Breaking News

ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||     

ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା

06-Aug-2026

ସରପଞ୍ଚ  ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା 
୪ଜଣଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଲେ  ଙ୍କ ସ୍ତ୍ରୀ, 
 
ଓଡିଶା ଜନ ମତ ବ୍ୟୁରୋ , 

ଦିନକୁ ଦିନ ସ୍ପଷ୍ଟ ଦିବାଲୋକ ରେ ହତ୍ୟା, କାଣ୍ଡ ଘଟୁଥିଲା ବେଳେ ସେଥିରୁ  ବାଦ ପଡିନି ଆଦିବାସୀ ବହୁଳ ପଶ୍ଚିମ କଳାହାଣ୍ଡି ଜିଲା |  ରାମପୁର ବ୍ଲକ ଡମ୍ବ କରଲାଖୁଣ୍ଟା ପଞ୍ଚାୟତ ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ବାମୀ ତଥା ଭାଜପା ମଣ୍ଡଳ ଉପସଭାପତି ଫକିର ରଣାଙ୍କୁ ବୁଧବାର ରାତିରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଏ ନେଇ ଗୁରୁବାର ସରପଞ୍ଚ ସ୍ନିଗ୍ଧା ରଣା ପୂର୍ବ ଶତ୍ରୁତାକୁୁ କେନ୍ଦ୍ର କରି ୪ଜଣଙ୍କ ନାମରେ ହତ୍ୟା ଅଭିଯୋଗ କରିଛନ୍ତି। ଡ଼ମ୍ବ କରଲାଖୁଣ୍ଟାର ମମତାଜ, ସୁର ସିଂ, ବଳଦେବ ସାହୁ, ନାଏବ ସରାପଞ୍ଚ ମାଥୁ ଆଦିଙ୍କ ନାମରେ ଅଭିଯୋଗ କରିଛନ୍ତି।
ପୋଲିସ ଅଭିଯୋଗକୁ ଭିତ୍ତି କରି ଦୁଇଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି। ଖବର ପାଇ ବୁଧବାର ବିଳମ୍ବିତ ରାତିରେ ଏସ୍‌ପି ନାଗରାଜ ଦେବାରକୁଣ୍ଡା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏପରିକି କେସିଙ୍ଗା ଏସ୍‌ଡିପିଓ ସନ୍ଦୀପ ମାଝୀ ତଦନ୍ତ କରି ଫେରିଛନ୍ତି। ଘଟଣାର ପରେ ମମତାଜ ଫେରାର ଥିବା ଜଣାପଡିଛି। ଅନ୍ୟପକ୍ଷେ ଫକିରଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର କରାଯାଇଛି। ଏନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।
ସୂଚନାଯୋଗ୍ୟ, ବୁଧବାର ରାତିରେ ଫକିର ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ପଜିବାହାଳୀରୁ ମୋହନଗିରି ପୂର୍ତ୍ତ ବିଭାଗ ସଡ଼କ ରାସ୍ତା ପଞ୍ଚାୟତ ଡେଇଁବା ପରେ ଅଭିଯୁକ୍ତମାନେ ଫକିରଙ୍କୁ ଅତିର୍କିତ ଆକ୍ରମଣ କରିଥିଲେ। ପରେ ସେମାନେ ବାଇକ୍‌ ଛାଡି ଫେରାର ହୋଇଯାଇଥିଲେ।
ଫିକରଙ୍କୁ ଧାରୁଆ ଅସ୍ତ୍ରରେ ବେକ, ଛାତି ଏବଂ ପିଠିରେ ଆକ୍ରମଣ ହୋଇଥିବା ଜଣାପଡିଛି। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ମ. ରାମପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପକ୍ଷେ ଗୁରୁବାର ଅପରାହ୍ନରେ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ଏପରିକି ଏସ୍‌ପି, ଏସ୍‌ଡିପିଓଙ୍କ ସମେତ ମ. ରାମପୁର ଆଇଆଇସି ସଂଯୁକ୍ତା ପ୍ରଧାନୀ ଘଟଣାର ତଦନ୍ତ କରି ଫେରାର ଅଭିଯୁକ୍ତଙ୍କୁ ଧରିବା ନେଇ ଛାନ୍‌ଭିନ ଆରମ୍ଭ କରିଛନ୍ତି। ଏପରିକି ପୋଲିସ ସନ୍ଦେହରେ ୪ଜଣଙ୍କ ନାଁରେ ମାମଲା ରୁଜୁ କରିଛି।
ଅଭିଯୁକ୍ତମାନଙ୍କ ସହ ଫକିରଙ୍କ ପୂର୍ବରୁ ଶତ୍ରୁତା ରହିଥିବା ଜଣାପଡିଛି। ଜଳ ଯୋଗାଣ ମେଶିନ ଚୋରି ନେଇ ଫକିର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଚୋରି ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ହତ୍ୟା କାଣ୍ଡ ଫଳରେ ଡ଼ମ୍ବ କରଲାଖୁଣ୍ଟା ନଦୀ ବାଲିଘାଟକୁ ମଧ୍ୟ ସନ୍ଦେହ କରାଯାଇଛି। ସାଧାରଣରେ ମୋହନଗିରି ଗ୍ରାମର ନବୀନ ପ୍ରଧାନ ତାଙ୍କ ସହଯୋଗୀ ମମତାଜ ଫେରାର ହେବା ଘଟଣା ହତ୍ୟାକାଣ୍ଡକୁ ନେଇ ଆହୁରି ଆଲୋଡନ ସୃଷ୍ଟି କରିଛି। ସମସ୍ତ ଦିଗ ପ୍ରତି ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

News Comment

You Might Also Like

BACK TO TOP