Breaking News

ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା |   (01-Mar-2026)       ||      ପୋଲସରା ରେ ପ୍ରବୋଧନ ତାଲିମ ଶିବିର ଅନୁଷ୍ଠିତ |    (01-Mar-2026)       ||      କୋଦଳାରେ ଚାଲିଛି ଠାକୁରଙ୍କ ଦୋଳ ଉତ୍ସବ | ବାଣ ଯାତ୍ରା ବନ୍ଦ ପାଇଁ ନିଷ୍ପତି |    (01-Mar-2026)       ||      ଝୁଲନ୍ତା ଅବସ୍ଥାରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର |    (01-Mar-2026)       ||      ଯେଉଁଠି ପୋଲିସ କୁ ଦିନରେ ଆକ୍ରମଣ, ସେଠାରେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ |    (01-Mar-2026)       ||      ରାସ୍ତାରେ ଅଟକାଇ ଲୁଟିନେଲେ 10ହଜାର ଟଙ୍କା |    (01-Mar-2026)       ||      ବର୍ତ୍ତମାନ A I ଯୁଗରେ ବି ପୁରୁଣାକୁ ମନେ ପକାଇ ଶଗଡ଼ ରେ ଆସିଲା କନିଆଁ |    (01-Mar-2026)       ||      ହାଇୱା ଧକ୍କାରେ ଜଣେ ଛାତ୍ର, ମୃତ, ଜଣେ ଛାତ୍ରୀ ଗୁରୁତର |    (28-Feb-2026)       ||      ବୁଲେଟ, ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ, ତିନି ଗୁରୁତର,    (28-Feb-2026)       ||      ହୁକ୍କା ଆଡ୍ଡା ଉପରେ ଚଢ଼ାଉ କଲା ବ୍ରହ୍ମପୁର ଟାଉନ ଥାନା ପୋଲିସ |    (28-Feb-2026)       ||      ଖଲ୍ଲିକୋଟ, ଡ଼ି ଆଇ ଇ ଟି ପକ୍ଷରୁ ବିଜ୍ଞାନ ଦିବସ-- 2026 ଆୟୋଜିତ |    (28-Feb-2026)       ||      ମୋଟର ସାଇକେଲ ଲୁଟେରା ଗିରଫ, ତିନି ମୋଟର ସାଇକେଲ ଜବତ,   (28-Feb-2026)       ||      ପଲିଶ୍ରୀ ବିଜ୍ଞାନ ମହିଳା ମହାବିଦ୍ୟାଳୟ ର +3ଶେଷ ବର୍ଷ ଛାତ୍ରୀ ମାନଙ୍କୁ ଅଭିନନ୍ଦନ ||   (28-Feb-2026)       ||      ଅଟୋ, ସ୍କୁଟି ମୁହାଁ ମୁହିଁ ଧକ୍କା ଫଳରେ ଜଣେ ମୃତ ଜଣେ ଗୁରୁତର |    (28-Feb-2026)       ||      ଗଞ୍ଜେଇ ତେଲ ଚୋରି ଘଟଣାରେ ପାଞ୍ଚ ଅଭିଯୁକ୍ତ କୁ ଗିରଫ କଲା ପଡୁଆ ପୋଲିସ |    (28-Feb-2026)       ||      ଅବକାରୀ ବିଭାଗ ଦ୍ୱାରା ଗଛିତ ବିଦେଶୀ ମଦ ଜବତ, ଜଣେ ଗିରଫ ଓ କୋର୍ଟ ଚାଲାଣ |    (28-Feb-2026)       ||      ଗତକାଲି କଟକ ରେ ଭୁକମ୍ପ ର ଝଟକା |    (28-Feb-2026)       ||      ଅଭିନେତ୍ରୀ ନିକିତା ହତ୍ୟା ମାମଲାରେ ସ୍ୱାମୀଙ୍କୁ ଆଜୀବନ ସଜ୍ଜା ଦେଲେ କୋର୍ଟ |    (27-Feb-2026)       ||      ବାହାଘର ପାଇଁ କନ୍ୟା ଘର ଗାଁ କୁ ଯାଇ ବରଯାତ୍ରୀ ଙ୍କ ଉନ୍ମତ କାଣ୍ଡ |    (27-Feb-2026)       ||      ନିଶା ମାଫିଆ ଗିରଫ, ତିନି ଗ୍ରାମ ହିରୋଇନ ଜବତ ||   (27-Feb-2026)       ||     

ରାଷ୍ଟ୍ରପତି ଙ୍କ ଗ୍ରସ୍ତ ପାଇଁ ଯାଜପୁର ଜିଲ୍ଳାର 48 ଗୋଟି ସ୍କୁଲ କୁ ଛୁଟି ଘୋଷଣା କଲେ ଜିଲ୍ଲା ପାଳ |

03-Feb-2026

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଯାଜପୁର ଜିଲ୍ଲା ର 48 ଗୋଟି ସ୍କୁଲ କୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ,

    ଓଡିଶା ଜନ ମତ ବ୍ୟୁରୋ,

ମଙ୍ଗଳବାର  ଯାଜପୁରରେ  ୪୮ ସ୍କୁଲ୍ ଛୁଟି । ଯାଜପୁର ପୌରାଂଚଳର ୪୮ସରକାରୀ ଓ ବେସରକାରୀ ସ୍କୁଲ୍ ବନ୍ଦ ରହିବ। ରାଷ୍ଟ୍ରପତି ଦ୍ରୌପଦୀ ମୁଁ ଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ସୂଚନା ଥାଉକି, ଆସନ୍ତାକାଲି ରାଷ୍ଟ୍ରପତି ଯାଜପୁର ଆସୁଛନ୍ତି । ଏଥିପାଇଁ ଚଳଚଂଚଳ ହୋଇ ଉଠିଛି ଯାଜପୁର ସହର । ରାଷ୍ଟ୍ରପତିଙ୍କ ଗସ୍ତ ନିମନ୍ତେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପୁଲିସ ପ୍ରଶାସନ, ମନ୍ଦିର ପ୍ରଶାସନ ଦିନରାତି ଏକ୍ କରି ଦେଇଛନ୍ତି । ସହରର ବିଭିନ୍ନ ସ୍ଥାନକୁ ସଫା ସୁତୁରା କରାଯାଇଛି । ଅସମ୍ପୂର୍ଣ୍ଣ ଥିବା କାମକୁ ସମ୍ପୂର୍ଣ୍ଣ କରାଯାଉଛି । ଏନସି କଲେଜ ଛକ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ଲମ୍ବିଥ‌ିବା ରାସ୍ତାକୁ ପରିଷ୍କାର କରାଯାଇଛି । ମେଡିକାଲ ଛଳରୁ ବିରଜା ମନ୍ଦିର ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାକୁ ସମ୍ପୂର୍ଣ ପିଚୁ କରାଯିବା ସହ ଧଳା ରଙ୍ଗରେ ସେଡିଂ କରାଯାଇଛି । ରାଷ୍ଟ୍ରପତି ଆକାଶ ମାର୍ଗରୁ କୁସୁମା ସମ୍ମୁଖ ପ୍ରଶାସନିକ ଭବନ ପଡ଼ିଆରେ ଅବତରଣ କରିବେ । ଏଣୁ ଏହି ପଡ଼ିଆକୁ ସମ୍ପୂର୍ଣ୍ଣ ଭାବେ ପିଚୁକରାଯାଇ ଏହାର ଚତୁଃପାର୍ଶ୍ଵରେ ବ୍ୟାରିକେଡ୍ ନିର୍ମାଣ କରାଯାଇଛି । ପଡ଼ିଆର ତିନୋଟିସ୍ଥାନରେ ଅସ୍ଥାୟୀ ହେଲିପ୍ୟାଡ୍‌ ନିର୍ମାଣ କରାଯାଇଛି । ରାଷ୍ଟ୍ରପତି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା` ବିରଜାଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିବେ । ପୂଜା ପରେ ନାଭିଗୟାରେ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି । ତେଣୁ ବିରଜା ମନ୍ଦିରକୁ ଭଲ ଭାବରେ ସଫା କରାଯାଇ ମନ୍ଦିରକୁ ବିଭିନ୍ନ ରଙ୍ଗରେ ରଙ୍ଗାୟିତ କରାଯାଉଛି । ମନ୍ଦିରର ବାହାର ଭିତରକୁ ସମ୍ପୂର୍ଣ ଭାବେ ପାଣିରେ ଧୁଆ ଯାଇ ସଫାସୁତରା କରାଯାଉଛି । । ଏପରିକି ମନ୍ଦିରରେ ନିର୍ମିତ ପଥରର ପାଚେରିକୁ ମଧ୍ଯ ଳାନିସ ପକାଯାଇ ଚକାଚକ କରାଯାଉଛି । ମନ୍ଦିର ଚତୁଃପାଶ୍ୱର୍କୁ ଆଲୋକୀକରଣ କରାଯାଇଛି । ମନ୍ଦିର ପରିସରରେ ଥିବା ସମସ୍ତ ଦେବାଦେବୀଙ୍କ ମନ୍ଦିରକୁ ମଧ୍ୟ ବିଭିନ୍ନ ରଙ୍ଗରେ ରଙ୍ଗାଯାଇ ନୂଆ ରୂପ ଦିଆଯାଉଛି । ଦୀର୍ଘ ଦିନ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଥୁବା ବ୍ରହ୍ମକୁଣ୍ଡ ମଧ୍ୟ ଇତି ମଧ୍ୟରେ ନୂଆ ରୂପ ପାଇ ସାରିଛି । ବ୍ରହ୍ମକୁଣ୍ଡର ଚତୁଃପାଶ୍ୱର୍କୁ ସଫାସୁତରା କରାଯିବା ସହିତ ଧଳା ରଙ୍ଗ ଦିଆ ସରିଲାଣି । ମା’ଙ୍କୁ ଏକ ସ୍ୱତନ୍ତ୍ର ବେଶରେ ସଜ୍ଜିତ କରାଯିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ମନ୍ଦିରରୁ ପ୍ରସ୍ଥାନ-ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନାର୍ଥୀ ଭକ୍ତଙ୍କ ଉପରେ କଟକଣା ଜାରି କରାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ବଛା ବଛା ହାତଗଣତି ୮ରୁ ୧୦ ଜଣ ସେବାୟତ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କ ପୂଜାକାର୍ଯ୍ୟ ଓ ନାଭିଗୟାରେ ପିଣ୍ଡଦାନକୁ ସମ୍ପାଦନ କରିବେ ବୋଲି । ସେବାୟତଙ୍କ ତାଲିକା ନିର୍ଦ୍ଧାରଣ ହୋଇସାରିଲାଣି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନ ଯୋଗେ ଆସି ସୋମବାର  ସନ୍ଧ୍ୟା ୬ଟା ୪୦ ମିନିଟ୍ ରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିଛନ୍ତି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ରାଜଧାନୀର ବିମାନବନ୍ଦର-
ଓ ଲୋକଭବନ ହାଇଆଲର୍ଟରେ ର‌ହିବ । ଲୋକଭବନକୁ ନୋ-ପ୍ଲାଇଂ ଜୋନ୍ ଘୋଷଣା କରିଛି ପୁଲିସ । ଡିସିପି ଜଗମୋହନ ମୀନା କହିଛନ୍ତି ଯେ ରାଷ୍ଟ୍ରପତିଙ୍କସୁରକ୍ଷା ପାଇଁ ପ୍ରାୟ ୩୨ ପ୍ଲାଟୁନ ଫୋର୍ସ ସହରକୁ ଜଗିବେ ।

News Comment

You Might Also Like

BACK TO TOP