Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |

08-Aug-2026

ପୋଲିସ ପେଟ୍ରୋଲିଙ୍ଗ ଗ ବୋଲେରୋ ସହ ବୁଲେଟ ର ମୁହାଁ ମୁହିଁ ଧକ୍କା 
ବୁଲେଟ ଆରୋହୀ ଙ୍କ ମଧ୍ୟରୁ ଦୁଇ ଗୁରୁତର ପୋଲିସ ଗାଡି ଚାଳକ ସମେତ ଦୁଇ  ଆହତ |  

ଓଡିଶା ଜନ ମତ, ଖଲ୍ଲିକୋଟ,

ମାଧବ ବେହେରା :-===
 ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ଠାରୁ ନାରାୟଣୀ ରାସ୍ତା ରେ ଭେଜିଫୁଟ ଫାଣ୍ଡି ର ପେଟ୍ରୋଲିଙ୍ଗ ଗାଡି ସହ ବିପରୀତ ଦିଗ ରୁ ଆସୁଥିବା ଏକ ବୁଲେଟ ର ମୁହାଁ ମୁହିଁ ଧକ୍କା ହେବା ଫଳରେ ବୁଲେଟ ରେ ବସିଥିବା ତିନି ଜଣ ଯୁବଜ ଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇ ଥିବା ଜଣା ପଡ଼ିଛି |ମିଳିଥିବା ସୂଚନା ଅନୁଯାଇ ଭେଜିପୁଟ ଫାଣ୍ଡି ଅଧିକାରୀ ଙ୍କ ତିନି ଜଣ ପୋଲିସ  କର୍ମଚାରୀ ଏକ ବୋଲେରୋ ଗାଡି ପେ୍ରୋଲିଙ୍ଗ କରିବା ପାଇଁ ବାଦପଲି ଅଭିମୁଖେ ନାରାୟଣୀ ରାସ୍ତା ରେ ଯାଉଥିବା ବେଳେ ଲଙ୍ଗଳେଶ୍ୱର ଗ୍ରାମ ର ଫକୀର ବେହେରା, ପବିତ୍ର ବେହେରା ଓ ଯୋଗେନ୍ଦ୍ର ବେହେରା ବାଦପାଲି ପଂଚାୟତ କାମର ସିଂ ଗ୍ରାମ ରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ନାରାୟଣୀ ରାସ୍ତା ରେ ବୁଲେଟ ସହ ପୋଲିସ ପେଟ୍ରୋଲିଙ୍ଗ ଗାଡି ର ଧକ୍କା ହୋଉ ଥିଲା |ଖବର ପାଇଁ ଖଲ୍ଲିକୋଟ ଥାନା ଅଧିକାରୀ  ରମେଶ କୁମାର ପ୍ରଧାନ ଆହାର ମାନଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରିଥିଲେ |ସେଠାରେ ପବିତ୍ର ଓ ଫକୀର ଅବସ୍ଥା ଗୁରୁତର ହେବାରୁ ଏମ କେ ସି ଜି କୁ ସ୍ଥାନାନ୍ତର ହୋଇଥିବା ବେଳେ ପ୍ରାଥମିକ ଚିକିଛା ପରେ ଅନ୍ୟ ଜଣେ ଆହତ ଙ୍କୁ ମେଡିକାଲ ଛଡା ଯାଇଥିବା ପ୍ରକାଶ |ପୋଲିସ ପେଟ୍ରୋଲିଙ୍ଗ ବୋଲେରୋ ର ଗାଡି ର ଡାହାଣ ପଟ ଚକା ସମେତ ଗାଡି ର ଆଗ ଗ୍ଲାସ ଜଖମ ହେବା ସହ ପୋଲିସ ଗାଡି ଚାଳକ ସାମାନ୍ୟ ଆହାର ହୋଇଥିବା ଜଣାପଡିଛି | ( ଫୋଟୋ )

News Comment

You Might Also Like

BACK TO TOP