Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ବାଲିଆ ଗ୍ରାମରେ ଜାଲ ପ୍ରମାଣ ପତ୍ର ଦେଇ ଅଙ୍ଗନୱାଡି ସହାୟିକା ପାଇଁ ଆବେଦନ |

07-Dec-2024

ଅଙ୍ଗନବାଡି ସହାୟିକା ପଦ ପାଇଁ ଜାଲ କାଗଜ ପତ୍ର  ଦେଇ ଆବେଦନ ର ତଦନ୍ତ ପାଇଁ ଗାଁଲୋକଙ୍କ ଅଭିଯୋଗ   |

            ଓଡିଶା   ଜନମତ   ବ୍ୟୁରୋ,

 ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କମାନଳିନକ୍ଷ ପୁର,କେ. ଏନପୁର ପଞ୍ଚା ୟତରେ , ଅଙ୍ଗନୱାଡି ସହା ୟିକା ନିଯୁକ୍ତି ନିମନ୍ତେ  ଅନ୍ୟ ବ୍ଲକର ଜଣେ ଝିଅ ହେଲପର  ପାଇଁ ଆବେଦନ କରିଛନ୍ତି  | ସେ ହେଉଛନ୍ତି ସୁମିତ୍ରା ଦାସ, ପିତା-ଅମରଦାସ,ଗ୍ରାମ– ବେଲୁଗାଁ, ହରିଜନ ସାହି,  ହିଞ୍ଜିଳି ବ୍ଲକ ର ଜଣେ ସ୍ଥାୟୀ ବାସିନ୍ଦା ଅଟନ୍ତି । ଉକ୍ତ ମହିଳା ଜଣକ ଚଞ୍ଚକତା କରି, ଜାଲି ଆତି କାଗଜପତ୍ର କରିବାଲିଆ ଗ୍ରାମପଞ୍ଚାୟତ ଗ୍ରାମର ସ୍ଥାୟୀ ବାସିନ୍ଦା ବୋଲି ଗତ ତା ୨୬.୧୦.୨୦୨୪ ରିଖରେ ତହସିଲ କାର୍ଯ୍ୟାଳୟ ରୁ ଏକ ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର ଯାହାର କେସ ନଂ- E-RES2024/3471268 ହାସଲ କରିଛନ୍ତି । ବାସ୍ତବରେ ସେ ବାଲିଆ ଗ୍ରାମରେ ବିବାହ କରିନାହାନ୍ତି କିମ୍ବା ତାଙ୍କର କୌଣସି ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଓ କୌଣସି ବିବାହ ପ୍ରମାଣ ପତ୍ର ନାହିଁ । କିଛି ମୁଷ୍ଟିମେୟ ଠକ ବ୍ୟକ୍ତିଙ୍କୁ ହାତର କରି ସେ ଉକ୍ତ ସ୍ଥାୟୀ ବାସସ୍ଥାନ ପ୍ରମାଣ ପତ୍ର ଅନ ଲାଇନ ମାଧ୍ୟମରେ ଦର ଖାସ୍ତ ଆବେଦନ କରି ଉକ୍ତ ପ୍ରମାଣ ପତ୍ରଟି ପାଇ ଅଛନ୍ତି । ଉକ୍ତ ପ୍ରମାଣ ପତ୍ର ମାଧ୍ୟମରେ ବାଲିଆ ହରିଜନ ସାହି ଅଙ୍ଗନ ବାଡି ସହାୟିକାପଦବୀନିମନ୍ତେ ଆବେଦନ କରି ସମସ୍ତ ସୁବିଧା ପାଇବା ପାଇଁବ୍ୟବସ୍ଥାକରୁଛନ୍ତି ।ଏଣୁ ଉକ୍ତ ପ୍ରମାଣ ପତ୍ରତିଆରି କରିବାରେ ଯେଉଁ ମଧ୍ୟସ୍ଥି ଜାଲି ଆତି ବ୍ୟକ୍ତିଙ୍କର ସ‌ହ ଯୋଗ ରହିଅଛି ସେମାନଙ୍କ ବିରୁଦ୍ଧ ରେ ଏବଂ ସୁମିତ୍ରା ଦାସ ଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ବୋଲି ସମସ୍ତ ଗ୍ରାମ ବାସୀ  ତହସିଲଦାର,ସିଡିପିଓ ଥାନା ଅଧିକାରୀ ଙ୍କୁ ଅନୁରୋଧ କରିଛନ୍ତି | ସେମାନେ ସହୃଦୟ ତାର ସହ ପ୍ରକୃତ ସତ୍ୟା ସତ୍ୟ ତଦନ୍ତ କରି ଉପରୋକ୍ତ ସ୍ଥାୟୀ ବାସସ୍ଥାନ ପ୍ରମାଣ ପତ୍ରକୁ ରଦ୍ଧ କରିବା ସହ ପ୍ରକୃତ ଦୋସିକୁ ଦଣ୍ଡ ବିଧାନ କରି ଉପଯୁକ୍ତ  ପାର୍ଥୀ ଙ୍କୁ ଚୟନ କରିବାକୁ    ଅନୁରୋଧ କରନ୍ତୁ ବୋଲି କହିଛନ୍ତି  ।

News Comment

You Might Also Like

BACK TO TOP