Breaking News

ଓଡିଶା ରେ ପଯ୍ୟାପ୍ତ କାମ ମିଳୁ ନଥିବାରୁ ଦାଦନ ମୁହାଁ ଶ୍ରମିକ |   (13-Aug-2026)       ||      ତାରାତାରିଣୀମାହାବିଦ୍ୟଳୟ ରେ 48ତମ ପ୍ରତିଷ୍ଠା ଦିବସ ପାଳିତ ||   (13-Aug-2026)       ||      ସ୍ୱାଧୀନତା ଦିବସ ଅବସର ରେ ବିଏସ ଏଫ ପକ୍ଷରୁ "ବନ୍ଦେ ମାତରମ ` ବାଇକ ରାଲି |    (13-Aug-2026)       ||      ଗୋପବନ୍ଧୁ ସ୍ଵାସ୍ତ୍ୟ ବୀମା ପରିବର୍ତ୍ତନ କୁ ବିରୋଧ କରି ଦଣ୍ଡେଶ୍ୱର ସାମ୍ବାଦିକ ସଂଙ୍ଘ ର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ||   (13-Aug-2026)       ||      ଛତ୍ରପୁର ପୌର ପରିଷଦ ର ଅଷ୍ଟମ ବାଟାଲିୟନ ପରିସର ରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ |   (13-Aug-2026)       ||      ଛତ୍ରପୁର ଠାରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ |    (13-Aug-2026)       ||      ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||      ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|   (12-Aug-2026)       ||      ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା |   (12-Aug-2026)       ||      ପାର୍ଥନା ବାହାନା ରେ ଡାକି ମହିଳା ଙ୍କୁ କଲେ ବଳତ୍କାର |   (12-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||      ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |   (12-Aug-2026)       ||      ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||     

ମା ତାରା ତାରିଣୀ ପୀଠରୁ ଆରମ୍ଭ ହେଲା ଗଞ୍ଜାମ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା |

03-Feb-2026

ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନା କାର୍ଯ୍ୟକ୍ରମ, ତାରା ତାରିଣୀ ପୀଠରୁ ଆରମ୍ଭ ହେଲା,

         ଓଡିଶା ଜନ ମତ ବ୍ୟୁରୋ 

ସାରା ଓଡ଼ିଶାରେ ପ୍ରଥମ ଥର କରି ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା` ତାରାତାରିଣୀଙ୍କ ପୀଠରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର’ ଶୁଭାରମ୍ଭ କରିଛନ୍ତି । ପଣ୍ଡିତ ବ୍ରାହ୍ମଣଙ୍କ ବେଦ ମନ୍ତ୍ରରେ ବିବାହ ମଣ୍ଡପ  ରେ ଦଳ, ଦଳ ହୋଇ ବରକନ୍ୟ  ବସି ଏହି ଗଣ ବିବାହକରୁଥିବାର ନିଆରା ଦୃଶ୍ୟ ସମସ୍ତ ଉପସ୍ଥିତ ଦର୍ଶକ ଙ୍କୁ ଅଭିଭୂତ କରିଥିଲା | ଏହି ବିବାହ ସମ୍ପୂର୍ଣ୍ଣ ବୈଦିକ ହିନ୍ଦୁ ରୀତିନୀତି ଅନୁସାରେ  ହାତଗଣ୍ଠି, ମୁକୁଟ ବନ୍ଧନ, କନ୍ୟା ମଥାରେ ସିନ୍ଦୁର ଲଗା  ବିଧାନ ଓ ହୋମଠାରୁ ଆରମ୍ଭ କରି କଉଡ଼ି ଖେଳ ପର୍ଯ୍ୟନ୍ତ ସମସ୍ତ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଥିଲା |ମୋଟ 201 ଜଣ ବରଙ୍କୁ ଓଡ଼ିଶାର
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ (ଯାହାଙ୍କର ଝିଅ ନାହିଁ ) ସେଆଜି ଜଣେ ବାପା ହିସାବରେ ଓ ବଡ଼ ଭାଇ ହିସାବରେ କନ୍ୟା ଦାନ କରି ମହାପୂଣ୍ୟ ଅର୍ଜନ କରିବା ସହିତ ନିଜକୁ ଧନ୍ୟ ମନେ କରିଛନ୍ତି | ଏହା ସହିତ ବରକନ୍ୟାଙ୍କୁ ଆଶୀର୍ବାଦ ପ୍ରଦାନ କରିବହୁତ ଖୁସି ହୋଇ ଛନ୍ତି | ଯାହାଦ୍ୱାରା  ସରକାରଙ୍କ ଏହିନୂତନ ଜନହିତକର ଯୋଜନା ଯୋଗୁଁ ଗରିବ ଶ୍ରେଣୀର ବହୁଅବିବାହିତ କନ୍ୟା ବିବାହରୁ ବଞ୍ଚିତ ହେଉଥିଲେ ଓ ପିତା ମାତା ଅର୍ଥ ପାଇଁ ଯେଉଁ ଅସୁବିଧା ର ସମ୍ମୁଖୀନ ହେଉଥିଲେ ତାହା ଆଜି  ସରକାର ଙ୍କ ଏହି ଯୋଜନା ଯୋଗୁଁ ଦୂର ହୋଇ  ଏକ ନୁଆଁ ଆଶା ଦେଇପାରିଲା |ଏହାସହ ବିଧବାମାନଙ୍କୁ ପୁନଃ ବିବାହ କରାଇବା ସହ ଝିଅମାନଙ୍କୁ ଦାମ୍ପତ୍ୟ ବନ୍ଧନ ରେ ବାନ୍ଧି ସେମାନଙ୍କ ମନରୁ ବିଭିନ୍ନ କଷ୍ଟ ଦୂର କରିବା ସାମାଜିକ ସ୍ୱୀକୃତି ଓ ସମ୍ମାନ ଦେବା  ଏହି ଯୋଜନାର ମୂଳଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଯୋଜନାରେ ସରକାରଙ୍କ ପକ୍ଷରୁ  ମୋଟ ୬୦ ହଜାର ଟଙ୍କା ସହାୟତା ପ୍ରଦାନକରଯାଉଥିଲା ବେଳେ ଏହି ଟଙ୍କାରୁ ୪୫ ହଜାର ଟଙ୍କା କନ୍ୟାଙ୍କ ବ୍ୟାଙ୍କ ଖାତା କୁ ପଠାଯାଉଥିଲା ଓ ବାକି ୧୫ ହଜାର ଟଙ୍କା ବିବାହ କାର୍ଯ୍ୟକରୁଥିବା ସଂସ୍ଥାକୁ ଦିଆଯାଉଥିବାର ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାପରେ ଓଡ଼ିଶାର ଆଉବାକି ଜିଲ୍ଲା ରେ  ଯେତେବେଳେ ଦରଖାସ୍ତ ଆସିବ ସେଠାରେ ଏପରି କାର୍ଯ୍ୟକ୍ରମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଈ ଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉପସ୍ଥିତ ରହି ଗୋଟେ ବଡ଼ ଭଉଣୀର ଦାଇତ୍ୱ ନିର୍ବାହ କରିଛନ୍ତି  | ଯାହାକି ନାରୀ ଶକ୍ତିକୁ ଦ୍ବିଗୁଣିତ କରିବ | ଅନ୍ୟ ମାନଙ୍କ ମଧ୍ୟରେ  ପରିବହନମନ୍ତ୍ରୀ ବିଭୂତିଭୂଷଣ ଜେନା, ମତ୍ସ୍ୟପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆସିକା ଏମପି ଅନିତାପ୍ରିୟଦର୍ଶନୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣିଚନ୍ଦ୍ର ସେଠୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ରନାୟକ,  ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ମପୁର ବିଧାୟକ କେ ଅନିଲ, ଆସିକା ବିଧାୟକସରୋଜପାଢୀ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଚିକିଟି ବିଧ୍ୟାୟକma ନୋରଞ୍ଜନ dyaଛତ୍ରପୁର ବିଧାୟକକୃଷ୍ଣ ଚନ୍ଦ୍ର ନାୟକ,   ସମାଜ ମଙ୍ଗଳ ସଚିବ ଶୋଭା ଶର୍ମା ଗଞ୍ଜାମ ଜିଲାପାଳ ଭି କିର୍ତ୍ତି ଭାସନ, ତିନି ଏଡିଏମ ଯଥା ଡ଼ଃ ପ୍ରମୋଦ କୁମାର ପୃଷ୍ଟି, ଦେବଦତ୍ତ ପଣ୍ଡା, ସୁନୀଲ କାରକେଟା,  ଆଇଜି ନୀତିଶ ଶେଖର, ଗଞ୍ଜାମ ଏସପି ଶୁଭେନ୍ଦୁପାତ୍ର,ଅତିରିକ୍ତଏସପି,ଛତ୍ରପୁର ଉପଜିଲାପାଳ ଶୁଭାଶିଷ ବରାଳ, , ଭଞ୍ଜ ନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟ ଲକ୍ଷ୍ମୀ ବେହେରା, ପୁରୁଷୋତ୍ତମପୁର ବ୍ଳକ ଅଧକ୍ଷା ପିଙ୍କି ବେହେରା, ପୁରୁଷୋତ୍ତମପୁର ତହସିଲଦାରବିନୋଦକୁମାର ବେହେରା,ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀ, ବିଡିଓ ଶରତ କୁମାର ପାତ୍ର,ଏସଡ଼ି ପିଓ ସୁଜିତ କୁମାର ନାୟକ ଙ୍କ ସହ ପୁରୁଷୋତ୍ତମପୁର ଥାନା ଆଇ ଆଇ ସି ରାଜେଶ ନାୟକ ଓଷ୍ଟାଫ, କିଛି ଏନଜିଓ ସଂସ୍ଥା ର ନିର୍ଦେଶକ,ଶିଶୁ ସୁରକ୍ଷା ର ନିର୍ଦେଶକ ସୁଧୀର କୁମାର ସାବତ,  ପୁରୁଷୋତ୍ତମପୁର ସିଡିପିଓ ଲଳିତା ମଲ୍ଲିକ, ଓ ସୁପର ଭାଇଜର ସମୂହ, ଅନ୍ୟ ବ୍ଳକର ସିଡିପିଓସୁପରଭାଇଜରମାନେ,ଦିଗ ପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ, ଓ ଅନ୍ୟ ବ୍ଳକ  ତହସିଲଦାର, ଅତିରିକ୍ତ ତହସିଲଦାର ଓ ଷ୍ଟାଫ ମାନେ  ଅନ୍ୟାନ୍ୟ ଥାନାର ଏସ ଡିପିଓ,ଆଇ ଆସିସି,ଏସ ଆଇ  ଙ୍କ ସହ 15 ପ୍ଲାଟୁନ ପୋଲିସ ଉପସ୍ଥିତ ଥିଲେ । ଏବଂ ସ୍ଥାନୀୟ ରାଇପୁର ସରପଞ୍ଚ  ନମିତା ବେହେରା,ସମିତି ସଭ୍ୟ ଉଷାରାଣୀ ବେହେରା,ବିଚିତ୍ର ବେହେରା, ବ୍ଳକ ର ଇ ଇ ଓ ନାଗଭୂଷଣ ଯାଦବ, ଅଧିକାଂଶ ଯେଇ,ପ୍ରାୟ ପିଇଓ, ଜିଆର ଏସ,ପଞ୍ଚାୟତ ଷ୍ଟାଫ ଉପସ୍ଥିତ ରହି ଏହିକାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |

News Comment

You Might Also Like

BACK TO TOP