Breaking News

ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||     

ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |

08-Oct-2026

ପ୍ରତାପପୁର ଆର. ତୁମ୍ବନାଥ ବିଦ୍ୟାପୀଠର ୬୩ତମ ପ୍ରତିଷ୍ଠା ଦିବସ ତଥା ସ୍ୱର୍ଗତ ଆର. ତୁମ୍ବନାଥଙ୍କ ଶ୍ରାଦ୍ଧ ଦିବସ ଅନୁଷ୍ଠିତ | 

ଓଡିଶା ଜନ ମତ, ପୁରୁଷୋତ୍ତମପୁର, ଶୁଭଙ୍କର ଦାଶ:---

ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ହାଣ୍ଡିଘର ପଞ୍ଚାୟତ ଅନ୍ତର୍ଗତ ଦଳସର ଖଣ୍ଡି ଗ୍ରାମରେ ଜନ୍ମିତ ଆର ତୁମ୍ଭନାଥଙ୍କ ପ୍ରଚେଷ୍ଟା ରେ ସବୁ ଦିଗକୁ ବିଚାର କରି ସେତେବେଳେ ହାଇସ୍କୁଲ ନଥିବାରୁ ପ୍ରତାପୁର ଛକରେ ଗୋଟିଏ ହାଇସ୍କୁଲ ନିର୍ମାଣ କରି ଥିଲେ  | ଆଜି ତାହା 63 ବର୍ଷରେ ପଦାର୍ପଣ କରିଛି | ଏଠାରୁ ବହୁତ ଛାତ୍ର, ଛାତ୍ରୀ  ଉତୀର୍ଣ୍ଣ ହୋଈ ବିଭିନ୍ନ  ସରକାରୀ ବେସରକାରୀ ବିଭାଗରେ କାର୍ଯ୍ୟରତ ଓ ଅବସର ନେଇଛନ୍ତି | ଏହି ଅବସରରେ ସ୍ୱର୍ଗତ ତୁମ୍ବନାଥଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ମଞ୍ଚାସିନ ଥିବା ବକ୍ତାମାନେ ମତବ୍ୟକ୍ତ କରିଥିଲେ।  ତେବେ ଏହି ଅବସର ରେଏକ ବୈଠକ ରେ ଏହି ସ୍କୁଲ ର ପ୍ରତିଷ୍ଠାତାଙ୍କ ପରିବାର  ଆରବିଶ୍ୱନାଥ, ଆର ରମଣ ମୂର୍ତ୍ତୀ,ସ୍କୁଲ ରପ୍ରଧାନ ଶିକ୍ଷୟତ୍ରୀ ମିନାକ୍ଷୀ କୁମାରୀ ନାୟକ,ସ୍କୁଲ ସଭାପତି ସନ୍ତୋଷ କୁମାର ମହାପାତ୍ର,ଆତ୍ମାର ଅଧକ୍ଷ ଅରୁଣ କୁମାର ପଣ୍ଡା, ପ୍ରତାପୁର ସରପଞ୍ଚ ଦାଶ ବେହେରା, ବ୍ଳକ ଅଧକ୍ଷା ପ୍ରତିନିଧି ଜଗତ ବନ୍ଧୁ ପଣ୍ଡା, ତାପସ ବେହେରା, ମଞ୍ଚାସିନ ରହି ଥିଲେ |ସେମାନେ ତାଙ୍କର ଅଭିଭାଷଣ ରେ ଏପରି ଜଣେ ଦିବଗନ୍ତ ବ୍ୟକ୍ତିଙ୍କ ଯୋଗୁଁ ଆଜି ଶିକ୍ଷା କ୍ଷେତ୍ର ରେ ବହୁ ଛାତ୍ର ଛାତ୍ରୀ ସଫଳ ହୋଇଥିବା କହିବା ସହିତ ଏହି ସ୍କୁଲ ର ପ୍ରତିଷ୍ଠାତା ଙ୍କ ଉଦେଶ୍ୟରେ ନିରବ ପାର୍ଥନା ସହ ତାଙ୍କର ଏହି ତ୍ୟାଗ, ଓ ଶିକ୍ଷାର ଅଗ୍ରଗତି ପାଇଁ ତାଙ୍କର ଭୁୟସୀ ପ୍ରଶଂସା କରି ଥିଲେ | ଏଥିସହ ତାଙ୍କ ପରିବାର ତରଫରୁ ବିଦ୍ୟାଳୟ ପରିସରରେ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ଭୂମି ପୂଜନ ସମ୍ପନ୍ନ ହୋଇଛି | 
ଏବଂ ଆଜି ଭୂମି ପୂଜନ କାର୍ଯ୍ୟକ୍ରମ ସମସ୍ତ ଅତିଥି ଙ୍କ ସହ ପଣ୍ଡିତ ବଳରାମ ଦାଶ ଙ୍କ ପୌରହିତରେ କରାଯାଇଥିଲା  |ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ସମସ୍ତ ଛାତ୍ର, ଛାତ୍ରୀ ଉପସ୍ଥିତ ଥିଲେ |

News Comment

You Might Also Like

BACK TO TOP