Breaking News

ଘିମିରି ସଚେତନତା ଓ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ |   (11-May-2026)       ||      ପୋଲସରା ରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ବୈଦେହୀ ବିଳାସ କାବ୍ୟର ଲୋକାର୍ପଣ |   (10-May-2026)       ||      ସୁନାଥର ଗ୍ରାମରେ ଗ୍ୟାସ ଟାଙ୍କି ଫାଟି 5ଜଣ ଗୁରୁତର , ବ୍ରହ୍ମ ପୁର ବଡ଼ ମେଡିକାଲ କୁ ସ୍ତାନନ୍ତର |    (10-May-2026)       ||      କଟକ ବନ ଖଣ୍ଡ ଭିଜିଲାନ୍ସ ଦ୍ଵାରା ସଫା ଗ୍ରାମରେ ଚଢ଼ାଉ କରି ଲକ୍ଷଧିକ ଟଙ୍କାର ମୂଲ୍ୟବାନ କାଠ ଜବତ ||   (09-May-2026)       ||      ଏମ୍ବିକେ ଙ୍କୁ ଚାକିରି ରୁ ଛଟେଇ ପ୍ରତିବାଦ ରେ ଛତ୍ରପୁର ବ୍ଳକ ଆଗରେ ମହିଳାଙ୍କ ଆତ୍ମହତ୍ୟା ଚେତାବନୀ |    (09-May-2026)       ||      ବୁଗୁଡ଼ା ପିପୁଲ୍ସ କଲେଜ ରେ ବିଶ୍ୱ ରେଡ଼ କ୍ରସ ଦିବସ ପାଳିତ |    (09-May-2026)       ||      ସିବିଏସ ପରୀକ୍ଷା ରେ ବ୍ଳକ ଟପ୍ପର ଛାତ୍ରୀ ଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (09-May-2026)       ||      ବସ, ଟ୍ରକ ମୁହାଁମୁହିଁ ଧକ୍କା, 15 ଆହାତ ଜଣେ ମୃତ ||   (09-May-2026)       ||      କୋଦଳା ଥାନା ପକ୍ଷରୁ "ଜୁଭେଣ୍ଟିକା ` କାର୍ଯ୍ୟକ୍ରମ ଅନୁଷ୍ଠିତ |   (09-May-2026)       ||      ପୁରୁଷୋତ୍ତମପୁର ଥାନା ସହ ସାରାରାଜ୍ୟରେ ଉଦଘାଟିତ ହେଲା "ଜୁଭେଣ୍ଟିକା `କାର୍ଯ୍ୟକ୍ରମ!|    (08-May-2026)       ||      ପୋଲସରା ଥାନାରେ " ଜୁଭେଣ୍ଟିନା ` କାର୍ଯ୍ୟକ୍ରମ ଅନୁଷ୍ଠିତ |    (08-May-2026)       ||      ସଡ଼କ ଦୁର୍ଘଟଣା ରେ ମୃତ ପରିବାର ଙ୍କୁ ଚେକ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ |    (08-May-2026)       ||      ପ୍ରଶାସନ ନ ଶୁଣିବାରୁ ଯୁବକ ମାନେ ନିଜେ କାଳୀ ମନ୍ଦିର କୁ ରାସ୍ତା ତିଆରି କଲେ |    (06-May-2026)       ||      ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ||   (06-May-2026)       ||      ଅଟୋ ଧକ୍କାରେ ମୋଟର ସାଇକେଲ ଚାଳକ ମୃତ |    (06-May-2026)       ||      ହିଞ୍ଜିଳି ରେ ଧାରଣା ରତ ମହିଳା ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ସହଶିଶୁଙ୍କୁ ସହାୟତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା |   (06-May-2026)       ||      ପୋଲସରା ବ୍ଳକ ଟପ୍ପର ଙ୍କୁ ଟ୍ର୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (06-May-2026)       ||      କନ୍ଧ ମାଳ ପୋଲିସ ଦ୍ଵାରା 4ମାସ ମଧ୍ୟରେ 68 ଟନ ଗଞ୍ଜେଇ ସହ 38 ଟି ଗାଡି ଓ 104 ଜଣ ଗିରଫ |    (06-May-2026)       ||      ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||     

ଜଗଦଳପୁର ରେ 1140 ବେଆଇନ ଦେଶୀ ମଦ ଓ ପାଉଚ ଜବତ ସହ 6ଜଣ ଗିରଫ,|

19-Dec-2024

ଜଗଦଳପୁରରେ୧୧୪୦ଲିଟର ବେଆଇନ ଦେଶୀ ମଦ ଏବଂ ପାଉଚ ଜବତ ୬ଗିରଫ,

         ଓଡିଶା   ଜନମତ  ବ୍ୟୁରୋ, 

କୁକୁଡାଖଣ୍ଡି ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଳପୁର ପଡିଆ ସାହି ନିକଟରେ ଦୈନିକ ମଦ ବିକ୍ରି ଚାଲିଥିବା ବେଳେ ଅବକାରୀ ଗୁଇନ୍ଦା ପୁଲିସ ପକ୍ଷରୁ ମଦ ବନ୍ଦ କାର୍ଯ୍ୟକ୍ରମ ସଫଳ ହୋଇଛି ଏହି ଅଞ୍ଚଳ ରେ ଚୋରା ମଦ ପାନ କରି ବହୁ ଲୋକଙ୍କ ସ୍ୱାସ୍ଥ୍ୟ ହାନି ହେଉଥିବା ଆଶଙ୍କା କରାଯାଉଛି l ପୁଲିସର ନଜର ଆଡୁଆଳରେ କିଛି ଅସାଧୁ ବ୍ୟକ୍ତି ଆଦିବାସୀ ଅଦ୍ୟୁଷିତ ଅଞ୍ଚଳ ରୁ ପ୍ରଚୁର ନିଶା ଯୁକ୍ତ ରନ୍ଧା ମଦ ପୋଛା କୁ ବେଆଇନ ଭାବେ ମଦ ଆଣି ଜଗଦଳପୁର ହରିଜନ ସାହି ରେ ଦେଉଥିବା ବେଳେ ଉକ୍ତ ଅଞ୍ଚଳ  ବାବୁଲି ଦାସ ଏବଂ ବୁଲୁ ଦାସ ଏହି ମଦ କୁ ପାଉଚ କରି ବିକ୍ରି କରି ବହୁ ଲାଭବାନ ହେଉଥିବା ବେଳେ ଏଥିରେ ବହୁ ଲୋକ ବେଆଇନ ମଦ ଆଡ଼କୁ ମୁହାଁଇ ଦିନ ଦ୍ବିପ୍ରହର ରେ ପାନ କରି ନିଶା ଶକ୍ତ ହୋଇ ନିଜ ସ୍ୱାସ୍ଥ୍ୟର ହାନି ଘଟାଇଚାଲିଥିଲେ l କୌଣସି ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗ ର କିଛି ଅଧିକାରୀ ଘଟଣାସ୍ଥଳ ରେ ପହଂଚି ୧୧୪୦ ଲିଟର ମଦ ଏବଂ ପାଉଚ ଜବତ କରି ଘଟଣାରେ ଜଡିତ ଥିବା ୬ ଜଣ ଅଭିଯୁକ୍ତ ନିରଞ୍ଜନ ରେଡ୍ଡୀ, ପି.ଗଣେଶ ରେଡ୍ଡୀ, ଆର.ରଘୁନାଥ ରେଡ୍ଡୀ, ବାବୁଲିଦାସ, କବିତା ଦାସ ଏବଂ ବୁଲୁ ଦାସଙ୍କୁ ଗିରଫ କରି ତାଙ୍କ ନିକଟରୁ ଏକ ଓଡି ୦୭ ଏଆର ୮୬୦୦ସ୍କୁଟି ସହ ଏକ ମୋବାଇଲ ଫୋନ ଜବତ କରି ୪୬୩/୨୪ ମାମଲା ରୁଜୁ କରି କୋର୍ଟ ସ୍ଥାନାଂତର କରିଛି l

News Comment

You Might Also Like

BACK TO TOP