Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଗିରଫ ହେଲେ ଉଦୟନିଧି ଷ୍ଟାଲିନ, ଅଭିନେତ୍ରୀ ତ୍ରିଶାଙ୍କୁ କଟାକ୍ଷ କରିଥିଲେ |

04-Aug-2026

ତ୍ରିଷାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ମାମଲାରେ ଗିରଫ ହେଲେ ଉଦୟ ନିଧି ଷ୍ଟାଲିନ |

ଓଡିଶା  ଜନ ମତ ବ୍ୟୁରୋ , 

 ଅଭିନେତ୍ରୀ ତ୍ରିଷାଙ୍କ ପ୍ରତି ଇଙ୍ଗିତ କରି  ଗିରଫ ହେଲେ ଉଦୟନିଧି ଷ୍ଟାଲିନ୍ । ତାମିଲନାଡୁର ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ଗିରଫ କରାଯାଇଛି ।କାବେରୀ ନଦୀ  ପ୍ରସଙ୍ଗ କୁ ନେଇ ଏକ ସଭାରେ ଭାଷଣ ଦେବା ବେଳେ ଅଭିନେତ୍ରୀ ତ୍ରିଷାଙ୍କ ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ତାଙ୍କୁ ଗିରଫ କରାଯାଇଛି ।
ତ୍ରିଷା`ଙ୍କୁ ନେଇ ଦ୍ୱିଅର୍ଥବୋଧକ କଟାକ୍ଷ, ଉଦୟନିଧିଙ୍କ ବୟାନକୁ ଭର୍ତ୍ସନା କଲା ବିଜୟଙ୍କ TVK, ଗିରଫ ଦାବି କଲା ବିଜେପିଉଲ୍ଲେଖ  ଯୋଗ୍ୟ ଯେ ଅଭିନେତ୍ରୀ ତ୍ରିଷା ହେଉଛନ୍ତି ମୁଖ୍ୟମନ୍ତ୍ରୀ ବିଜୟଙ୍କ ଘନିଷ୍ଠ ବନ୍ଧୁ । ସୋସିଆଲ ମିଡିଆରେ ଅନେକ ଲୋକ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ଆଲୋଚନା କରନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶାସକ ଟିଭିକେ ଏବଂ ବିରୋଧୀ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ଘଟଣାକୁ 
ଟିଭିକେ ନିନ୍ଦା କରିଛି |
ଶାସକ ଦଳ ଟିଭିକେ ଏହି ମନ୍ତବ୍ୟକୁ "ଲଜ୍ଜାଜନକ" ବୋଲି କହିଥିଲା । ଟିଭିକେ ବିଧାୟକ ରେବନ୍ତ ଚରଣ ଏକ୍ସରେ ଲେଖିଥିଲେ ଯେ, "ସମ୍ପୂର୍ଣ୍ଣ ଘୃଣ୍ୟ । କୌଣସି ବ୍ୟକ୍ତିଙ୍କ ପ୍ରତି ଏପରି ଲଜ୍ଜାଜନକ ମନ୍ତବ୍ୟ ଦେବା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ଏହା ଅରିଭାଲାୟମ୍ ପରିବାରର ମାନସିକତା, ରାଜନୈତିକ ସଂସ୍କୃତି ଏବଂ ନିମ୍ନଗାମୀ ଷ୍ଟାଣ୍ଡାର୍ଡକୁ ପଦାରେ ପକାଉଥିବା ସେ କହିଥିଲେ ।ଅପରପକ୍ଷେ ବିଜେପିମୁଖପାତ୍ର ନାରାୟଣନ୍ ତିରୁପାଥି ଡିଏମକେ ନେତାଙ୍କୁ ଗିରଫ କରି ଜେଲ ପଠାଯିବା ଦରକାର ବୋଲି କହିଥିଲେ | ସେକହିଥିଲେ,"ତଞ୍ଜାବୁରରେ ମୁଖ୍ୟମନ୍ତ୍ରୀ ବିଜୟ ଏବଂ ତ୍ରିଷାଙ୍କ ବିଷୟରେ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ଦ୍ୱିଅର୍ଥବୋଧକ ଭାଷଣ ଅତ୍ୟନ୍ତ ଘୃଣ୍ୟ, ଅଶ୍ଳୀଳ ଏବଂ ଲଜ୍ଜାଜନକ । ସତ କହିବାକୁ ଗଲେ, ଜଣେ ଦୁର୍ବୃତ୍ତ କିମ୍ବା ଚୋର, ଯାହାର ମା’, ସ୍ତ୍ରୀ କିମ୍ବା ଝିଅ ଅଛନ୍ତି, ସେ ମଧ୍ୟ ଏପରି ଅଶ୍ଳୀଳ ଭାଷାରେ କଥା ହେବନାହିଁ । ଏପରି କହୁଥିବା ଲୋକଙ୍କୁ କୌଣସି ମା’, ସ୍ତ୍ରୀ କିମ୍ବା ଝିଅ କ୍ଷମା ଦେବେ ନାହିଁ ।

News Comment

You Might Also Like

BACK TO TOP