Breaking News

ଘିମିରି ସଚେତନତା ଓ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ |   (11-May-2026)       ||      ପୋଲସରା ରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ବୈଦେହୀ ବିଳାସ କାବ୍ୟର ଲୋକାର୍ପଣ |   (10-May-2026)       ||      ସୁନାଥର ଗ୍ରାମରେ ଗ୍ୟାସ ଟାଙ୍କି ଫାଟି 5ଜଣ ଗୁରୁତର , ବ୍ରହ୍ମ ପୁର ବଡ଼ ମେଡିକାଲ କୁ ସ୍ତାନନ୍ତର |    (10-May-2026)       ||      କଟକ ବନ ଖଣ୍ଡ ଭିଜିଲାନ୍ସ ଦ୍ଵାରା ସଫା ଗ୍ରାମରେ ଚଢ଼ାଉ କରି ଲକ୍ଷଧିକ ଟଙ୍କାର ମୂଲ୍ୟବାନ କାଠ ଜବତ ||   (09-May-2026)       ||      ଏମ୍ବିକେ ଙ୍କୁ ଚାକିରି ରୁ ଛଟେଇ ପ୍ରତିବାଦ ରେ ଛତ୍ରପୁର ବ୍ଳକ ଆଗରେ ମହିଳାଙ୍କ ଆତ୍ମହତ୍ୟା ଚେତାବନୀ |    (09-May-2026)       ||      ବୁଗୁଡ଼ା ପିପୁଲ୍ସ କଲେଜ ରେ ବିଶ୍ୱ ରେଡ଼ କ୍ରସ ଦିବସ ପାଳିତ |    (09-May-2026)       ||      ସିବିଏସ ପରୀକ୍ଷା ରେ ବ୍ଳକ ଟପ୍ପର ଛାତ୍ରୀ ଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (09-May-2026)       ||      ବସ, ଟ୍ରକ ମୁହାଁମୁହିଁ ଧକ୍କା, 15 ଆହାତ ଜଣେ ମୃତ ||   (09-May-2026)       ||      କୋଦଳା ଥାନା ପକ୍ଷରୁ "ଜୁଭେଣ୍ଟିକା ` କାର୍ଯ୍ୟକ୍ରମ ଅନୁଷ୍ଠିତ |   (09-May-2026)       ||      ପୁରୁଷୋତ୍ତମପୁର ଥାନା ସହ ସାରାରାଜ୍ୟରେ ଉଦଘାଟିତ ହେଲା "ଜୁଭେଣ୍ଟିକା `କାର୍ଯ୍ୟକ୍ରମ!|    (08-May-2026)       ||      ପୋଲସରା ଥାନାରେ " ଜୁଭେଣ୍ଟିନା ` କାର୍ଯ୍ୟକ୍ରମ ଅନୁଷ୍ଠିତ |    (08-May-2026)       ||      ସଡ଼କ ଦୁର୍ଘଟଣା ରେ ମୃତ ପରିବାର ଙ୍କୁ ଚେକ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ |    (08-May-2026)       ||      ପ୍ରଶାସନ ନ ଶୁଣିବାରୁ ଯୁବକ ମାନେ ନିଜେ କାଳୀ ମନ୍ଦିର କୁ ରାସ୍ତା ତିଆରି କଲେ |    (06-May-2026)       ||      ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ||   (06-May-2026)       ||      ଅଟୋ ଧକ୍କାରେ ମୋଟର ସାଇକେଲ ଚାଳକ ମୃତ |    (06-May-2026)       ||      ହିଞ୍ଜିଳି ରେ ଧାରଣା ରତ ମହିଳା ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ସହଶିଶୁଙ୍କୁ ସହାୟତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା |   (06-May-2026)       ||      ପୋଲସରା ବ୍ଳକ ଟପ୍ପର ଙ୍କୁ ଟ୍ର୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (06-May-2026)       ||      କନ୍ଧ ମାଳ ପୋଲିସ ଦ୍ଵାରା 4ମାସ ମଧ୍ୟରେ 68 ଟନ ଗଞ୍ଜେଇ ସହ 38 ଟି ଗାଡି ଓ 104 ଜଣ ଗିରଫ |    (06-May-2026)       ||      ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||     

ଜାତୀୟ ସ୍ତରୀୟ ବକ୍ସିଙ୍ଗ ଚାମ୍ପିୟାନ ରୁ ଫେରିଲେ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର, ଛାତ୍ରୀ |

19-Dec-2024

ଜାତୀୟ ସ୍ତରୀୟ ବକ୍ସିଙ୍ଗ ଚମ୍ପିୟାନରୁ ଫେରିଲେ ଓଡିଶା ଆଦର୍ଶ ବିଦ୍ୟାଳୟଛାତ୍ରଛାତ୍ରୀ ,

         ଓଡିଶା   ଜନମତ   ବ୍ୟୁରୋ,

କୁକୁଡାଖଣ୍ଡି :ଚଳିତବର୍ଷ ସିବିଏସି ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ରାଜ୍ୟ ଓ ଜାତୀୟ ସ୍ତରୀୟ ବକ୍ସଇଂ ଚମ୍ପିୟାନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ରାଜ୍ୟ ସ୍ତରୀୟ ବକ୍ସଇଂ ଚମ୍ପିୟାନ ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଇଣ୍ଡୋର ଷ୍ଟାଡିଅମ ପରିସରରେ ନଭେମ୍ବର ଶେଷ ପର୍ଯ୍ୟାୟ ରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବ୍ରହ୍ମପୁର ଉପକଣ୍ଠ କୁସୁମୀ ଆଦର୍ଶ ବିଦ୍ୟାଳୟର ୪ ଛାତ୍ରଛାତ୍ରୀ ଭାଗନେଇ କୃତକାର୍ଯ୍ୟ ହାସଲ କରି ଜାତୀୟ ସ୍ତରୀୟ ବକ୍ସଇଂ ଚମ୍ପିୟାନରେ ଭାଗନେଇଥିଲେ l ଦିଲ୍ଲୀ ରାଜୀବ ଗାନ୍ଧୀ ଇଣ୍ଡୋର ଷ୍ଟାଡିଅମ ପରିସରରେ ଦିଲ୍ଲୀ ବକ୍ସଇଂ ଚମ୍ପିୟାନ ଛାତ୍ରୀ ଦଳ ସହ କୁସୁମୀ ଆଦର୍ଶ ବିଦ୍ୟାଳୟର ଛାତ୍ରୀଙ୍କ ମଧ୍ୟରେ ବଡ଼ ମୁକାବିଲାର ସହ ଲଢେଇ କରିଥିଲେ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ବିଶାକା ପ୍ରଧାନ, ପି.ନନ୍ଦୀନି, ଅଙ୍କିତା ପଣ୍ଡା ଏବଂ ଛାତ୍ର ଦଳରେ ଅଂଶୁମାନ ସାମଲ ଏହି ଛାତ୍ରଛାତ୍ରୀ ମାନେ ରାଜ୍ୟ ସ୍ତରୀୟ ରୁ ବିଜୟୀ ହୋଇ ଜାତୀୟ ସ୍ତରରେ ମନନିତ୍ବ ହୋଇଥିଲେ ଜାତୀୟ ଦଳ ସହ ଅଳ୍ପକେ ପରାଜୟ ବରଣ କରିଥିବା ଛାତ୍ରଛାତ୍ରୀ ଗତଦିନ ରେ ଦିଲ୍ଲୀ ରୁ ବ୍ରହ୍ମପୁର ପହଂଚିବା ପରେ କହିଛନ୍ତି କିନ୍ତୁ ପରାସ୍ତ ରୁ ବିଜୟ ହେବା କୁ ପ୍ରଚେଷ୍ଟା ଜାରିରଖି ପୁନଃ ଜାତୀୟ ସ୍ତରୀୟ ବକ୍ସଇଂ ପ୍ରତିଯୋଗିତାରେ ଭାଗନେଇ ବିଜୟ ହାସଲ କରିବା ଲକ୍ଷ୍ୟ ସଫଳ କରିବା ଜିଦ ରଖିଛନ୍ତି ଓଡିଶା ବକ୍ସଇଂ ଛାତ୍ରୀ ଗୋଷ୍ଠୀ ପରାସ୍ତ ହୋଇଥିଲେ ମଧ୍ୟ ନିଜକୁ ପଛଗୁଞ୍ଚା କରିବେ ନାହିଁ ବୋଲି ପ୍ରତିଜ୍ଞା ଜାରିରଖିଛନ୍ତି l ରାଜ୍ୟ ସ୍ତରୀୟ ରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଶାକା ପ୍ରଧାନ ପୁନଃ ଦିଲ୍ଲୀ ଦଳ ସହ ପରବର୍ତୀ ସମୟରେ ବକ୍ସଇଂ ପ୍ରତିଯୋଗିତା ରେ ସୁଯୋଗ ମିଳେ ତାହେଲେ ବିଜୟ ହାସଲ କରିବା କୁ ହାତଛଡା କରିବେ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି l ଏଭଳି ଜାତୀୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ ରେ ଭାଗନେଇଥିବା ରୁ ଅଭିଭାବକ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମହଲ ରୁ ବେଶ ଖୁସି ବ୍ୟକ୍ତ ହୋଇଥିବା ବେଳେ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ l ଏବଂ ପରବର୍ତୀ ପ୍ରତିଯୋଗିତା ରେ ବିଜୟ ହାସଲ କରିବା କୁ ଛାତ୍ରଛାତ୍ରୀଙ୍କୁ ଦମ୍ବକ୍ତି ଦେଖାଇଥିଲେ l

News Comment

You Might Also Like

BACK TO TOP