Breaking News

ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||     

ରାଜ୍ୟ ଯୋଜନା ବୋର୍ଡ ଗଠିତ, ଗଞ୍ଜାମ ଜିଲ୍ଲା ଅଧକ୍ଷ ହେଲେ ପୂର୍ଣ୍ଣ ଚନ୍ଦ୍ର ସେଠୀ |

01-Apr-2026

ଜିଲ୍ଲା ଯୋଜନା ବୋର୍ଡ ନୂତନ ଅଧ୍ଯକ୍ଷଭାବେ ବହୁ ନେତାଙ୍କୁ ନିଯୁକ୍ତି  | 
(ଗଞ୍ଜାମ ଜିଲ୍ଲରୁ ପୂର୍ଣ୍ଣ ଚନ୍ଦ୍ର ସେଠୀ ମନୋନୀତ  |

     ଓଡିଶା ଜନ ମତ ବ୍ୟୁରୋ,

ରାଜ୍ୟରେ ଯୋଜନା ବୋର୍ଡ ର ପୁର୍ନଗଠିତ ହୋଈ ଆଜି ରାଜ୍ୟ ସରକାର ୩୦ ଜିଲ୍ଲାର ଯୋଜନା ବୋର୍ଡ ନିମନ୍ତେ ଅଧ୍ଯକ୍ଷ ଘୋଷଣା କରିଛନ୍ତି । ତାଲିକାରେ ଚାରି ଜଣ ରାଜ୍ୟମନ୍ତ୍ରୀ- ସୁ ରେ ଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ, ପୃଥ୍ବୀରାଜ ହରିଚନ୍ଦନ ଓ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ସାମିଲ କରାଯାଇଛି । ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଅନୁଗୁଳଜିଲ୍ଲା ନିମେନ୍ତ ଅଶୋକ ମହାନ୍ତି, ଲକ୍ଷ୍ମଣ ବାଗ (ବଲାଙ୍ଗୀର), ପଦ୍ମଲୋଚନ ପରିଚ୍ଛା (ବାଲେଶ୍ବର), ଅଶ୍ୱିନୀ କୁମାର ଷଡ଼ଙ୍ଗୀ (ବରଗଡ଼), ସୀତାଂଶୁ ଶେଖର ମହାପାତ୍ର (ଭଦ୍ରକ), କହ୍ନାଇ ଚରଣ ଡାଙ୍ଗ (ବୌଦ୍ଧ), ଛବି ମଲ୍ଲିକ (କଟକ), ରାଜ୍ୟ ରାଜସ୍ଵମନ୍ତ୍ରୀ ସୁରେଶ ପୂଜାରୀ(ଦେଓଗଡ଼, ସୀମାରାଣୀ ନାୟକ (ଢେଙ୍କାନାଳ), ରାଜ୍ୟ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ (ଗଜପତି), ପୂର୍ଣଚନ୍ଦ୍ର ସେଠୀ (ଗଞ୍ଜାମ), ଅମରେନ୍ଦ୍ର ଦାସ (ଜଗତସିଂହପୁର), ଟଙ୍କଧର ତ୍ରିପାଠୀ ( ଝାରସୁଗୁଡ଼ା), ଆକାଶ ଦାଶନାୟକ (ଯାଜପୁର), ସୁଧୀର ରଞ୍ଜନ ପାଟ୍ଟଯୋଶୀ (କଳାହାଣ୍ଡି), ଉମାଚରଣ ମଲ୍ଲିକ (କନ୍ଧମାଳ), ଡ ଦୁର୍ଗାପ୍ରସନ୍ନ ନାୟକ (କେନ୍ଦ୍ରପଡ଼ା), ଡ ଫକୀର ମୋହନ ନାୟକ (କେନ୍ଦୁଝର), ପ୍ରଶାନ୍ତ କୁମାର ଜଗଦେବ (ଖୋର୍ଦ୍ଧା), ରଘୁରାମ ମାଚ୍ଛ (କୋରାପୁଟ), ନରସିଂହ ମାଡକାମୀ ( ମାଲକାନଗିରି), ଭାସ୍କର ମଢ଼େଇ (ମୟୂରଭଞ୍ଜ), ଗୌରୀ ଶଙ୍କର ମାଝି (ନବରଙ୍ଗପୁର), ଦୁଷ୍ମନ୍ନ କୁମାର ସ୍ଵାଇଁ ( ନୟାଗଡ଼), ଜୟ ଢେଲକିଆ (ନୂଆପଡ଼ା), ଓମ୍  ପ୍ରକାଶ ମିଶ୍ର (ପୁରୀ), ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ( ରାୟଗଡା ), ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ( ସମ୍ବଲପୁର), ରଘୁନାଥ ଜଗଦଲା (ସୁବର୍ଣ୍ଣପୁର), ଦୁର୍ଗାଚରଣ ତନ୍ତି (ସୁନ୍ଦରଗଡ଼) । ସୂଚନାଯୋଗ୍ୟ, ୨୦୨୪ ନିର୍ବାଚନ ପରେ ଜୁଲାଇରେ ରାଜ୍ୟ ଯୋଜନାବୋର୍ଡ ଭଙ୍ଗ ହୋଇଥିଲା । ଏହାପରେ ଏହାର ପୁନର୍ଗଠନ ନିମନ୍ତେ ଦାବି ହୋଇ ଆସୁଥିଲା । ପ୍ରାୟ ୨ ବର୍ଷ ପରେ ସମ୍ପ୍ରତି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଯୋଜନାବୋର୍ଡର ପୁନର୍ଗଠନ କରାଯାଇଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଳାର ଅଧକ୍ଷ ପଦ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କୁ ମିଳି ଥିବାରୁପୁରୁଷୋତ୍ତମପୁର ଓ ଖଲ୍ଲିକୋଟ ବ୍ଳକ ଓ ଦୁଇ ଏନଏସି ର ସମସ୍ତ ନେତା କର୍ମୀ ମାନେ ନବ ନିଯୁକ୍ତ ଅଧକ୍ଷ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଛନ୍ତି |

News Comment

You Might Also Like

BACK TO TOP