମ ପୁର ବଡ଼ ମେଡିକାଲ କୁ ସ୍ତାନନ୍ତର |    (10-May-2026)       ||      କଟକ ବନ ଖଣ୍ଡ ଭିଜିଲାନ୍ସ ଦ୍ଵାରା ସଫା ଗ୍ରାମରେ ଚଢ଼ାଉ କରି ଲକ୍ଷଧିକ ଟଙ୍କାର ମୂଲ୍ୟବାନ କାଠ ଜବତ ||   (09-May-2026)       ||      ଏମ୍ବିକେ ଙ୍କୁ ଚାକିରି ରୁ ଛଟେଇ ପ୍ରତିବାଦ ରେ ଛତ୍ରପୁର ବ୍ଳକ ଆଗରେ ମହିଳାଙ୍କ ଆତ୍ମହତ୍ୟା ଚେତାବନୀ |    (09-May-2026)       ||      ବୁଗୁଡ଼ା ପିପୁଲ୍ସ କଲେଜ ରେ ବିଶ୍ୱ ରେଡ଼ କ୍ରସ ଦିବସ ପାଳିତ |    (09-May-2026)       ||      ସିବିଏସ ପରୀକ୍ଷା ରେ ବ୍ଳକ ଟପ୍ପର ଛାତ୍ରୀ ଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (09-May-2026)       ||      ବସ, ଟ୍ରକ ମୁହାଁମୁହିଁ ଧକ୍କା, 15 ଆହାତ ଜଣେ ମୃତ ||   (09-May-2026)       ||      କୋଦଳା ଥାନା ପକ୍ଷରୁ "ଜୁଭେଣ୍ଟିକା ` କାର୍ଯ୍ୟକ୍ରମ ଅନୁଷ୍ଠିତ |   (09-May-2026)       ||      ପୁରୁଷୋତ୍ତମପୁର ଥାନା ସହ ସାରାରାଜ୍ୟରେ ଉଦଘାଟିତ ହେଲା "ଜୁଭେଣ୍ଟିକା `କାର୍ଯ୍ୟକ୍ରମ!|    (08-May-2026)       ||      ପୋଲସରା ଥାନାରେ " ଜୁଭେଣ୍ଟିନା ` କାର୍ଯ୍ୟକ୍ରମ ଅନୁଷ୍ଠିତ |    (08-May-2026)       ||      ସଡ଼କ ଦୁର୍ଘଟଣା ରେ ମୃତ ପରିବାର ଙ୍କୁ ଚେକ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ |    (08-May-2026)       ||      ପ୍ରଶାସନ ନ ଶୁଣିବାରୁ ଯୁବକ ମାନେ ନିଜେ କାଳୀ ମନ୍ଦିର କୁ ରାସ୍ତା ତିଆରି କଲେ |    (06-May-2026)       ||      ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ||   (06-May-2026)       ||      ଅଟୋ ଧକ୍କାରେ ମୋଟର ସାଇକେଲ ଚାଳକ ମୃତ |    (06-May-2026)       ||      ହିଞ୍ଜିଳି ରେ ଧାରଣା ରତ ମହିଳା ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ସହଶିଶୁଙ୍କୁ ସହାୟତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା |   (06-May-2026)       ||      ପୋଲସରା ବ୍ଳକ ଟପ୍ପର ଙ୍କୁ ଟ୍ର୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (06-May-2026)       ||      କନ୍ଧ ମାଳ ପୋଲିସ ଦ୍ଵାରା 4ମାସ ମଧ୍ୟରେ 68 ଟନ ଗଞ୍ଜେଇ ସହ 38 ଟି ଗାଡି ଓ 104 ଜଣ ଗିରଫ |    (06-May-2026)       ||      ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||     

ଲୋକସଭା ର ସରିଲା ଶୀତ ଅଧିବେଶନ ||

21-Dec-2024

ସରିଲା ଲୋକସଭା ର ଶୀତ ଅଧିବେସନ,

           ଓଡିଶା ଜନମତ  ବ୍ୟୁରୋ,

ନୂଆଦିଲ୍ଲୀ: ଲୋକସଭା ଅଧୂବେଶନ ଅନିର୍ଦ୍ଦିଷ୍ଟ କାଳ ଲାଗି ମୁଲତବି। ନଭେମ୍ବର ୨୫ ଅଧୂବେଶନ ଆରମ୍ଭ ଦିନ ଠାରୁ ସମ୍ବି ଧାନ, ଆଦାନୀ, ସମ୍ଭଲ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଗୃହରେ ଲାଗି ରହିଥୁଲା ଅଚଳାବସ୍ଥା। ଆଦାନୀ ପ୍ରସଙ୍ଗରେ ସ୍ଵତନ୍ତ୍ର ଆଲୋଚନା କରି ବାକୁ ସରକାରଙ୍କ ଅଗ୍ରାହ୍ୟକୁ ନେଇ ଉଭୟ ଗୃହ ସୁରୁଖୁରୁରେ ଚାଲିପାରିନଥ୍‌ଲା। ଗତକାଲି ସଂସଦ ଭବନ ଗେଟରେ ଠେଲାପେଲା ଘଟଣାକୁ ନେଇ ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟ ସାଂସଦଙ୍କ ମଧ୍ୟରେ ଚାଲିଥିଲା ବୟାନବାଜି।
ସେହିପରି ଆମ୍ବେଦକର ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତିକୁ ନେଇ ସଂସଦର ଉଭୟ ଗୃହରେ ସୃଷ୍ଟି ହୋଇଥିଲା ଝଡ | ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ନେଇ ଇଣ୍ଡି ମେଣ୍ଟର ବିରୋଧ ପ୍ରଦର୍ଶନ କରାଯାଇଛି। ଦିଲ୍ଲୀର ବିଜୟ ଚୌକରୁ ସଂସଦ ପର୍ଯ୍ୟନ୍ତ ବିରୋଧୀ ସାଂସଦ ଶୋଭାଯାତ୍ରା କରିଛନ୍ତି। । ଏଥିରେକଂଗ୍ରେ  ସାଂସଦ ପ୍ରିୟଙ୍କା ଗାନ୍ଧି ମଧ୍ଯ ସାମିଲ ହୋଇଛନ୍ତି। ତେବେ ଏତଲା ହୋଇଥିବାଚ୍ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏହି ଶୋଭାଯାତ୍ରାରେ ସାମିଲ ହୋଇନାହାନ୍ତି।
ଗତକାଲି ସଂସଦ ପରିସରରେ ଶାସକ ଓ ବିରୋଧୀ ସାଂସଦ ମୁହାଁମୁହିଁ ଘଟଣାର ବିଜେପି ସଂସଦ ମାନ ମାର୍ଗ ଥାନାରେ ରାହୁଲ ଗାନ୍ଧି ଙ୍କ  ବିରୋଧରେ ଏତଲା ରୁଜୁ କରିଥିଲା। ସେପଟେ ଶାସକ ବିଜେପି ସାଂସଦ ସଂସଦ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ କଂଗ୍ରେସ ବିରୋଧରେ ପ୍ରତି ପ୍ରତିବାଦ କରିଛନ୍ତି।
ଶୀତ ଅଧୂବେଶନର ତୃତୀୟ  ପର୍ଯ୍ୟାୟରେ ମୁଲତବୀ ଓ ହଟ୍ଟଗେ ଗୋଳ ଯୋଗୁ ଲୋକସଭାର ୬୫ ଘଣ୍ଟା ନଷ୍ଟ ହୋଇଛି ସେହିପରି ୩ଟି ଯାକ ଅଧୂବେଶନରେ ଲୋକସଭା ୭୧ ଘଣ୍ଟାରୁ ଅଧିକ ସମୟ କୌଣସି କାମ କରି ନାହିଁ । ଶୀତ ଅଧୂବେଶନର ତୃତୀୟ ପର୍ଯ୍ୟାୟ ନଭେମ୍ବର୨୫ରେ ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ହୋଇଛି। ସରକାରୀ ତଥ୍ୟ ଅନୁସାରେ, ଶୀତ ଅଧୂବେଶନରେ ଲୋକସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଏଥିଯୋଗୁ ଶୀତ ଅଧୂବେଶନ ର ପ୍ରଥମ ପର୍ଯ୍ୟାୟରେ ଲୋକସଭାର ୫ ଘଣ୍ଟା ୩୭ ମିନିଟ, ଦ୍ବିତୀୟ ପର୍ଯ୍ୟାୟରେ ୧ ଘଣ୍ଟା ୫୩ ମିନିଟ ଓ ତୃତୀୟ ପର୍ଯ୍ୟାୟରେ ୬୫ ଘଣ୍ଟା ୧୫ ମିନିଟ ନଷ୍ଟ ହୋଇଛି।

ଲୋକସଭାରେ ବିତର୍କ ସମୟକୁ ବିଚାରକୁ ନେଲେ ପ୍ରଥମ ପର୍ଯ୍ୟାୟରେ ୩୪.୧୬ ଘଣ୍ଟା, ଦ୍ଵିତୀୟ ପର୍ଯ୍ୟାୟରେ ୧୧୫.୨୧ ଘଣ୍ଟା ବିଭିନ୍ନ ପ୍ରସଙ୍ଗରେ ବିତର୍କ ହୋଇଥିଲା। କିନ୍ତୁ ତୃତୀୟ ପର୍ଯ୍ୟାୟରେ ଗୃହ ଆଦୌ ଠିକ ଭାବେ ଚାଲି ପାରି ନାହିଁ । ଏହି ପର୍ଯ୍ୟାୟରେ ମାତ୍ର ୬୨ ଘଣ୍ଟା ବିତର୍କ ହୋଇପାରିଛି।
ପ୍ରଥମ ପର୍ଯ୍ୟାୟରେ ୭ଟି, ଦ୍ଵିତୀୟ ପର୍ଯ୍ୟାୟରେ ୧୫ଟି ଓ ତୃତୀୟ ପର୍ଯ୍ୟାୟରେ ୨୦ଟି କାର୍ଯ୍ୟ ଦିବସ ରହିଥିଲା। ପ୍ରଥମ ପର୍ଯ୍ୟାୟରେ ସାଂସଦମାନେ ଅତିରିକ୍ତ ୭ ଘଣ୍ଟା କାମ କରିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୩୩ ଘଣ୍ଟା ଗୃହ କାର୍ଯ୍ୟରେ ସାମିଲ ହୋଇଥିଲେ।
ତୃତୀୟ ପର୍ଯ୍ୟାୟରେ ସବୁଠାରୁ ଅଧିକ ହଟ୍ଟଗୋଳ ହୋଇଥିଲେ ହେଁ ସାଂସଦମାନେ ଅତିରିକ୍ତ ୨୧.୭ ଘଣ୍ଟା କାମ କରି ନଷ୍ଟ ହୋଇଥିବା ସମୟକୁ ପୂରଣ କରିବାକୁ ଚେଷ୍ଟା କରିଛନ୍ତି।

ସରକାରଙ୍କ ପକ୍ଷରୁ ଶୀତ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ କୌଣସି ବିଲ୍ ଆଗତ କରାଯାଇ ନଥୁଲା। ଦ୍ବିତୀୟ ପର୍ଯ୍ୟାୟରେ ୧୨ଟି ବିଲ ଆଗତ କରାଯାଇଥିବା ବେଳେ ଲୋକସଭାରେ ୪ଟି ବିଲ ପାରିତ ହୋଇଛି। ତୃତୀୟ ପର୍ଯ୍ୟାୟରେ ସରକାର ମୋଟ ୫ଟି ବିଲ ଆଗତ କରିଥିଲେ। ଏହା ମଧ୍ୟରୁ ୪ଟି ବିଲ୍ ଗୃହର ଅନୁମୋଦନ ହାସଲ କରିଛି।

News Comment

You Might Also Like

BACK TO TOP