Breaking News

ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||     

17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |

07-Oct-2026

ରାଜ୍ୟ ସ୍ତରୀୟ 17 ବର୍ଷ ରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅଭିଯୋଗ ପରେ ସାମିଲ ହେଲେ କେରଙ୍ଗ ମହାବିଦ୍ୟାଳୟ ର ଛାତ୍ର ଇନ୍ତାଜ ଖାନ  |

ଓଡିଶା ଜନ ମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ :----
ଖୋର୍ଦ୍ଧା 17 ବର୍ଷ ରୁ କମ ଫୁଟବଲ ଖେଳ ରାଜ୍ୟ ଚୟନ  ମଦନପୁର ଫୁଟବଲ ପଡ଼ିଆରେ ହୋଇଥିବା ଅନିୟମିତତା ନେଇ ଖୋର୍ଦ୍ଧା ବ୍ଲକ କେରଙ୍ଗ ମହାବିଦ୍ୟାଳୟ ର ଛାତ୍ର ଇନତାଜ ଖାନ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଅଭିଯୋଗ କରିଥିଲେ l ପରେ ଜିଲ୍ଲା ଶିକ୍ଷା ଅଧିକାରୀ ପିଲାର ଅଭିଯୋଗ କୁ ଗୁରୁତ୍ୱର ସହିତ ନେଇ ତଦନ୍ତ କରିଥିଲେ l ଶେଷରେ ଶିକ୍ଷା ବିଭାଗର ଚିଠି ନମ୍ବର 13730 ତା -5/10/2026  ଅନୁସାରେ କେରଙ୍ଗ ମହାବିଦ୍ୟାଳୟ ର ଇନ୍ତାଜ ଖାନ କୁ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ସାମିଲ ପାଇଁ ଜଣାଇବା ସହିତ ଇନ୍ତାଜ ଖାନ ଆଜି ଖୋର୍ଦ୍ଧା ବିଜେବି ହାଇସ୍କୁଲ ଠାରେ ରାଜ୍ୟ ସ୍ତରୀୟ କ୍ରୀଡା କୁ ଯିବା ପାଇଁ ଆବଶ୍ୟକୀୟ ଦସ୍ତାବିଜ ଦେଇ କୋଚ ଙ୍କ ସହିତ ଦେଖା ହୋଇଛନ୍ତି l ଫଳରେ  କେରଙ୍ଗ ମହାବିଦ୍ୟାଳୟ ରେ ଖୁସିର ମାହୋଲ ଖେଳିଯାଇଛି, ସେହିପରି କେରଙ୍ଗ ଗ୍ରାମବାସୀ  ଓ ଇନ୍ତାଜ ଖାନ ଙ୍କ ପରିବାର ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ,, ସହ ଶିକ୍ଷା ଅଧିକାରୀ ପ୍ରଂଜ୍ଞା ପାରମିତା ଜେନା, ଓ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଦେଇଛନ୍ତି ଏବଂ ରାଜ୍ୟ ସ୍ତରୀୟ ଏହି କ୍ରୀଡାରେ ଖୋର୍ଦ୍ଧା ଜିଲ୍ଲା ର ଟେକ ରଖିବାକୁ ଜଗନ୍ନାଥ ଙ୍କ ପାଖରେ ପ୍ରାଥନା କରିଛନ୍ତି l  ସୂଚନା ଅନୁସାରେ ଖୋର୍ଦ୍ଧା ବ୍ଲକରୁ ଅଣ୍ଡର 17 ବର୍ଷ ଗୋଲକିପରରେ ଚୟନ ହୋଇ ରାଜ୍ୟ ଚୟନକୁ ଇନତାଜ ଖାନ ମନୋନୀତ ହୋଇଥିଲେ l ତେବେ ରାଜ୍ୟସ୍ତରୀୟ  ମନୋନୀତ ଖେଳ ମଦନପୁର ଫୁଟବଲ ପଡ଼ିଆରେ ଏକ ତାରିଖ ରେ ଅନୁଷ୍ଠିତ ହୋଇଥିଲା ବେଳେ  ଇନତାଜ ଖାନ ରାଜ୍ୟସ୍ତରୀୟ ଚୟନରେ କ୍ୱାର୍ଟରଫାଇନାଲରେ ବୋଲଗଡ ବ୍ଲକ ବିପକ୍ଷରେ ଟ୍ରାଇବ୍ରେକର ରେ ୪ ଟି ଗୋଲ ସେଭ କରି ନିଜ ଟିମ କୁ ସେମିଫାଇନାଲରେ ପ୍ରବେଶ କରାଇଥିଲେ , ପୁନଶ୍ଚ ସେମିଫାଇନଲରେ ଭୁବନେଶ୍ବର ବ୍ଲକ ବିପକ୍ଷରେ ଟ୍ରାଇବ୍ରେକ ରେ ରେ ୪ ଟି ଗୋଲ ସେଭ କରି ପୁନଃ ନିଜ ଟିମକୁ ଫାଇନାଲରେ ପ୍ରବେଶ କରାଇ ତାପରେ ଜଟଣୀ ବ୍ଳକ ବିପକ୍ଷରେ ୩ଟି ଗୋଲ ସେଭ କରି ନିଜ ଖୋର୍ଦ୍ଧା ବ୍ଲକ ଟିମ କୁ ଚାମ୍ପିଆନ କରାଇଥିଲେ lକିନ୍ତୁ ଅତି ପରିତାପର ବିଷୟ ଇନତାଜ ଖାନ ଗୋଲ କିପର ରେ ସମୁଦାୟ ୧୧ଟି ବଲ ସେଭ କରିଥବା ବେଳେ  ରାଜ୍ୟସ୍ତରୀୟ ମ୍ୟାଚ ପାଇଁ ତାଙ୍କୁ ଚୟନ କରା ନଯାଇ ଅଲଗା ବ୍ଲକର ଯେଉଁ ଗୋଲକିପର ଖରାପ ପ୍ରଦର୍ଶନ କରି ଅଳ୍ପ ବଲ ସେଭ କରିଥିଲେ ମଧ୍ୟ ତାଙ୍କୁ ରାଜ୍ୟସ୍ତରୀୟ ମ୍ୟାଚ ପାଇଁ ଚୟନ କରାଯାଇଥିଲା ଯାହାକୁ ନେଇ ଇନତାଜ ଖାନ ମଲ୍ଲିପୁର ପଞ୍ଚାୟତ ର କ୍ରୀଡ଼ାବିତ ତଥା ପୂର୍ବତନ ସରପଞ୍ଚ ତଥା ସମାଜସେବୀ ବିଜୟ କୁମାର ଦାସ ଙ୍କ ସହିତ ଯାଇ ଜିଲ୍ଲା ଶିକ୍ଷା ଅଧିକାରୀ ଲିଖିତ ଅଭିଯୋଗ କରି ନ୍ୟାୟ ମାଗିଥିଲେ ।  ତେବେ ଇନ୍ତାଜ ଖାନ କହିଛନ୍ତି ମୁଁ ଯେଉଁ ସଂଘର୍ଷ ସହିତ ରାଜ୍ୟ ସ୍ତର କୁ ଯାଉଛି ସେଠି ମୋର ଲକ୍ଷ୍ୟ  ମୋ ଜିଲ୍ଲା, ମୋ କଲେଜ,ର ଲକ୍ଷ୍ୟ ପୂରଣ କରିବି l ସେଥିପାଇଁ ମୁଁ ଭଗବାନ ଙ୍କ ପାଖରେ ପ୍ରାଥନା କରୁଛି ଆମ ଜିଲ୍ଲା ଟିମ କୁ ସହାୟ ହୁଅନ୍ତୁ l

News Comment

You Might Also Like

BACK TO TOP