Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |

07-Aug-2026

ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବକେୟା ବିଲ ପ୍ରଦାନ ଦାବିରେ ଠିକାଦାରମାନଙ୍କ ଧାରଣା |

ଓଡିଶା ଜନ ମତ ବ୍ୟୁରୋ,

ରାଜ୍ୟ ସରକାର ଙ୍କ ପକ୍ଷରୁ ଗତ କାଲି ଏକ ବଦଳି ତାଲିକା ପ୍ରକାଶ ପାଇଥିଲା | ଏଥି ରେ ବିଭିନ୍ନ ଅଧିକାରୀ ମାନଙ୍କ ନାମ ରହିଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ର ମଧ୍ୟ କିଛି ଅଧିକାରୀମାନଙ୍କ ନାମ ଥିବା ଜଣାପଡିଥିଲା |  ତେବେ ଏହି ଘଟଣା କୁ ନେଇ ବ୍ରହ୍ମପୁର ମହାନଗର ନିଗମ ରେ ଛକାପଞ୍ଝା ଦେଖିବାକୁ ମିଳିଛି |  ବ୍ରହ୍ମପୁର ମହାନଗର ନିଗମ (BEMC) ର ଯେଉଁ ସମସ୍ତ ଅଧିକାରୀଙ୍କର ବଦଳି ଓ ରିଲିଭ୍ ଆଦେଶ ପ୍ରକାଶ ପାଇଛି, ସେମାନଙ୍କ ନିକଟରେ ଠିକାଦାରମାନଙ୍କର ବହୁ ବିଲ୍ ଏପର୍ଯ୍ୟନ୍ତ ବକେୟା ରହିଛି | ବକେୟା ବିଲ୍‌ର ତୁରନ୍ତ ପରିଶୋଧ ଦାବିରେ ଠିକାଦାରମାନେ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି | ଏଠି କିଛି ପ୍ରଶ୍ନ ଉଠୁଛି ଯେ ବିଲ୍‌ କେଉଁ କାରଣ ପାଇଁ ହୋଇନାହିଁ  ? , ବିଲ୍‌ କୁ କିଏ ଜାଣିଶୁଣି ଅଟକାଇଛି କି ? , ନା ଅନ୍ୟ କିଛି ରହସ୍ୟ ଏହା ଭିତରେ ରହିଛି ଯେଉଁଥି ପାଇଁ ବିଲ୍‌ ହୋଇନାହିଁ  ! ଠିକାଦାର ମାନଙ୍କ କହିବା ଅନୁଯାଇ କାମ ହୋଇସାରିଥିଲେ ମଧ୍ୟ ବକେୟା ବିଲ୍‌ ମିଳିନାହିଁ | ତେବେ ଅଧିକରୀ ମାନେ ଯଦି ବିଲ୍ ନ କରନ୍ତି ତେବେ ସେମାନେ ଏହି ଭଳି ମହାନଗରନିଗମ ଅଫିସ ସାମ୍ନା ରେ ଏହି ପରି ଭାବେ ଧାରଣା ରେ ବସିରହିବେ ବୋଲି ଚେତାବନୀ ଦେଇଛନ୍ତି | ତେବେ କାମ ସରିବା ପରେ କେଉଁ କାରଣ ପାଇଁ ଏହି ବିଲ୍‌ ଗୁଡ଼ିକ ହୋଇନଥିଲା ଏହା ବର୍ତମାନ ଅସ୍ପଷ୍ଟ ରହିଥିବା ବେଳେ ଏବେ ଯାଇଁ କୌଣସି ଅଧିକରି କିମ୍ୱା ସରକାରୀ ଅଫିସର ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ | ତେବେ ଦେଖିବାକୁ ବାକିରହିଲା ଏହି ଧାରଣାଟି କେଉଁ ମୋଡ଼ ନେଉଛି ଏବଂ ମହାନଗରନିଗମ କତୃପକ୍ଷ ଏବଂ ସେଠା ରେ କାର୍ଯ୍ୟରତ ଥିବା ସରକାରୀ ବାବୁ ମାନେ ଏହା ଉପରେ କେତେ କର୍ଣ୍ଣପାତ କରୁଛନ୍ତି |

News Comment

You Might Also Like

BACK TO TOP