Breaking News

ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||      ଅଦିନିଆ ବର୍ଷାଯୋଗୁଁ ପାଚିଲା ଧାନ ଚାଷ କ୍ଷତିଗ୍ରସ | ଚିନ୍ତାରେ ଚାଷୀ |    (20-Dec-2024)       ||      ଭୁବନେଶ୍ୱର ରେ ଅଙ୍ଗନୱାଡି କର୍ମୀଙ୍କ ବିଭିର୍ଣ୍ଣ ଦାବି ନେଇ ଧାରଣା |    (20-Dec-2024)       ||      ଦୁଈ ଦିନିଆ ଓଡିଶା ଗ୍ରସ୍ତ ରେ ଆସୁଛନ୍ତି ଅମିତଶାହା |    (20-Dec-2024)       ||      ଆସ୍କା ସୂତାକଳ ର ଭାଗ୍ୟ ବଦକି ବକି???   (19-Dec-2024)       ||      ମୌଳିକ ସୁବିଧାରୁ ବଞ୍ଚିତ ମୋହନ ଗୁଡା ଗାଁ ଲୋକେ |    (19-Dec-2024)       ||     

ଜାନୁୟାରୀ ରୁ ବିଜେଡି ର ଲଢେଇ ଯୋର ଦାର ହେବ |

16-Dec-2024

ଜାନୁଆରୀରେ  ରାଜ୍ୟରେ ବିଜେଡି ତରଫରୁ ଜୋରଦାର  ଲଢ଼େଇ ହେବ,

              ଓଡିଶା  ଜନମତ  ବ୍ୟୁରୋ,

ଭୁବନେଶ୍ବର, : ଆନ୍ଧ୍ର ସରକାରଙ୍କ ଦ୍ଵାରା ନିର୍ମାଣାଧୀନ ପୋଲାଭରମ୍ ପ୍ରକଳ୍ପ ଯୋଗୁ ମାଲକାନଗିରି ଜିଲାର ମୋଟୁ ଅଂଚଳର କେତେକ ପଂଚାୟତ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଏହି ପ୍ରକଳ୍ପ ପାଇଁ ହେବାକୁ ଥିବା କ୍ଷତିକୁ ବିରୋଧ କରି ବିଜେଡି ଏକ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ଆସନ୍ତା ଜାନୁଆରୀରୁ ପୋଲାଭରମ୍ ? ବିରୋଧୀ ଆନ୍ଦୋଳନ ଜୋରଦାର ହେବ । ମୋଟୁରୁ ଭୁବନେଶ୍ୱର ଏବଂ ଭୁବନେ ଶ୍ୱରରୁ ଦିଲ୍ଲୀ ଯାଏ ଆନ୍ଦୋଳନ ଜାରି ରହିବ । ପୋଲାଭରମ୍ ? ପ୍ରକଳ୍ପ ହେଲେ, ମାଲକାନଗିରି ଜିଲାର ଶତାଧ୍କ ଗ୍ରାମ ଗ୍ରାମ ସମ୍ପୂର୍ଣ ଜଳମଗ୍ନ | ହେବ ବୋଲି ଆକଳନ କରାଯାଉ ଥିବା ବେଳେ, ବିଜେଡି ମାଲକାନଗିରି  ଜିଲାର ସ୍ୱାର୍ଥରକ୍ଷା ପାଇଁ ସମସ୍ତ ଉଦ୍ୟମ କରିବ । ଦିଲ୍ଲୀରେ ଭେଟିଥିବା ଅଧୂକାରୀ ମାନ ଙ୍କଠାରୁ ଉତର ଆସିବା ପରେ ବିଜେଡି ତା’ରକାର୍ଯ୍ୟକ୍ରମ ସ୍ଥିର କରିବ ବୋଲି ନବୀନ କହି ଛନ୍ତି । ପୋଲାଭରମ୍ ? ପ୍ରକଳ୍ପକୁ ନେଇ ଦିଲ୍ଲୀ ଯାଇଥିବା ପ୍ରତିନିଧୂ ମଣ୍ଡଳୀ ନବୀନଙ୍କୁ ଭେଟି ଭେଟି ସେମାନଙ୍କ ଶନିବାର ନବୀ

ହବାକୁ ଥିବା କ୍ଷତି ସମ୍ପର୍କରେ ଅବଗତ ତ କରାଇଥିବା ବିଜେଡି ପକ୍ଷରୁ କୁହାଯାଇଛି । ବିଜେଡି ସମନ୍ବୟ କମିଟିର ଅଧ୍ଯକ୍ଷ ଦେବୀ ପ୍ରସାଦବିଜୁ ଜନତା ଦଳରିପୋର୍ଟ ପ୍ରଦାନ କରିଛନ୍ତି । ପ୍ରତିନିଧୂ ମଣ୍ଡଳୀ ଦିଲ୍ଲୀ ଯାଇ ସେଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ, ଅଧ୍ୟକ୍ଷ କେନ୍ଦ୍ର ଜଳ କମିଶନ, ଆଦିବାସୀ ବ୍ୟାପାର ବିଭାଗ ସଚିବ, ପରିବେଶ ଓ ଜଙ୍ଗଲ ବିଭାଗର ସଚିବ ଏବଂ ଜାତୀୟ ଜନଜାତି କମିଶନଙ୍କୁ ଭେଟି ପୋଲାଭରମ୍ ? ପ୍ରକଳ୍ପ ହେଲେ ଓଡ଼ିଶାରମିଶ୍ର ଙ୍କ ନେତୃତ୍ବ ଭେଟିଥ‌ିବା ପ୍ରତିନିଧ ତ୍ବରେ ନବୀନଙ୍କୁ ନିଧୂ ମଣ୍ଡଳୀ ରେ ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ, ନିରଞ୍ଜନ ବିଶି, ସୁବାଶିଷ ଙ୍ଖୁଟିଆ, ମିଡିଆ ସଂଯୋଜକ ପ୍ରିୟବ୍ରତ ମାଝୀ, ବିଧାୟକ ମନୋହର ରନ୍ଧାରୀ, ରମେଶ ମାଝୀ, ପ୍ରଦୀପ ମାଝୀ, ମାନସ ମାଡକାମୀ, ଭୃଗୁ ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

News Comment

You Might Also Like

BACK TO TOP