Breaking News

ମାତୃଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର ||   (15-Apr-2026)       ||      ପୋଲସରା ବିଜ୍ଞାନ ମହା ବିଦ୍ୟାଳୟ ରେ ଆଠ ଦିନିଆ ଆତ୍ମ ରକ୍ଷା ତାଲିମ ଶିବିର ର ଶୁଭାରମ୍ଭ |   (15-Apr-2026)       ||      କୋଟିନଡ଼ା ଥାନା କନ୍ଧପଲି ନିକଟରେ ଗଛକୁ ଧକ୍କାଦେଇ ବାଇକ ଆରୋହୀ ମୃତ |    (15-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ |    (15-Apr-2026)       ||      ପୂର୍ବଶତ୍ରୁତାକୁ ନେଇ ଯୁବକ ଙ୍କୁ ନିର୍ମମ ହତ୍ୟା |    (15-Apr-2026)       ||      ସତାବନ ବର୍ଷ ରେ ବିବାହ ହେଲେ ଅଭିନେତା |    (15-Apr-2026)       ||      ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ମନ୍ଦାର ବେଶରେ ଦର୍ଶନ ଦେଲେ ମା ପାଟ ଖଣ୍ଡା |   (14-Apr-2026)       ||      ବିଶ୍ୱାସ ଓ ନିଷ୍ଠା ଦେଖାଇ 22ହାତ ନିଆଁ ଉପରେ ଚାଲିଲେ ମା ଅଁଳାଇ ଙ୍କ କାଳସୀ ଏବଂ ଶ୍ରଦ୍ଧାକୁ |    (14-Apr-2026)       ||      ପୁରୁଷୋତ୍ତମପୁର ସହର ସହିତ ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ମେରୁ ଯାତ୍ରା ଓ ହନୁମାନ ଜୟନ୍ତୀ ଶେଷ ହୋଇଛି |    (14-Apr-2026)       ||      ବୁଗୁଡ଼ାରେ ଗଞ୍ଜାମ କଳାକାର ଦିବସ -2026 ଅନୁଷ୍ଠିତ |   (14-Apr-2026)       ||      ବାଲିଗୁଡା ସହର ଓଏହାର ଆଖପାଖ ଅଞ୍ଚଳରେହନୁମାନ ଜୟନ୍ତୀ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅନୁଷ୍ଠିତ |    (14-Apr-2026)       ||      ଭାଜପା ଘୁମୁସର ଏସିସି ମୋର୍ଚା ଜିଲ୍ଲା ସଭାପତି 2ଥର ହେଲେ ଗନ୍ଧ ମାର୍ଦନ ସେଠୀ |    (14-Apr-2026)       ||      କେନ୍ଦୁବାଡି ପଞ୍ଚାୟତରେ ଦୁତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣି |   (13-Apr-2026)       ||      କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||     

ହିନ୍ଦ ମହାସାଗର ପାଲଟିଛି ଇରାନ ଓ ଆମେରିକା ର ଯୁଦ୍ଧ ସ୍ଥଳ |

30-Jan-2026

ଆମେରିକା ଓ ଇରାନ ଦୁଇ ଦେଶ ମଧ୍ୟରେ ବୃଦ୍ଧିପାଉଛି ଉତ୍ତେଜନା, 

     ଓଡିଶା ଜନ ମତ ବ୍ୟୁରୋ,

ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଥମିବାର ନାହିଁ, ବରଂ ଦିନକୁ ଦିନ ବଢ଼ିବାରେ ଲାଗିଛି | ଆମେରିକା - ଇରାନ୍ ଦୁଇ ଦେଶ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ହିନ୍ଦ ମହାସାଗର ଏକ ଯୁଦ୍ଧକ୍ଷେତ୍ର ପାଲଟିଛି । ଏହି ରାସ୍ତା ଦେଇ ଆମେରିକୀୟ ଯୁଦ୍ଧଜାହାଜ ନିରନ୍ତର ଇରାନ ଆଡକୁ ଗତି କରୁଛି। ଆମେରିକା ମଧ୍ୟପ୍ରାଚ୍ୟରେ ନିଜର ସାମରିକ ଉପସ୍ଥିତିକୁ ଜାହିର କରିବାପାଇଁ ଉଦ୍ୟମ କରୁଛି। ଆମେରିକୀୟ ନୌସେନା ପକ୍ଷରୁ ମିଳିଥୁବା ସୂଚନା ଅନୁଯାୟୀ, ବର୍ତ୍ତମାନ ‘ସେଣ୍ଟକମ୍’ ଅଞ୍ଚଳରେ ୧୦ଟି ଆମେରିକୀୟ ଯୁଦ୍ଧଜାହାଜ ମୁତୟନ କରାଯାଇଛି। ଏଥିରେ ବିଧ୍ୱଂସକ ଗାଇଡେଡ୍ -ମିସାଇଲ୍ ରଖାଯାଇଛି। ପୂର୍ବରୁ ବି ଆମେରିକାର ସାମୁଦ୍ରିକ ଦାନବ ୟୁଏସ୍ଏସ୍ ଆବ୍ରାହମ ଲିଙ୍କନ ଏଠାରେ ଘୂରି ବୁଲୁଛି। ଏହାସହିତ ଯୁଦ୍ଧଜାହାଜଏବଂଆମେରିକୀୟ ଲଢ଼ୁଆ ବିମାନ ମୁତୟନ ହୋଇ ରହିଛନ୍ତି। କେବଳ ଏତିକି ନୁହେଁ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକୀୟ ଆଡଭାନ୍‌ସ ଯୁଦ୍ଧଜାହାଜର ଏକ ବାହିନୀ ଇରାନଆଡକୁ ଅଗ୍ରସର ହେଉଛି। ଆମେରିକାର ଏହି ଶକ୍ତି ପ୍ରଦର୍ଶନକୁ ବିଚାର କଲେ, ଦେଖାଯାଉଛି ଯେ, ଆମେରିକା ଇରାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ, କିନ୍ତୁ ଇରାନ କେତେବେଳେଆତ୍ମସମର୍ପଣ କରିବ, ସେହି ଅପେକ୍ଷାରେରହିଛିଆମେରିକା। ଆମେରିକା ବିରୋଧରେ ଯୁଦ୍ଧ ପ୍ରସ୍ତୁତିରେ ଇରାନ ପଛରେ ପଡିଯାଇନାହିଁ । ଇରାନ ମଧ୍ଯ ତା’ର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରିଛି, ଯଦିଓ ସେଗୁଡ଼ିକ ଟେକନିକ୍ ଦୃଷ୍ଟିରୁ ଏତେ ଉନ୍ନତ ନୁହେଁ । ତଥାପି ଆମେରିକା ସହ ଲଢ଼ିବା ପାଇଁ ନିଜକୁ ପ୍ରସ୍ତୁତ ରଖୁଛି ଇରାନ । ଇରାନ ତାର ଡ୍ରୋନ୍ କ୍ୟାରିୟର୍ ଶାହେଦ୍ ବାଘେରିକୁ ସେହି ଅଞ୍ଚଳରେ ମୁତୟନ କରିଛି, ଯେଉଁଠାରେ ଆମେରିକାର ଏମକ୍ୟୁ –୪ସି ଟ୍ରାଇଟନ୍ ନିରୀକ୍ଷଣ ଡ୍ରୋନ୍ ଉଡ଼ୁଛି। ଏହି ଡ୍ରୋନ୍କ୍ୟାରିୟର
ରୁ ନୁର୍ ଓ କାଦେର ଭଳି ଆଣ୍ଟି ସିପ୍ ମିସାଇଲ୍ମଧ୍ଯଉତକ୍ଷେପଣ କରାଯାଇପାରିବ । ଯଦି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ ହୁଏତ ତାର ପ୍ରଭାବ ଅନ୍ୟ ଦେଶ ଉପରେ ମଧ୍ୟ ପଡିପାରେ ବୋଲି ବୁଦ୍ଧିଜୀବୀ ମନେ ଆକଳନ କରୁଛନ୍ତି |

News Comment

You Might Also Like

BACK TO TOP