Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ବିଶ୍ୱ ମଧୁମେହ ଦିବସ ରେ ଆର କେ ଡାଇବେଟିସ ସେଣ୍ଟର ତରଫରୁ ସଚେତନତା ସମାବେଶ ଅନୁଷ୍ଠିତ ||

16-Nov-2025

ବିଶ୍  ମଧୁମେହ ଦିବସରେ ଆର୍ କେ ଡାଇବେଟିସି ସେଣ୍ଟର ତରଫରୁ ଏକ ସଚେତନତା କର୍ମଶାଳା ଓ ସମାବେଶ ଅନୁଷ୍ଠି

ଓଡିଶା  ଜନ ମତ, ବ୍ରହ୍ମପୁର, କୈଳାଶ ଚନ୍ଦ୍ର  ଚୌଧୁରୀ, 
ବ୍ରହ୍ମପୁର ସହରର ଗୋଇଲୁଣ୍ଡି ଠାରେ ଅବସ୍ଥିତ ଆର୍ କେ ମଧୁମେହ ଏବଂ ଏଣ୍ଡ୍ରୋକ୍ରିନୋଲଜୀ କେନ୍ଦ୍ରରେ,ଆଜି ମଧୁମେହ ରୋଗ ବିଷୟରେ ଏକ ସଚେତନତା  କର୍ମଶାଳା ସହ ପଦଯାତ୍ରାର ଆୟୋଜନ  କରାଯାଇଥିଲା,.ମହାରାଜା କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟର ଏଣ୍ଡୋକ୍ରିନୋଲୋଜୀ ବିଭାଗର ମୁଖ୍ୟ  ପ୍ରଫେସର ଡ. ପି ରବିକୁମାର ଏହି କର୍ମଶାଳାକୁ ଉଦଘାଟନ କରିଥିଲେ.ଉକ୍ତ କର୍ମଶାଳାରେ ପଦ୍ମଶ୍ରୀ ପ୍ରଫେସର୍ କୃଷ୍ଣ ମୋହନ ପାଠୀ, ମୁଖ୍ୟ ଅତିଥି, ପ୍ରଫେସର୍ ନାରାୟଣ ମିଶ୍ର, ମୁଖ୍ୟ ବକ୍ତା,ଶ୍ରୀମତୀ ସୂଜତା ପାଣିଗ୍ରାହୀ ,ଅଧ୍ୟକ୍ଷା ଏସ.ଡି.ମହିଳା ମହାବିଦ୍ୟାଳୟ,ଏବଂ ଡ.ଆଶା ବିଶ୍ଵାଳ ଶିକ୍ଷାବିତ ଉପସ୍ଥିତ ରହି ମଧୁମେହ ରୋଗ ସହିତ ଜୀବନ ବଞ୍ଚିବାର ଶୈଳୀ  ଓ ନିୟମିତ ଚିକିତ୍ସା  ଉପରେ ଗୁରୁତ୍ୱାରୋପ କରି  ଏହାକୁ କିପରି ପ୍ରତିରୋଧ  ସମ୍ପର୍କରେ ଜନସାଧାରଣମାନଙ୍କୁ ପରାମର୍ଶ ଦେଇଥିଲେ।
ପ୍ରଫେସର ଡ. ପି ରବିକୁମାର ଏହି କର୍ମଶାଳାକୁ ପ୍ରାରମ୍ଭିକ ବକ୍ତବ୍ୟରେ ଆଜିର ସମୟରେ ମଧୁମେହ ରୋଗ କିପରି ଏକ ସମସ୍ୟା ଭାବରେ ଉଭା ହୋଇ ଦ୍ରୁତ ଗତିରେ ସମାଜରେ କିପରି  କାୟା ବିସ୍ତାର କରି ଚାଲିଛି,   ସମ୍ପର୍କରେ ସବିଶେଷ ଆଲୋଚନା କରିବା ସହ ମଧୁମେହ  ରୋଗ ଦ୍ଵାରା ଭାରତ ବର୍ଷରେ ଆଜି ପ୍ରାୟ ଆଠ କୋଟିରୁ ଊର୍ଦ୍ଧ୍ବ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା କଥା ଉଲ୍ଲେଖ କରିଥିଲେ।ଏଥି ସହ ପ୍ରାୟ ତିନି ଶହ ବ୍ୟକ୍ତିଙ୍କ ମାଗଣା ରକ୍ତ ଶର୍କରା ପରୀକ୍ଷା କରିବା ସହ ମଧୁମେହ ରୋଗର ଲକ୍ଷଣ,କାରଣ ଓ ନିରାକରଣ ବିଷୟରେ ସଚେତନ କରାଇବା ସହ ଏକ ଶୋଭାଯାତ୍ରାକୁ ପ୍ରଫେସର କୃଷ୍ଣ ମୋହନ ପାଠୀ ପତାକା ହଲାଇ ଶୁଭାରମ୍ଭ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ଡଃ ଶଙ୍କର ମାଝୀ, ହରି କୃଷ୍ଣ କୋଠିଆ ଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଯୋଗ ଦେଇଥିଲେ

News Comment

You Might Also Like

BACK TO TOP