Breaking News

ପୋଲସରା ରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ବୈଦେହୀ ବିଳାସ କାବ୍ୟର ଲୋକାର୍ପଣ |   (10-May-2026)       ||      ସୁନାଥର ଗ୍ରାମରେ ଗ୍ୟାସ ଟାଙ୍କି ଫାଟି 5ଜଣ ଗୁରୁତର , ବ୍ରହ୍ମ ପୁର ବଡ଼ ମେଡିକାଲ କୁ ସ୍ତାନନ୍ତର |    (10-May-2026)       ||      କଟକ ବନ ଖଣ୍ଡ ଭିଜିଲାନ୍ସ ଦ୍ଵାରା ସଫା ଗ୍ରାମରେ ଚଢ଼ାଉ କରି ଲକ୍ଷଧିକ ଟଙ୍କାର ମୂଲ୍ୟବାନ କାଠ ଜବତ ||   (09-May-2026)       ||      ଏମ୍ବିକେ ଙ୍କୁ ଚାକିରି ରୁ ଛଟେଇ ପ୍ରତିବାଦ ରେ ଛତ୍ରପୁର ବ୍ଳକ ଆଗରେ ମହିଳାଙ୍କ ଆତ୍ମହତ୍ୟା ଚେତାବନୀ |    (09-May-2026)       ||      ବୁଗୁଡ଼ା ପିପୁଲ୍ସ କଲେଜ ରେ ବିଶ୍ୱ ରେଡ଼ କ୍ରସ ଦିବସ ପାଳିତ |    (09-May-2026)       ||      ସିବିଏସ ପରୀକ୍ଷା ରେ ବ୍ଳକ ଟପ୍ପର ଛାତ୍ରୀ ଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (09-May-2026)       ||      ବସ, ଟ୍ରକ ମୁହାଁମୁହିଁ ଧକ୍କା, 15 ଆହାତ ଜଣେ ମୃତ ||   (09-May-2026)       ||      କୋଦଳା ଥାନା ପକ୍ଷରୁ "ଜୁଭେଣ୍ଟିକା ` କାର୍ଯ୍ୟକ୍ରମ ଅନୁଷ୍ଠିତ |   (09-May-2026)       ||      ପୁରୁଷୋତ୍ତମପୁର ଥାନା ସହ ସାରାରାଜ୍ୟରେ ଉଦଘାଟିତ ହେଲା "ଜୁଭେଣ୍ଟିକା `କାର୍ଯ୍ୟକ୍ରମ!|    (08-May-2026)       ||      ପୋଲସରା ଥାନାରେ " ଜୁଭେଣ୍ଟିନା ` କାର୍ଯ୍ୟକ୍ରମ ଅନୁଷ୍ଠିତ |    (08-May-2026)       ||      ସଡ଼କ ଦୁର୍ଘଟଣା ରେ ମୃତ ପରିବାର ଙ୍କୁ ଚେକ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ |    (08-May-2026)       ||      ପ୍ରଶାସନ ନ ଶୁଣିବାରୁ ଯୁବକ ମାନେ ନିଜେ କାଳୀ ମନ୍ଦିର କୁ ରାସ୍ତା ତିଆରି କଲେ |    (06-May-2026)       ||      ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ||   (06-May-2026)       ||      ଅଟୋ ଧକ୍କାରେ ମୋଟର ସାଇକେଲ ଚାଳକ ମୃତ |    (06-May-2026)       ||      ହିଞ୍ଜିଳି ରେ ଧାରଣା ରତ ମହିଳା ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ସହଶିଶୁଙ୍କୁ ସହାୟତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା |   (06-May-2026)       ||      ପୋଲସରା ବ୍ଳକ ଟପ୍ପର ଙ୍କୁ ଟ୍ର୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (06-May-2026)       ||      କନ୍ଧ ମାଳ ପୋଲିସ ଦ୍ଵାରା 4ମାସ ମଧ୍ୟରେ 68 ଟନ ଗଞ୍ଜେଇ ସହ 38 ଟି ଗାଡି ଓ 104 ଜଣ ଗିରଫ |    (06-May-2026)       ||      ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||     

ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |

20-Dec-2024

ପୁରୁଷୋତ୍ତମପୁର ବିଜ୍ଞାପିତ   ଅଫିସ କନ ଫେରନ୍ସ ହଲରେ 7ମ  କାଉନ ସିଲ  ମିଟିଙ୍ଗ  ଆରମ୍ଭ ,

              ଓଡିଶା  ଜନମତ  ବ୍ୟୁରୋ ,

ଆଜି ପୁରୁଷୋତ୍ତମପୁର  ବିଜ୍ଞାପିତ  ଅଫିସ କନଫେରନ୍ସହଲରେ  7ମ  କାଉନ ସିଲ ବୈଠକ  ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କ ଅଧକ୍ଷତା ରେ  ଆରମ୍ଭ କରାଯାଇଥିଲା  |    ବୈଠକ ରେ ଏନଏସିର  କାର୍ଯ୍ୟ ନିର୍ବାହୀ ଅଧିକାରୀ  ଗୋବିନ୍ଦ ଦଣ୍ଡ ସେନା , 1 ନଂ କାଉନ ସିଲର  ଭବାନୀ ଶଙ୍କର ନାୟକ,  2ନଂ ଭାସ୍କର ବେହେରା, 3ନଂ କେ ପ୍ରମୋଦ କୁମାର ଆଚାରୀ, 4ନଂ ଅଶୋକ କୁମାର ମହାଙ୍କୁଡ,  5 ନଂ ସୁଜାତା ବେହେରା, 6ନଂ ସୁଦସ୍ନା  ବେହେରା,  7ନଂ ଯମୁନା ବେହେରା,  9ନଂ ଲିଙ୍ଗରାଜ ବେହେରା,  10 ନଂ ଅର୍ଚନା ପଣ୍ଡା, 13 ନଂଗିରିଜା ବେହେରା,  ଙ୍କ ସହିତ ଏନଏସିର  ସବୁ ଲାଇନ ବିଭାଗ ର ଅଧିକାରୀ ମାନେ ଏବଂ ଏନଏସିର ସମସ୍ତ ଯନ୍ତ୍ରୀ ଓ କାର୍ଯ୍ୟକାରୀ  କର୍ମଚାରୀ  ଉପସ୍ଥିତ ରହିଥିଲେ  | ବୈଠକ ଆରମ୍ଭରେ  ଏନଏସିର ନୂତନ ଗୃହ ନିମନ୍ତେ ପ୍ରାଣୀ ବିଭାଗ ଅଫିସ ସାଇଡ ରେ ଥିବା ସରକାରୀ ଜାଗାରେ କରିବା ପାଈଁ  ନିଷ୍ପତି ନିଆଯାଇଥିଲା  |ଏବଂ ଏହାକୁ କାର୍ଯ୍ୟକାରୀ  କରିବାକୁ  ରାଜ୍ୟ ନଗର ଉର୍ନ୍ନୟନ  ବିଭାଗ ମନ୍ତ୍ରୀ ଓ ସଚିବ ଙ୍କୁ ଅନୁରୋଧ କରିବାକୁ ନିଷ୍ପତି ନିଆଗଲା  |   ଏହାସହ  ଗୋପାଳ ବନ୍ଧର ସୌନ୍ଦର୍ଯ୍ୟ  କରଣ  ସହିତ, ଉର୍ନ୍ନତି କରଣ,ପ୍ରତେକ ୱାର୍ଡ ରେ  ଥିବା ଡ୍ରେନେଜ ଗୁଡ଼ିକ ର କ୍ଲିନ  କରିବା ସହିତ  ନୂତନ ଡ୍ରେନେଜ ନିର୍ମାଣ ପାଈଁ ପ୍ରସ୍ତାବ ନିଆଯାଇଥିଲା  |  ଡ୍ରେନେଜ ନିର୍ମାଣ ରେ ସମାନତା ନଥିବାରୁ ଓ ଡ୍ରେନଜ ଗୁଡ଼ିକ ରେ ପ୍ଲେଟ ପଡ଼ିନଥିବାରୁ , ବର୍ତମାନ ମଶା, ଡାଉଁଶ  ବଢିବା ସହିତ ତାର ପାଦୁର୍ଭାବ ରେ  ଲୋକେ ଅତିଷ୍ଟ ହେଉଥିବାର ଅଭିଯୋଗ ସବୁ ୱାର୍ଡ ରୁ ଆସୁଥିବାରୁ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ସେତେବେଳେ ର ଯନ୍ତ୍ରୀ ଙ୍କ ଉପରେ ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିଲେ  |  ବିଶେଷ କରି ପୂର୍ବରୁ ମିଡ଼ିଆ ରେ କାଳୀ ମନ୍ଦିର ଛକରେ ଶୌଚାଳୟ ନଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଥିବାର ଖବର ପ୍ରସାରଣ ହୋଇ ଥିଲା, ଯାହାକୁ ଗୁରୁତର ସହ ବିଚାର କରି ସରକାରୀ ସ୍ଥାନରେ  ଶୌଚାଳୟ ନିର୍ମାଣ ପାଈଁ ନିଷ୍ପତି ମଧ୍ୟ ନିଆ ଯାଇଥିଲା  |  ଏବଂ ଏନଏସିର ବିଭିର୍ଣ୍ଣ ଉର୍ନ୍ନୟନ ମୂଳକ କାର୍ଯ୍ୟ ପାଈଁ  ପାଣ୍ଠି  ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ଅଧକ୍ଷ ସହ ସମସ୍ତ କାଉନ ସିଲର କହିଥିଲେ  | ଏହାସହ ପୂର୍ବରୁ ହୋଇ ଥିବା  ବିଭିର୍ଣ୍ଣ କାମ ଗୁଡ଼ିକ ରେ ଆସୁଥିବା ଅଭିଯୋଗ ଉପରେ ମଧ୍ୟ ତର୍ଜମା କରାଯାଇ  ଯଦି ସେଥିରେ କିଛି ଅସୁବିଧା ହୋଇ ଥିବ ତାଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାପାଇଁ  ସମସ୍ତ କାଉନ ସିଲରମଧ୍ୟ ଏକମତ ହୋଇ ଥିଲେ  |  ଶେଷରେ ତିନିଗୋଟି ସ୍ଥାନରେ ନୂତନ ଶ୍ମଶାନ ନିର୍ମାଣ ପାଈଁ  ମଧ୍ୟ ପ୍ରସ୍ତାବ ରଖାଯାଇଛି  |  ଶେଷରେ ସମସ୍ତଙ୍କ ସହଯୋଗ  ରେ ଆଜିର ବୈଠକ ଶେଷ ହୋଇ ଥିଲା  |ତେବେ ବୈଠକ କୁ ସାମ୍ବାଦିକ ମାନଙ୍କୁ କେଉଁ କାରଣ ପାଈଁ ଡକାଯାଇନାହିଁ ତାହା ଜଣା ପଡ଼ିନଥିବା ବେଳେ ଏହାକୁ ସାମ୍ବାଦିକ ମାନେ  ବିଡମ୍ବନା ର ବିଷୟ  କହିଥିଲେ |

News Comment

You Might Also Like

BACK TO TOP