Breaking News

ଗଜପତି ଜିଲ୍ଲା ନୁଆଁ ଗଡ଼ ପଞ୍ଚାୟତ ରେ ଜିଲ୍ଲପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (10-Aug-2026)       ||      ଜଣେ ମହିଳା ତାଙ୍କ ଲମ୍ବା କେଶ ପାଇଁ ଗିନିଜ ବୁକ ଅଫ ରେକର୍ଡ କରିଛନ୍ତି |   (10-Aug-2026)       ||      ଦ୍ୱତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ ||   (10-Aug-2026)       ||      ଖଲ୍ଲିକୋଟ ରେ ପାଚିକା, ସହାୟିକା ଙ୍କ ତାଲିମ ଶିବିର ଆୟୋଜିତ |   (10-Aug-2026)       ||      ପୂର୍ବତନ ରାଷ୍ଟ୍ରପତି ଭି ଭି ଗିରି ଙ୍କ 132ତମ ଜୟନ୍ତୀ ପାଳିତ |    (10-Aug-2026)       ||      ବାଲିଗୁଡା ବ୍ଲକ ଓଏହାର ସମସ୍ତ ଶୈବ ପୀଠରେ ଶ୍ରାବଣ ଦ୍ୱତୀୟ ସୋମବାର ରେ ଜଳାଭିଷେକ,|   (10-Aug-2026)       ||      ସାପ କାମୁଡା ରେ ଦୁଇ ମାସ ଶିଶୁ ମୃତ, ବାପା ଗୁରୁତର |    (10-Aug-2026)       ||      ଲକ୍ଷାଧିକ ଟଙ୍କା, ସୁନା ଓ ଅନ୍ୟନ୍ୟ ସାମଗ୍ରୀ କୁ କେସିଙ୍ଗା ର ଏକ ଘରୁ ଚୋରି କଲେ ଚୋର |    (10-Aug-2026)       ||      ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||     

ଷୋଳଘର ସମିତି ସଭ୍ୟ ଙ୍କ 49 ତମ ଜନ୍ମ ଦିନରେ କ୍ରିକେଟ ଟୁନାମେଣ୍ଟ ଉଦଘାଟିତ |

23-Jan-2026

ଷୋଳଘର ସମିତି ସଭ୍ୟଙ୍କ 49 ତମ ଜନ୍ମ ଦିନରେ କ୍ରିକେଟ ଟୁନା ମେଣ୍ଟ କାର୍ଯ୍ୟକ୍ରମ, 

     ଓଡିଶା ଜନ ମତ ବ୍ୟୁରୋ 

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକଅନ୍ତର୍ଗତ ଷୋଳଘର ପଞ୍ଚାୟତର ସମିତି ସଭ୍ୟ ପ୍ରମୋଦ ମହାନ୍ତିଙ୍କ ୪୯ତମ ଜନ୍ମ ଦିନ ଉପଲକ୍ଷେ ଆୟୋଜିତ ହୋଇଛି କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରମୋଦ ମହାନ୍ତି ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଥିଲେ । ଷୋଳଘର ବେଙ୍ଗିଲି ପଡିଆ ଠାରେ  ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା| ଏହି ଟୁର୍ଣ୍ଣାମେଣ୍ଟରେ ଗଞ୍ଜାମ ଜିଲ୍ଲାର ୮ଟି ଦଳ ଭାଗ ନେଇଛନ୍ତି । ଆଜି ଗୋଟିଏ ଦିନରେ ହିଁ ସମସ୍ତ ଦଳର ମ୍ୟାଚ ଶେଷ ହେବା ପରେ ବିଜୟା ଟିମ ଓ ରନର୍ ଟିମଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଏଭଳି କ୍ରିକେଟ ମ୍ୟାଚ ହେବା ଦ୍ବାରା ବିଭିନ୍ନ ଗାଁ,ଗାଁ ମଧ୍ୟରେ ଭାଇଚାରା ବୃଦ୍ଧି ହେବ ବୋଲି ଆଶା ରଖାଯାଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ଷୋଳଘର ପଞ୍ଚାୟତର ଯୁବକ ମାନେ ପରିଚାଳନା କରିଥିଲେ ।
ଯଦି ପ୍ରତେକ ବ୍ୟକ୍ତି ବିଶେଷ ଏହି ପ୍ରମୋଦ ମହାନ୍ତି ଙ୍କ ପରି  ଯେ କୌଣସି କାର୍ଯ୍ୟ ରେ କ୍ରୀଡା କୁ ପ୍ରୋତ୍ସାହନ କଲେ କ୍ରୀଡାର ବିକାଶ ହେବା ସହ କ୍ରୀଡ଼ାବିତ ମାନେ ଆଗକୁ ବଢ଼ି ପାରିବ  ବୋଲି କ୍ରୀଡା ବିତ ମାନେ ମତ ଦେଇଛନ୍ତି |

News Comment

You Might Also Like

BACK TO TOP