Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ଖଲ୍ଲିକୋଟ ରେ ଗଞ୍ଜାମ କ୍ରିକେଟ ଲିଗ ସିଜନ ଉଦଘାଟିତ |

07-Dec-2024

ଖଲ୍ଲିକୋଟ ରେ ଗଞ୍ଜାମ କ୍ରିକେଟ ଲିଗ ସିଜନ 1,2024  ଉଦଘାଟିତ |
        ***************************

              ଓଡିଶା  ଜନମତ   ବ୍ୟୁରୋ,

ଖଲ୍ଲିକୋଟ : 6/12 ଶୁକ୍ରବାର ଦିନ ଓଡିଶା କ୍ରିକେଟ ଆସୋସିଏସନ ଙ୍କ ଆନୁକୂଲ୍ୟରେ ଖଲ୍ଲିକୋଟ ସ୍ଥିତ ଆର ସି ଏମ କଲେଜ ପଡିଆ ରେ ଆୟୋଜିତ ଗଞ୍ଜାମ କ୍ରିକେଟ ଲିଗ ସିଜନ 1,2024  କୁ ରାଜ୍ୟ ଖଣି ପରିବହନ ଓ ବାଣିଜ୍ୟ ମନ୍ତ୍ରୀ  ବିଭୁତି ଭୂଷଣ ଜେନା ଅନୁଷ୍ଠାନିକ ଭାବେ ଉଦଘାଟନ କରି  ପ୍ରଥମ କରି ଗଞ୍ଜାମ ର ବ୍ରହ୍ମପୁର ଖଲ୍ଲିକୋଟ କଲେଜ, ଛତ୍ରପୁର ଓ ପାଟପୁର ଓ ଖଲ୍ଲିକୋଟ ଆର ସି ଏମ କଲେଜ କ୍ରିକେଟ ଲିଗ ଅନୁଷ୍ଠିତ ହେଉଛ |ଗଞ୍ଜାମ ଜିଲ୍ଲା ସବୁ ବେଳେ ରାଜ୍ୟ କୁ ଦିଗଦର୍ଶନ ଦେଇ ଆସିଛି |1902 ରେ ଗଞ୍ଜାମ ସମ୍ମିଳନୀ ଓ 1903 ରେ ଗଞ୍ଜାମ କୁ ମଧୁବାବୁ ଓ ଉତ୍କଳମଣୀ ଗୋପବନ୍ଧୁ ଉତ୍କଳ ସମ୍ମିଳନୀ କରି ଓଡିଶା କୁ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାରେ ସହାୟତା କରିଥିଲେ |ବର୍ତମାନ ବିଧାନସଭା ରେ ମନ୍ତ୍ରୀ ମାନେ ଅମ୍ପାୟାର କରୁଥିବା ବେଳେ ବିରୋଧୀ ମାନେ ଲଙ୍ଗ ବଲ ଓ wide ବଲ ପକାଇ ସରକାରୀ ଦଳ କୁ ଆଉଟ କରିବାର ଖେଳ ଚାଲିଛି ବୋଲି ପ୍ରକାଶ କରିଥିଲେ | ଉକ୍ତ  ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ବରିଷ୍ଟ ବିଜେପି ନେତା ଅରୁଣ ପଣ୍ଡା ଗଞ୍ଜାମ କ୍ରିକେଟ ଲିଗ ର ଅଧକ୍ଷ ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି, ବିଜେପି ଘୁମୁସର ଜିଲ୍ଲା ସମ୍ପାଦକ ଅନିଲ ପଣ୍ଡା କୋଦଳା ଏନ ଏ ସି ଅଧକ୍ଷ ସୂର୍ଯ୍ୟନାରାୟଣ ନାୟକ ଗଞ୍ଜାମ କ୍ରିକେଟ ଲିଗ ସମ୍ପାଦକ ଓ କଞ୍ଚଣା ସମିତି ସଭ୍ୟ ଚିତ୍ରସେନ ଘୋଷ, ଗଞ୍ଜାମ କ୍ରିକେଟ ସଂଘ ସମ୍ପାଦକ ଅଶୋକ ସାହୁ, ଅରୁଣ ଖୁଣ୍ଟିଆ ଓ ଖଲ୍ଲିକୋଟ ବି ଡ଼ି ଓ ଦେବାଶିଷ ସାମଲ ଓ ତହସିଲଦାର କେ ମଲେଶ୍ୱର ପାତ୍ର ଓ ଖଲ୍ଲିକୋଟ ଆଇ ଆଇ ସି ରମେଶ କୁମାର ପ୍ରଧାନ ଆର ସି ଏମ କଲେଜ ଅଧକ୍ଷ ସୁରେନ୍ଦ୍ର କୁମାର ସ୍ୱାଇଁ,ଯୁଗ୍ମ ସମ୍ପାଦକ ହେମନ୍ତ କୁମାର ମହାରଣା, କୋଷଧ୍ୟକ୍ଷ୍ୟ ପ୍ରଦୀପ୍ତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ଉକ୍ତ ମ୍ୟାଚ ଆଗାମୀ 15 ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଓଡିଶା ର ଚାରି ରୁ ପାଞ୍ଚ ଜଣ ଅଇ ପି ଏଲ କ୍ରିକେଟ ଖେଳାଳି ଯୋଗ ଦେବା ପାଇଁ ସମ୍ମତି ପ୍ରଦାନ କରିଥିବା ପ୍ରକାଶ |
 
News Comment

You Might Also Like

BACK TO TOP