Breaking News

କଟକ ବନ ଖଣ୍ଡ ଭିଜିଲାନ୍ସ ଦ୍ଵାରା ସଫା ଗ୍ରାମରେ ଚଢ଼ାଉ କରି ଲକ୍ଷଧିକ ଟଙ୍କାର ମୂଲ୍ୟବାନ କାଠ ଜବତ ||   (09-May-2026)       ||      ଏମ୍ବିକେ ଙ୍କୁ ଚାକିରି ରୁ ଛଟେଇ ପ୍ରତିବାଦ ରେ ଛତ୍ରପୁର ବ୍ଳକ ଆଗରେ ମହିଳାଙ୍କ ଆତ୍ମହତ୍ୟା ଚେତାବନୀ |    (09-May-2026)       ||      ବୁଗୁଡ଼ା ପିପୁଲ୍ସ କଲେଜ ରେ ବିଶ୍ୱ ରେଡ଼ କ୍ରସ ଦିବସ ପାଳିତ |    (09-May-2026)       ||      ସିବିଏସ ପରୀକ୍ଷା ରେ ବ୍ଳକ ଟପ୍ପର ଛାତ୍ରୀ ଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (09-May-2026)       ||      ବସ, ଟ୍ରକ ମୁହାଁମୁହିଁ ଧକ୍କା, 15 ଆହାତ ଜଣେ ମୃତ ||   (09-May-2026)       ||      କୋଦଳା ଥାନା ପକ୍ଷରୁ "ଜୁଭେଣ୍ଟିକା ` କାର୍ଯ୍ୟକ୍ରମ ଅନୁଷ୍ଠିତ |   (09-May-2026)       ||      ପୁରୁଷୋତ୍ତମପୁର ଥାନା ସହ ସାରାରାଜ୍ୟରେ ଉଦଘାଟିତ ହେଲା "ଜୁଭେଣ୍ଟିକା `କାର୍ଯ୍ୟକ୍ରମ!|    (08-May-2026)       ||      ପୋଲସରା ଥାନାରେ " ଜୁଭେଣ୍ଟିନା ` କାର୍ଯ୍ୟକ୍ରମ ଅନୁଷ୍ଠିତ |    (08-May-2026)       ||      ସଡ଼କ ଦୁର୍ଘଟଣା ରେ ମୃତ ପରିବାର ଙ୍କୁ ଚେକ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ |    (08-May-2026)       ||      ପ୍ରଶାସନ ନ ଶୁଣିବାରୁ ଯୁବକ ମାନେ ନିଜେ କାଳୀ ମନ୍ଦିର କୁ ରାସ୍ତା ତିଆରି କଲେ |    (06-May-2026)       ||      ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ||   (06-May-2026)       ||      ଅଟୋ ଧକ୍କାରେ ମୋଟର ସାଇକେଲ ଚାଳକ ମୃତ |    (06-May-2026)       ||      ହିଞ୍ଜିଳି ରେ ଧାରଣା ରତ ମହିଳା ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ସହଶିଶୁଙ୍କୁ ସହାୟତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା |   (06-May-2026)       ||      ପୋଲସରା ବ୍ଳକ ଟପ୍ପର ଙ୍କୁ ଟ୍ର୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (06-May-2026)       ||      କନ୍ଧ ମାଳ ପୋଲିସ ଦ୍ଵାରା 4ମାସ ମଧ୍ୟରେ 68 ଟନ ଗଞ୍ଜେଇ ସହ 38 ଟି ଗାଡି ଓ 104 ଜଣ ଗିରଫ |    (06-May-2026)       ||      ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||      କୋଦଳା ମେଡିକାଲ ସମସ୍ୟା କୁ ନେଇ ସ୍ୱାଭିମାନ ମଞ୍ଚ ପକ୍ଷରୁ ସତ୍ୟ ଗ୍ରହ |    (05-May-2026)       ||      `ମଧୁମେହ ସଚେତନତା ଓ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ `   (05-May-2026)       ||     

ଲଗାଣ ବର୍ଷା ରେ ଚାଷୀ ବେହାଲ |

21-Dec-2024

ଲଗାଣ ବର୍ଷା ସାଜିଲା ଚାଷୀଙ୍କୁ କାଳ,

                       ଓଡିଶା ଜନମତ ବ୍ୟୁରୋ,

କୁକୁଡାଖଣ୍ଡି: କୁକୁଡାଖଣ୍ଡି ଶୁକ୍ରବାର ଦିନ ଠାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ଜନଜୀବନ ଗତରାତିରୁ ବର୍ଷାର ମାତ୍ରା ବଢ଼ିଚାଲିଛି। ଫଳରେ ଧାନ ଓ ପନିପରିବା ଚାଷ କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା ଦେଖା ଦେଇଛି। ଅମଳ ଧାନକୁ ଚାଷୀ ସୁରକ୍ଷିତ ଭାବେ ରଖିବା ପାଇଁ ବହୁ ଚେଷ୍ଟା କଲେ ମଧ୍ୟ ଜମିରେ ରହିଥିବା ପାଚିଲା ଅମଳ ଧାନ ନଷ୍ଟ ହୋଇଛି | ବର୍ଷା ଯୋଗୁଁ କିଛି ବିଲରେ ପାଣି ଜମି ଧାନ ସବୁ ଭିଜି ଯାଇଛି।ଶୁକ୍ରବାର ଓ ଶନିବାର ଦିନତମାମ ଲଗାଣ ବର୍ଷା ଫଳରେ କୁକୁଡାଖଣ୍ଡି ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମ ର ଚାଷ ଜମି ରେ ଥିବା ପାଚିଲା ଧାନ କିଆରିରେ ବର୍ଷା ବିପଦ ସାଜିଛି। ଯାହା ଫଳରେ କଟା ଯାଇଥିବା ଧାନ ଗଛ ସବୁ ପାଣିରେ ବୁଡ଼ି ରହିଥିବା ଦେଖିବାକୁ ମିଳିଛି।ଠିକ୍ ଅମଳ ବେଳକୁ ଅଦିନିଆ ବର୍ଷା ଯୋଗୁଁ ଧାନଫସଲ ସମ୍ପୂର୍ଣ୍ଣ ଉଜୁଡ଼ିବାକୁ ବସିଛି | ବିଲରେ ପାଚିଲା ଧାନ  ଆଗକୁ ଗଜା ହେବ ବୋଲି ଅନୁମାନ କରିଛନ୍ତି ଚାଷୀ | ମାସକ ଭିତରେ ଦୁଇ ଦୁଇ ଥର ଲଗାଣ ବର୍ଷା କୁକୁଡାଖଣ୍ଡି ଚାଷୀଙ୍କ ଅଣ୍ଟାଭାଙ୍ଗି ଦେଇଛି। କୁକୁଡାଖଣ୍ଡି ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମ ରେ ଚଳିତବର୍ଷ ୯୨୨୪ ହେକ୍ଟର ଜମିରେ ଧାନଚାଷ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା୬୦/ ୭୦ ପ୍ରତିଶତ ଧାନକଟା ସରିଛି| ଆହୁରି ଅନେକ ଧାନ ବିଲରେ ପଡ଼ି ରହିଛି। ବ୍ଲକ ର ବିଭିନ୍ନ ସ୍ଥାନରେ କଟା ଯାଇଥିବା ଧାନ ବିଲରେ ରହିଛି। ବର୍ତମାନ କିଛି ପଂଚାୟତ ବୁଲି ଚାଷୀ ଙ୍କ କ୍ଷୟକ୍ଷତି ଅନୁଧ୍ୟାନ କରା ଯାଇଛି ଏବଂ ସରକାର ଙ୍କ ପଦକ୍ଷେପ ଅନୁଯାୟୀ କାର୍ଯ୍ୟ କରାଯିବ ନେଇ ସୂଚନା ଦେଇଛନ୍ତି ବ୍ଲକ କୃଷି ଅଧିକାରୀ ସୁବ୍ରତ କୁମାର ବାରିକ।  କୁକୁଡାଖଣ୍ଡି , ରାମଚନ୍ଦ୍ରପୁର, ବଉଳଝୋଳି, ଜଗଦଲପୁର,ସିହଳା,ବାଘ ଲଟି,ଡେଙ୍ଗାପଦର,ବାଲିପଡା, ଅନନ୍ତେଇ , ଇତ୍ୟାଦି ବିଭିନ୍ନ ଗ୍ରାମ ର ଚାଷ ଜମି ରେ ଫସଲ ବର୍ଷା ପାଣିରେ ପଚି ନଷ୍ଟ ହେବା ସହ ରବି ଚାଷ ପ୍ରଭାବିତ ହେବା ଆଶଙ୍କା ମଧ୍ୟ ବଢ଼ିଛି। ସ୍ଥାନୀୟ ବିଧାୟକ ଚାଷୀ ଙ୍କ କ୍ଷୟକ୍ଷତି ଉପରେ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।

News Comment

You Might Also Like

BACK TO TOP