Breaking News

ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||      ଅଦିନିଆ ବର୍ଷାଯୋଗୁଁ ପାଚିଲା ଧାନ ଚାଷ କ୍ଷତିଗ୍ରସ | ଚିନ୍ତାରେ ଚାଷୀ |    (20-Dec-2024)       ||      ଭୁବନେଶ୍ୱର ରେ ଅଙ୍ଗନୱାଡି କର୍ମୀଙ୍କ ବିଭିର୍ଣ୍ଣ ଦାବି ନେଇ ଧାରଣା |    (20-Dec-2024)       ||      ଦୁଈ ଦିନିଆ ଓଡିଶା ଗ୍ରସ୍ତ ରେ ଆସୁଛନ୍ତି ଅମିତଶାହା |    (20-Dec-2024)       ||     

ଗଞ୍ଜେଇ ଧରି ଯାଉଥିଲା ବେକେ ମାଡି ବସିଲା ଭଞ୍ଜନଗର ପୋଲିସ |

15-Dec-2024

Slug-ଭଞ୍ଜନଗର ପୋଲିସ ର ବଡ ସଫଳତା,

         ଓଡିଶା  ଜନମତ   ବ୍ୟୁରୋ,

ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ଭଞ୍ଜନଗର ଥାନାର ଆଇ ଆଇ ସି କୁମର ମୁଦୁଲି, ଏ ଏସ ଆଇ ସୁଶାନ୍ତ କୁମାର ପଟ୍ଟନାୟକ, ହାବିଲଦାର ଦିଲ୍ଲୀପ କୁମାର ରାଉତ, କନେଷ୍ଟବଳ ସନ୍ତୋଷ ନାୟକ ଏବଂ ଅମିତ ବିଶ୍ୱାଳ ଖାରୀଗୁଡା ଟୁଲ ଗେଟ ପାଖରେ ପେଟ୍ରୋଲିଙ୍ଗ ଏବଂ ଏବଂ ଗାଡି ଚେକକିଂ କରୁଥିବାବେଳେ ଫୁଲବାଣୀ ଆଡୁ ଗୋଟେ ହୁଣ୍ଡାଇ କାର ଯାହାର ନ OD 05 AB 7575 ଆସୁଥିଲା, ପୋଲିସ ଚେକିଙ୍ଗ ଦେଖି ସେ ଗାଡି ହଠାତ ବୁଲାଇ ପୁଣି ଥରେ ଫୁଲବାଣୀ ଆଡେ ପଳାଇ ଯାଉଥିବାବେଳେ ସେହି ଗାଡିକୁ ଗୋଡ଼ାଇ ଧରିବାରେ ସକ୍ଷ୍ୟମ ହେଲେ. ସେହି ଗାଡିକୁ ଯାଞ୍ଚ କରିବାରୁ ଜଣାପଡିଲାକି ସେହି ଗାଡ଼ିରେ ଗଂଜେଇ ଚାଲାଣ କରାଯାଉଥିଲା. ଆଜି ସକାଳ ପ୍ରାୟ ୦୮ ଘଣ୍ଟା ସମୟରେ  ଭଞ୍ଜନଗର ତହସିଲଦାର ଏବଂ ସାକ୍ଷୀ ମାନଙ୍କ ଉପସ୍ଥିତିରେ ଗାଡି ଯାଞ୍ଚ କରିବାପରେ ସେହି ଗାଡିର ଡ଼ିକି ରେ ୫୦କିଲୋଗ୍ରାମ ୯୪୦ ଗ୍ରାମ ଏବଂ ପଛ ସିଟ ରେ ୪୨ କିଲୋଗ୍ରାମ ୪୮୦ ଗ୍ରାମ ଗଂଜେଇ ବାହାରିଲା. ସେହି ଗଂଜେଇ ସହିତ ଗାଡିକୁ ଅଜୟ ଦିଗାଲ ପିତା  କିରଟି ଦିଗIଲ ଗ୍ରାମ ଏଫ ସି ଆଇ ଛକ ଫୁଲବାଣୀ ଜିଲ୍ଲା କନ୍ଧମାଳ ଏବଂ ପ୍ରମୋଦ କୁମାର ବେହେରା ପିତା   ଗ୍ରାମ ପେଞ୍ଜିସାହି, ଫୁଲବାଣୀ ଙ୍କ ଠାରୁ ଜବତ କରାଗଲା . ସେମାନେ ସେ ଗଞ୍ଜେଇକୁ ସାରଙ୍ଗଡ଼ ରୁ ଆଣି ବ୍ରହ୍ମପୁର ନେଉଥିଲେ. ଏ ସଂକ୍ରାନ୍ତରେ ଭଞ୍ଜନଗର ଥାନା କେଶ ନ  ୧୨୧୨/୨୪ ପଞ୍ଜିକୃତ ହୋଇ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି
ଭଞ୍ଜନଗର ରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ

News Comment

You Might Also Like

BACK TO TOP