Breaking News

ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||     

ପୋଲିସ ଓକିଲଙ୍କ ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମେଚ ଅନୁଷ୍ଠିତ |

01-Feb-2026

ପୋଲିସ ଓ ଓକିଲଙ୍କ ମଧ୍ୟରେ ବନ୍ଧୁତ୍ୱ ପୁର୍ଣ କ୍ରିକେଟ ମେଚ ଅନୁଷ୍ଠିତ,

ଓଡିଶ ଜନ ମତ, ବେଗୁନିଆପଡା,ସୂର୍ଯ୍ୟ ନାରାୟଣ ବଡୁ :-

ରବିବାର କୋଦଳା ଡାକବଙ୍ଗଳା ପଡିଆ ଠାରେ କୋଦଳା ବାର ଆସୋସିଏସନ ଆନୁକୂଲ୍ୟରେ କୋଦଳା ପୋଲିସ ଓ ପ୍ରିଜନ ଏବଂ ବାର ଓ ବେଞ୍ଚ ମଧ୍ୟରେ ଏକ ବନ୍ଧୁତ୍ୱପୁର୍ଣ କ୍ରିକେଟ ଟୁର୍ଣାମେଣ୍ଟ ଆୟୋଜିତ ହୋଇଯାଇଛି! ବାର ଓ ବେଞ୍ଚ ପକ୍ଷରୁ କୋଦଳା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ବିଶ୍ୱରଞ୍ଜନ ବେହେରା ଅଧିନାୟକ ଦାଇତ୍ୱ ନେଇଥିବା ବେଳେ ପୋଲିସ ଓ ପ୍ରିଜନ ପକ୍ଷ ରୁ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ଙ୍କ ତତ୍ୱାବଧାନ ରେ ସବଜେଲର ମନୋଜ କୁମାର ସୁତାର ଅଧିନାୟକ ଦାଇତ୍ୱ ରେ ଥିଲେ ! 15 ଓଭର ବିଶିଷ୍ଠ ମେଚ ର ପୋଲିସ ବାହିନୀ ଟସ ୍ବୀନ ହୋଇ ପ୍ରଥମେ ବେଟିଂ କରି ନିର୍ଦ୍ଧାରିତ ଓଭର ରେ ଆଠ ୍ୱିକେଟ ହରାଇ 210 ରନ କରିଥିବା ବେଳେ ବାର ଓ ବେଞ୍ଚ ଅଧିନାୟକ 211 ରନ ର ପିଛାକରୀ 7 ୍ୱିକେଟ ବିନିମୟ ରେ ମାତ୍ର 167 ରନ କରିବାରେ ସକ୍ଷମ ହୋଇଥିଲେ  !ଫଳରେ ପୋଲିସ ଓ ପ୍ରିଜନ ଟିମ ବିଜେତା ଘୋଷଣା ହୋଇଥିଲେ !ଉକ୍ତ ମେଚ ରେ ଗୁରୁ ପଣ୍ଡିତ ମେନ ଅଫ ଦା ମେଚ ଘୋଷିତ ହୋଇଥିବା ବେଳେ ଵେଷ୍ଟ ବେଟସମେନ ଭାବେ ଏଡିଯେ ବିଚାରପତି ବିଶ୍ଵ ରଞ୍ଜନ ବେହେରା, ଵେଷ୍ଟ ସିକ୍ସର ସାଲୁ ସାଇ ଏବଂ ଵେଷ୍ଟ ବୋଲର ବାମଦେବ ପଣ୍ଡା ଘୋଷିତ ହୋଇ ପୁରସ୍କାର ପ୍ରାପ୍ତ କରିଥିଲେ ! ସେହିପରି ପୋଲିସ  ଦଳ କୁ ବିଜେତାକପ ଓ ରନର ବାର ଦଳଙ୍କୁ ରନର କପ ପ୍ରଦାନ କରାଯାଇଥିଲା ! ମେଚ ପରିଚାଳନା ସହିତ ମୁଖ୍ୟ ଅତିଥି ଭାବେ କୋଦଳା ଯେଏମଏଫସି ବିଚାରପତି ଶୋଭନ କୁମାର ପଣ୍ଡା,ପୋଲସରା ଯେ ଏମ ଏଫ ସି ଅଭିନାଶ ନାଇଡ଼ୁ, ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ମେଡିକାଲ ଅଫିସର ଆଦିତ୍ୟ ପ୍ରସାଦ ସାହୁ, ବାର ସଭାପତି ପୁର୍ଣ ଚନ୍ଦ୍ର ମିଶ୍ର, ଉପ ସଭାପତି ଅବନୀ ଶଙ୍କର ମିଶ୍ର, ବରିଷ୍ଠ ଆଇନଯିବି ପ୍ରଫୁଲ କୁମାର ମିଶ୍ର, ନୀଳାଞ୍ଚଳ ପୋଲାଈ, ମାନସ ମିଶ୍ର,ଶୁଭ୍ରମଣୀ ଦାଶ, ଗୋପାଳ କୃଷ୍ଣ ସାହୁ ପ୍ରମୁଖ  ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ   ରିଫନ ସ୍ୱାଇଁ ଓ ଭଗବାନ ସ୍ୱାଇଁ ରେଫେରୀ କାର୍ଯ୍ୟ ସମ୍ପାଦନ କରିଥିଲେ !ପୋଲିସ, ବାର, ଜେଲ ଓ ବେଞ୍ଚ କର୍ମକର୍ତ୍ତା ଉପସ୍ଥିତ ରହି ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ !ପ୍ରଥମ ଥର ଏହି ମେଚ ଆୟୋଜନ କରି ସଫଳତା ର ସହିତ ଖେଳ ପରିବେଷଣ ହୋଇଥିବାରୁ ଏମିତି ପ୍ରତ୍ୟକ ବର୍ଷ ଖେଳ ଆୟୋଜନ କରାଯିବ ବୋଲି ବିଚାରପତି, ଥାନା ଅଧିକାରୀ, ସବ ଜେଲର ଓ ବରିଷ୍ଠ ଆଇନଯିବି ମତ ପ୍ରକାଶ କରିଥିଲେ, ଏହି ବନ୍ଧୁତ୍ୱପୁର୍ଣ କ୍ରିକେଟ ଖେଳ କୁ ମନଭରି ଉପଭୋଗ କରିଥିଲେ ଅଞ୍ଚଳ ଜନସାଧାରଣ

News Comment

You Might Also Like

BACK TO TOP