Breaking News

ଓଡିଶା ରେ ପଯ୍ୟାପ୍ତ କାମ ମିଳୁ ନଥିବାରୁ ଦାଦନ ମୁହାଁ ଶ୍ରମିକ |   (13-Aug-2026)       ||      ତାରାତାରିଣୀମାହାବିଦ୍ୟଳୟ ରେ 48ତମ ପ୍ରତିଷ୍ଠା ଦିବସ ପାଳିତ ||   (13-Aug-2026)       ||      ସ୍ୱାଧୀନତା ଦିବସ ଅବସର ରେ ବିଏସ ଏଫ ପକ୍ଷରୁ "ବନ୍ଦେ ମାତରମ ` ବାଇକ ରାଲି |    (13-Aug-2026)       ||      ଗୋପବନ୍ଧୁ ସ୍ଵାସ୍ତ୍ୟ ବୀମା ପରିବର୍ତ୍ତନ କୁ ବିରୋଧ କରି ଦଣ୍ଡେଶ୍ୱର ସାମ୍ବାଦିକ ସଂଙ୍ଘ ର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ||   (13-Aug-2026)       ||      ଛତ୍ରପୁର ପୌର ପରିଷଦ ର ଅଷ୍ଟମ ବାଟାଲିୟନ ପରିସର ରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ |   (13-Aug-2026)       ||      ଛତ୍ରପୁର ଠାରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ |    (13-Aug-2026)       ||      ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||      ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|   (12-Aug-2026)       ||      ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା |   (12-Aug-2026)       ||      ପାର୍ଥନା ବାହାନା ରେ ଡାକି ମହିଳା ଙ୍କୁ କଲେ ବଳତ୍କାର |   (12-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||      ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |   (12-Aug-2026)       ||      ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||     

ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ରେ ଜଣେ କିନ୍ନର ଙ୍କୁ ବିଭତ୍ସ ଭାବେ ହତ୍ୟା |

03-Feb-2026

ଭୁବନେଶ୍ୱର ଉପକଣ୍ଠରେ କିନ୍ନର କୁ ହତ୍ୟା, 
ପୋଲିସର ତନାଘନା,

ଓଡିଶା ଜନ ମତ ବ୍ୟୁରୋ, 
ଶାସ୍ତରେ ଅଛି କିନ୍ନର ମାନଙ୍କ ଆଶୀର୍ବାଦ ନେଲେ ଘର ତଥା ପରିବାର ର ମଙ୍ଗଳ ହୁଏ | ତେବେ ଜଣେ କିନ୍ନର କୁନୃଶଂସ ଭାବେ ହତ୍ୟାକରୀ ଫିଙ୍ଗିଦେବା ଘଟଣାରାଜଧାନୀ ଉପକଣ୍ଠ ରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି | ଏବଂ ପୋଲିସ ପାଇଁ ମଧ୍ୟ ମୁଣ୍ଡ ବ୍ୟଥାର କାରଣ ପାଲଟିଛି | ଘଟଣାଟି ଘଟିଛି ଭୁବନେଶ୍ୱରରାଜଧାନୀ ଉପକଣ୍ଠଉତ୍ତରାକୌଶଲ୍ୟା
ଗଙ୍ଗ ନିକଟରେ  | ଦୁର୍ବୃତ୍ତମାନେ ଜଣେ କିନ୍ନରଙ୍କୁ ଖୀନ୍ ?ଭିନ୍ ? କରି ହାଣି ହତ୍ୟା କରିଛନ୍ତି । ମୃତକ ଜଣଙ୍କ ବିନେଶ ରାଉତ ଓରଫ ସୋନା କିନ୍ନର ନାଁରେ ପରିଚିତ । କିନ୍ନରଙ୍କ ଘର କଟକ ସାଲେପୁର ବ୍ଲକ୍ ବିଶ୍ଵନାଥପୁର ଅଞ୍ଚଳରେ । ସେ ଭୁବନେଶ୍ଵରରେ ଭଡ଼ାସୂତ୍ରରେ ରହୁଥିଲେ । ପିପିଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି | ତେବେ ପ୍ରକୃତ ତଦନ୍ତ ପରେ ହତ୍ୟା ଘଟଣା ର ସତ୍ୟା, ସତ୍ୟ ଜଣା ପଡିବ ବୋଲି ଅନୁମାନ କରାଯାଉଛି | ତେଵେପୁଲିସ ମଧ୍ୟ ତାଙ୍କର ତଦନ୍ତ ଜାରି ରଖିଛନ୍ତି | ଅପରାଧୀ ଯେତେ ଚାଲାକି ହେଲେ ମଧ୍ୟ ପୋଲିସ ଆଗରେ ଧରା ପଡିବ | ଏବଂ କିନ୍ନର ହତ୍ୟା ଘଟଣା କେଉଁ କାରଣରୁ ହେଲା ତାହା ମଧ୍ୟ ଜନସାଧାରଣ ଜାଣି ପାରିବେ  ||

News Comment

You Might Also Like

BACK TO TOP