Breaking News

ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||     

ୟୁଜିସି ନିୟମ ଉପରେ ସୁପ୍ରିମ କୋର୍ଟ ଙ୍କ ବଡ ଝଟକା |

30-Jan-2026

କେନ୍ଦ୍ର ସରକାର ଙ୍କ ନୂଆ ୟୁଜିସି ନିୟମକୁ ‘ସୁପ୍ରିମ୍’କୋର୍ଟ ଙ୍କ ରହିତା ଦେଶ,

       ଓଡିଶା ଜନ ମତ ବ୍ୟୁରୋ,

ୟୁଜିସି ନିୟମ ଉପରେ କେନ୍ଦ୍ର ସରକାର ଆଣିଥିବା ନିୟମ ଉପରେ ଜଣେ ବ୍ୟକ୍ତି ଜନ ସ୍ୱାର୍ଥ ମାମଲା ରୁଜୁ କରିବା ପରେ ମାନ୍ୟବର ସୁପ୍ରିମ କୋର୍ଟ ଏହି ୟୁଜିସି ନିୟମ ଉପରେରହିତାଦେଶ ଦେଇଛନ୍ତି |ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସିକୁ ଲାଗିଛି ସୁପ୍ରମ୍ ଛାଟ । କଲେକରେ ସମାନତା  ଉଦ୍ଦେଶ୍ୟରେ ୟୁଜିସି ଜାରି କରିଥିବା ଜାତିଭିଭିକ କମିଟି ନିୟମ ଉପରେ ରୋକ ଲଗାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଛାତ୍ରଙ୍କ ଭିତରେ ଭେଦଭାବ ସହ ଜଡ଼ିତ ୟୁଜିସି ଇକ୍ସିଟିରୁଲଶର ନୂଆ ରେଗୁଲେସନକୁ ଚ୍ୟାଲେଞ୍ଜ ଦେଉଥିବା ଜନସ୍ୱାର୍ଥ (ପିଆଇଏଲ୍) ଉପରେ ଶୁଣାଣି କରିଛନ୍ତି। ୟୁଜିସିର ବିଭେଦତା ନିରୋଧ ନିୟମକୁ ସର୍ବୋଚ୍ଚ ଅଦାଲତ ସମାଲୋଚନା କରିବାକୁ ମଧ୍ୟ ପଛାଇ ନାହାନ୍ତି । ୟୁଜିସ ଜାରି କରିଥିବାଗା ଇଚଳାଇନରେ ସ୍ପଷ୍ଟତା  ନାହିଁ ଓ ଏହାର ଅସଦବ୍ୟବହାର ହୋଇପରେ ବୋଲି ମଧ୍ୟ ସୁପ୍ରିମକୋର୍ଟ ଆଶଙ୍କା କରିଛନ୍ତି । ଏଅସହ କେନ୍ଦ୍ର ସରକାର ଓ ୟୁଜିସିକୁ ସୁପ୍ରିମକୋର୍ଟ ନୋଟିସ କରି ଜବାବ ତଲବ କରିଛନ୍ତି। ସେପର୍ଯ୍ୟନ୍ତ, ୨୦୧୨ ର ପୁରୁଣା ସୁଜିସି ନିୟମାବଳୀ କାର୍ଯ୍ୟକାରୀ ହେବ। ପରବର୍ତ୍ତୀ ଶୁଣାଣି ମାର୍ଚ ୧୯ ତାରିଖରୁ ଧାର୍ଯ୍ୟ କରିଛନ୍ତି ସୁପ୍ରିମକୋର୍ଟ । ୟୁକିସିର ବିଭେଦତା ନିରୋଧ ନିୟମକୁ ସର୍ବୋଚ୍ଚ ଅଦାଲତ ସମାଲୋଚନା କରିବାକୁ ମଧ୍ୟ ପଛାଇ ନାହାନ୍ତି । ବିଭିନ୍ନ କଲେଜ ଓ ବିଶ୍ଵବିଦ୍ୟାଳୟ ଜାତିଗତ ଭେଦଭାବଓ ଅନ୍ୟ ପକ୍ଷପାତିତା କୁ କେମିତି ପରିଚାଳନା କରିବେ ସେନେଇ ଯୁନିଭର
ସିଟିଗ୍ରାଣ୍ଡକମିଶନରପ୍ରମୋସନଅଫଇକ୍ଵିଟିଇନହାଇଏରଏଜୁକେସନଇନଷ୍ଟ୍ୟୁଚେନ୍ସ ରେଜୁଲେସନ 2026 ଜାରି କରାଯାଇଥିଲା । ନୂଆ ନିୟମ ଅନୁସାରେ ପ୍ରତିଟି ଶିକ୍ଷାନୁମାନ ଭେଦା ଭାବକୁରୋକିବା ଓଏହାର ସମାଧାନ ପାଈଁ ସମାନ ସୁଯୋଗ ସେଲ,ସମାନତା ରଖିଥିବା କମିଟି, 24ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଓ ମନିଟରି ଟିମ ଗଠନ କରିବେ ବୋଲି ନୂଆ ନିମମରେ ବାଧ୍ୟତା ମୂଳକ କରାଯାଇଥିଲା । କିନ୍ତୁ ବିଜ୍ଞପ୍ତି ଜାରି ହେବା କ୍ଷଣି ଏହାକୁ ଭୀଷଣ ଭାବେ ଦେଶବ୍ୟାପୀ ବିରୋଧ କରାଯାଉଛି ବିଶେଷକରି କିଛି ଶିଷର୍ଥୀ, ଶିକ୍ଷକ/ଶିକ୍ଷୟିତ୍ରୀ ଓ ସାମାଜିକ ସଂଘଟନ ଗୁଡିକ ଏହାକୁ ଜୋରଦାର ବିରୋଧ କରୁଛନ୍ତି | ନିୟମ ନିରପେକ୍ଷତାକୁ ବଜାୟୀ ରଖିବାକୁ ଅଣାଯାଇଥିବା କୁହାଯାଇଥିଲେ ହେଁ ବିକ୍ଷୋଭ କାରୀ ଏହା ବିରୋଧରେ ମତ ରଖୁଥଲେ । ବିବାଦ ଚଢ଼ିବାରୁ ମାମଲା ସୁପ୍ରିମକୋର୍ଟରେଯାଇ ପହଞ୍ଚିଥିଲା। ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ୟୁଜିସି  ଉପରେ କ୍ଷୁବ୍ଧ ହୋଇଛନ୍ତି । ସେ ପଚାରିଛନ୍ତି ଯେ "୭୫ ବର୍ଷ ମଧ୍ୟରେ ଜାତିବିହୀନ ସମାଜ ଗଠନ କରିବା ପାଇଁ ଆମେ ଯାହା ସବୁ ହାସଲ କରିଛୁ, କ’ଣ ସେସବୁକୁ ନେଇ ଆମେ ପୁଣି ଗୋଟିଏ ରକ୍ଷଣଶୀଳ ସମଳ ଗଠନ କରୁଛେ ? ରାଗିଂରେ ଘଟୁଥିବା ସବୁଠାରୁ ଖରାପ ଜିନିଷ ହେଉଛି ଯେ  ଦକ୍ଷିଣ ଓ ଉତ୍ତରପୂର୍ବରୁ ଆସୁଥିବା ଶିକ୍ଷାର୍ଥୀମାନେ ନିଜସ୍ବ ସଂସ୍କୃତି ନେଇ ଆସନ୍ତି । କିନ୍ତୁ ଏ ସମ୍ପର୍କରେ ଜାଣି ନଥୁବା କିଛି ଅଜଣା ଲୋକ ସେମାନଙ୍କ ଉପରେ ଟିପ୍ପଣୀ କରନ୍ତି।ଏହାପରେ ଆପଣ ଅଲଗା ଅଲଗା ହଷ୍ଟେଲ କଥା କହିଲେ । ଭଗବାନଙ୍କ ପାଇଁ.. ଏବେ ଆମ ସମାଜରେ ଇଣ୍ଟର କାଷ୍ଟ ବିବାହ ହେଉଛି ଓ ଆମେ ବି ହଷ୍ଟେଲରେ ରହି ଆସିଛୁ। ଏଠାରେ ସମସ୍ତେ ଏକାଠି ହୋଇ ରୁହନ୍ତି ।” ପ୍ରଧାନ ବିଗରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜୟମଳୟ ବାଗଚିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ କହିବା କଥା ଯେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି । କାରଣ ଏହି ଗାଇଡଲାଇନ ସମାଜଙ୍କୁ ଭାଗଭାଗ କରିବାର କ୍ଷମତା ରଖୁଛି। ଏହାର ଗଭୀର ତଥା ସଂଘାତିକ ପ୍ରଭାବ ମଧ୍ୟ ପଢ଼ିପାରେ । ୨୦୧୨ ଗାଇଡଲାଇନ ପୂର୍ବଭଳି ବଳବତ୍ତର ରହିବ ବୋଲି ଖଣ୍ଡପୀଠ କହିଛନ୍ତି। ଯାହାଦ୍ୱାରା  ୟୁଜିସି ନିୟମ ଆଣିଥିବା କେନ୍ଦ୍ର ସରକାର ଙ୍କୁ ଖୁବ ଝଟକା ଲାଗିଛି |

News Comment

You Might Also Like

BACK TO TOP