Breaking News

କଟକ ବନ ଖଣ୍ଡ ଭିଜିଲାନ୍ସ ଦ୍ଵାରା ସଫା ଗ୍ରାମରେ ଚଢ଼ାଉ କରି ଲକ୍ଷଧିକ ଟଙ୍କାର ମୂଲ୍ୟବାନ କାଠ ଜବତ ||   (09-May-2026)       ||      ଏମ୍ବିକେ ଙ୍କୁ ଚାକିରି ରୁ ଛଟେଇ ପ୍ରତିବାଦ ରେ ଛତ୍ରପୁର ବ୍ଳକ ଆଗରେ ମହିଳାଙ୍କ ଆତ୍ମହତ୍ୟା ଚେତାବନୀ |    (09-May-2026)       ||      ବୁଗୁଡ଼ା ପିପୁଲ୍ସ କଲେଜ ରେ ବିଶ୍ୱ ରେଡ଼ କ୍ରସ ଦିବସ ପାଳିତ |    (09-May-2026)       ||      ସିବିଏସ ପରୀକ୍ଷା ରେ ବ୍ଳକ ଟପ୍ପର ଛାତ୍ରୀ ଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (09-May-2026)       ||      ବସ, ଟ୍ରକ ମୁହାଁମୁହିଁ ଧକ୍କା, 15 ଆହାତ ଜଣେ ମୃତ ||   (09-May-2026)       ||      କୋଦଳା ଥାନା ପକ୍ଷରୁ "ଜୁଭେଣ୍ଟିକା ` କାର୍ଯ୍ୟକ୍ରମ ଅନୁଷ୍ଠିତ |   (09-May-2026)       ||      ପୁରୁଷୋତ୍ତମପୁର ଥାନା ସହ ସାରାରାଜ୍ୟରେ ଉଦଘାଟିତ ହେଲା "ଜୁଭେଣ୍ଟିକା `କାର୍ଯ୍ୟକ୍ରମ!|    (08-May-2026)       ||      ପୋଲସରା ଥାନାରେ " ଜୁଭେଣ୍ଟିନା ` କାର୍ଯ୍ୟକ୍ରମ ଅନୁଷ୍ଠିତ |    (08-May-2026)       ||      ସଡ଼କ ଦୁର୍ଘଟଣା ରେ ମୃତ ପରିବାର ଙ୍କୁ ଚେକ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ |    (08-May-2026)       ||      ପ୍ରଶାସନ ନ ଶୁଣିବାରୁ ଯୁବକ ମାନେ ନିଜେ କାଳୀ ମନ୍ଦିର କୁ ରାସ୍ତା ତିଆରି କଲେ |    (06-May-2026)       ||      ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ||   (06-May-2026)       ||      ଅଟୋ ଧକ୍କାରେ ମୋଟର ସାଇକେଲ ଚାଳକ ମୃତ |    (06-May-2026)       ||      ହିଞ୍ଜିଳି ରେ ଧାରଣା ରତ ମହିଳା ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ସହଶିଶୁଙ୍କୁ ସହାୟତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା |   (06-May-2026)       ||      ପୋଲସରା ବ୍ଳକ ଟପ୍ପର ଙ୍କୁ ଟ୍ର୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (06-May-2026)       ||      କନ୍ଧ ମାଳ ପୋଲିସ ଦ୍ଵାରା 4ମାସ ମଧ୍ୟରେ 68 ଟନ ଗଞ୍ଜେଇ ସହ 38 ଟି ଗାଡି ଓ 104 ଜଣ ଗିରଫ |    (06-May-2026)       ||      ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||      କୋଦଳା ମେଡିକାଲ ସମସ୍ୟା କୁ ନେଇ ସ୍ୱାଭିମାନ ମଞ୍ଚ ପକ୍ଷରୁ ସତ୍ୟ ଗ୍ରହ |    (05-May-2026)       ||      `ମଧୁମେହ ସଚେତନତା ଓ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ `   (05-May-2026)       ||     

ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |

22-Dec-2024

ପିପୁଲ୍ସ ହାଇସ୍କୁଲର ୧୯୯୨ ମ୍ୟାଟ୍ରିକ ବ୍ୟାଚ୍ ଛାତ୍ରଙ୍କ ପ୍ରଥମ ବନ୍ଧୁ ମିଳନ ଉତ୍ସବ ଆନୁଷ୍ଠିତ,

         ଓଡିଶା     ଜନମତ     ବ୍ୟୁରୋ,

ବୁଗୁଡ଼ା: ତା ୨୨/୧୨/୨୪ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲର ୧୯୯୨ ମ୍ୟାଟ୍ରିକ ବ୍ୟାଚ ଛାତ୍ରଙ୍କ ପ୍ରଥମ ବନ୍ଧୁ ମିଳନ ଉତ୍ସବ ବୁଦ୍ଧଖୋଲ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ପ୍ରାକ୍ତନ ଶିକ୍ଷକ ଶଙ୍କର ଦୋରା, ସୁଦର୍ଶନ ପୋଲେଇ, ରାଜେନ୍ଦ୍ର ତ୍ରିପାଠୀ, ବାସୁଦେବ ବେହେରା,ଶରତ ପଟ୍ଟନାୟକ, ନୀଳାଞ୍ଚଳ ପଣ୍ଡା ପ୍ରମୁଖ ଶିକ୍ଷକ ଓ କର୍ମଚାରୀ ଅତିଥି ଭାବେ ଯୋଗଦେଇ ଛାତ୍ରମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ l ଛାତ୍ରମାନେ ଉପଢୌକନ ଓ ସ୍ମୃତି ଫଳକ ପ୍ରଦାନ ପୂର୍ବକ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଏ ଅବସରରେ ପୁରାତନ ଛାତ୍ରମାନଙ୍କୁ ମଧ୍ୟ ସ୍ମୃତି ଫଳକ ପ୍ରଦାନ ପ୍ରଦାନ କରାଯାଇଥିଲା l ସ୍ଥିତଧି ରଥଙ୍କ ପରିଚାଳନା ଓ କୁଞ୍ଜ ବିହାରୀ ପ୍ରଧାନଙ୍କ ଉଦ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଅଜୟ ପାଢ଼ୀ,ବିଷ୍ଣୁ ଚରଣ ସାହୁ,ଦିଲ୍ଲୀପ ଦାଶ,ନାରାୟଣ ଗୌଡ଼,ରାଜକିଶୋର ଦାଶ,ଅନ୍ନଦା ପ୍ରସାଦ ପାଢ଼ୀ, ଅଶୋକ ବାଡତ୍ୟା, ଅଜୟ କୁମାର ପାଢ଼ୀ, ସନ୍ତୋଷ ପ୍ରଧାନ, ପ୍ରଶାନ୍ତ ପାତ୍ର, କିଶୋର ପାତ୍ର, ସନ୍ତୋଷ କୁମାର ଡାକୁଆ, ସୁଧୀର ପାଢ଼ୀ, କୁନା ସ୍ୱାଇଁ, ବିଭୂ ପ୍ରସାଦ ପଣ୍ଡା, ସୀତାଂଶୁ ପଟ୍ଟନାୟକ,ସନ୍ତୋଷ ଡାକୁଆ,ରାମରାଓ ଦୋରା, ଦିଲ୍ଲୀପ ପଟ୍ଟନାୟକ, ଅଜୟ କୁମାର ପାଢ଼ୀ, ଶିବାନନ୍ଦ ପାତ୍ର, ଶଙ୍କର ନାରାୟଣ ସାହୁ,ବିନୋଦ କୁମାର ମିଶ୍ର, ସନ୍ତୋଷ ସାହୁ, ତାରା ପ୍ରସାଦ ସାହୁ,ସାଧୁ ବିଷୋୟୀ,ସୂର୍ଯ୍ୟ ନାରାୟଣ ସୁବୁଦ୍ଧି ପ୍ରମୁଖ ବହୁ ପୁରାତନ ଛାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଭାବର ଆଦାନ ପ୍ରଦାନ କରିବା ସହ ପିଲାବେଳର ସ୍ମୃତି ସାଉଁଟି ଥିଲେ l

News Comment

You Might Also Like

BACK TO TOP