Breaking News

ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||     

ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |

13-Aug-2026

ବର୍ଷ ବର୍ଷ ଧରି ଅଭିଯୋଗ, ସୁଧୁରୁନି ନରସିଂହପୁର ହାଟର ଅବସ୍ଥା

ଓଡିଶା ଜନ ମତ ବ୍ୟୁରୋ,

 ବାରମ୍ବାର ପ୍ରଶାସନ ଓ ବିଧାୟକ ଙ୍କୁ ବାରମ୍ବାର  ଅଭିଯୋଗ କଲେ ମଧ୍ୟ ସୁଧୁରୁନି ହାଟର ଅବସ୍ଥା  | ସାମାନ୍ୟ ବର୍ଷାରେ ଆଣ୍ଠୁଏ ଆବର୍ଜନା ପାଣିର  ହୀନସ୍ତା ହେଉଛନ୍ତି ଗ୍ରାହକଓ ବ୍ୟବସାୟୀ ମାନେ ବର୍ଷ ବର୍ଷ ଧରି ବାରମ୍ବାର ଅଭିଯୋଗ ପରେ ମଧ୍ୟ ସୁଧୁରୁନି ନରସିଂହପୁର ବ୍ଲକର ସର୍ବପୁରାତନ ହାଟ ଭାବେ ପରିଚିତ ନରସିଂହପୁର ହାଟର ଅବସ୍ଥା। ସାମାନ୍ୟ ଅସରାଏ ବର୍ଷା ହେଲେ ହାଟ ମଧ୍ୟରେ ଆଣ୍ଠୁଏ ଉଚ୍ଚର ଆବର୍ଜନା ପାଣି ଜମି ରହୁଥିବା ବେଳେ ସମଗ୍ର ହାଟ ପଙ୍କ ଓ କାଦୁଅରେ ପଚପଚ ହୋଇଯାଉଛି। ଫଳରେ ହାଟକୁ ଆସୁଥିବା ବ୍ୟବସାୟୀ ଓ ଗ୍ରାହକମାନେ ନାହିଁ ନଥିବା ହୀନସ୍ତାର ସମ୍ମୁଖୀନ ହେଉଛନ୍ତି।ନରସିଂହପୁର ନିଜିଗଡ଼ ପଞ୍ଚାୟତର ହାଟ ଛକରେ କାହିଁ କେଉଁ ଆବାହମାନ କାଳରୁ ପ୍ରତି ସପ୍ତାହର ବୁଧବାର ଓ ଶନିବାର ସାପ୍ତାହିକ ହାଟ ବସିଆସୁଛି। ପୂର୍ବରୁ ଏହି ହାଟ ନିଜିଗଡ଼ ପଞ୍ଚାୟତ ଅଧୀନରେ ଥିବାବେଳେ ନରସିଂହପୁର ଏନ୍‌ଏସି ଘୋଷଣା ପରେ ଗତ ଜାନୁଆରୀ ମାସରୁ ଏହା ବ୍ଲକ ଅଧୀନରେ ରହିଥିବା ଜଣାପଡ଼ିଛି। ହେଲେ ପରିଚାଳନା ବ୍ୟବସ୍ଥା ବଦଳିଥିଲେ ମଧ୍ୟ ହାଟର ସମସ୍ୟା ବଦଳିନାହିଁ।ବର୍ଷା ହେଲେ ହାଟ ମଝିରେ ଆଣ୍ଠୁଏ ଉଚ୍ଚର କାଦୁଅ ଓ ଆବର୍ଜନା ପାଣି ଜମି ରହୁଥିବାରୁ ଲୋକଙ୍କ ଯାତାୟାତ ଏକପ୍ରକାର ଦୁର୍ବିସହ ହୋଇପଡ଼ୁଛି। ଗ୍ରାହକମାନେ ପାଣି ଓ କାଦୁଅ ମଧ୍ୟରେ ଯାଇ ଆବଶ୍ୟକ ସାମଗ୍ରୀ କିଣୁଥିବା ବେଳେ ବ୍ୟବସାୟୀମାନେ ମଧ୍ୟ ନିଜ ଦୋକାନ ସମ୍ମୁଖରେ ପାଣି ଜମି ରହିବାରୁ ବହୁ ସମସ୍ୟା ଭୋଗୁଛନ୍ତି।ହାଟର ସ୍ଥାୟୀ ସମସ୍ୟା ସହିତ ପ୍ରତି ବୁଧବାର ଓ ଶନିବାର ହାଟ ପାଳି ଦିନରେ ଟ୍ରାଫିକ୍‌ ସମସ୍ୟା ମଧ୍ୟ ଗୁରୁତର ରୂପ ନେଉଛି। ରାସ୍ତା ଉପରେ ହାଟ ବସୁଥିବା ବେଳେ କିଛି ବ୍ୟବସାୟୀ ଆଳୁ, ପିଆଜ ଆଦି ବୋଝେଇ ଟ୍ରକ୍‌ ମଧ୍ୟ ରାସ୍ତା ଉପରେ ରଖିଦେଉଛନ୍ତି। ଫଳରେ ରାସ୍ତା ସଂକୁଚିତ ହୋଇ ପ୍ରବଳ ଗହଳି ଲାଗି ରହୁଛି।ଅନେକ ସମୟରେ ମାତ୍ର ୧୦୦ ମିଟର ରାସ୍ତା ଅତିକ୍ରମ କରିବାକୁ ଅଧଘଣ୍ଟା ସମୟ ଲାଗୁଥିବା ଅଭିଯୋଗ ହୋଇଛି। ଟ୍ରାଫିକ୍‌ ସମସ୍ୟାକୁ ନେଇ ବେଳେବେଳେ ଲୋକଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି।ତେଣୁ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ହାଟର ଜଳ ନିଷ୍କାସନ ଓ ସ୍ୱଚ୍ଛତା ସମସ୍ୟାର ସ୍ଥାୟୀ ପ୍ରତିକାର କରିବା ସହ ହାଟ ଦିନରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ କରିବାକୁ ସାଧାରଣରେ ଦାବି ହେଉଛି।

News Comment

You Might Also Like

BACK TO TOP