Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ଗଞ୍ଜାମ ଏସପି ଓ ଖଲ୍ଲିକୋଟ ପୋଲିସ ର ବେଆଇନ ମଦ ଭାଟି ଉପରେ ଚଢ଼ାଉ |

13-Dec-2024

ଗଞ୍ଜାମ ପୋଲିସ ର  ବାଦପଲ୍ଲୀ ବେଆଇନ ମଦ ଭାଟ ଉପରେ  ମିଡ଼ ନାଇଟି ଅପରେସନ, 
( 2 ଲକ୍ଷ ଲିଟର ମହୁଲି ମଦ ପାଉଚ ନଷ୍ଟ ଓ  ବିପୁଳ ପରିମାଣ ର ମଦ ତିଆରି ସରଞ୍ଜାମ ସମେତ ଦୁଇଟି ଦେଶୀ ବନ୍ଧୁକ, ଧନୁଶର ଜବତ, 12 ଜଣ ଆଦିବାସୀ ମହିଳା ଙ୍କ ସହ 20 ଜଣକୁ ଗିରଫ କଲା ପୋଲିସ, ଆଦିବାସୀ ଗ୍ରାମ ରେ ଉତେଜନା | 
          -----------------------------------------

           ଓଡିଶା ଜନ ମତ   ବ୍ୟୁରୋ,

ଖଲ୍ଲିକୋଟ :  13/12 ପ୍ରାକ ସ୍ୱାଧୀନତା କାଳରୁ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଦିବାସୀ ଅଧୁଷିତ ବାଦ ପଲ୍ଲୀ ପଂଚାୟତ ର ପ୍ରାୟ 15 ଗୋଟି ଗ୍ରାମରେ ପ୍ରତିଦିନ ହଜାର ହଜାର ଲିଟର ବେଆଇନ ଦେଶୀ ମହୁଲି କୁ ଆଦିବାସୀ ମାନେ ଉତ୍ପାଦନ କରି ଜିଲ୍ଲା ବାହାରକୁ ଚାଲାଣ କରିବା ନେଇ ଦୀର୍ଘ ଦିନ ହେଲା  ପୋଲିସ ଓ ଅବକାରୀ କର୍ତ୍ତୃପକ୍ଷ ନିକଟରେ ଅଭିଯୋଗ ହୋଇ ଆସୁଥିଲା |ଅଭିଯୋଗ କୁ ଭିତ୍ତି କରି ଗଞ୍ଜାମ ପୋଲିସ ଗଞ୍ଜାମ ପୋଲିସ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଙ୍କ ତତ୍ୱାବଧାନ ରେ ଅଚାନକ ବଡ ପଲ୍ଲୀ ପଂଚାୟତ ର କମାର ସିଙ୍ଗି,, ଦେବୀ ଝର, ଛକାସିଙ୍ଗି, ମରାଇ ନୂଆଗାଁ, ଗୁଣ୍ଡୁରୀ ପଲ୍ଲୀ, ବାଦ ପଲ୍ଲୀ ନୂଆପଲ୍ଲୀ ପଭୃତି ଗ୍ରାମ ଉପରେ ଅଚାନକ ଚଢ଼ାଉ କରି 2 ଲକ୍ଷ ଲିଟର ବେଆଇନ ଦେଶୀ ମହୁଲି ମଦ  ପୋଚ ନଷ୍ଟ କରିବା 3 ହଜାର ପାଞ୍ଚ ସହ ଲିଟର ସ୍ପିରିଟ, ଦୁଇଟି ଦେଶୀ ବନ୍ଧୁକ, ଧନୁଶର କୁ ଜବତ କରିଥିବା ବେଳେ 84 ଗୋଟି ବେଆଇନ ଭାଟି, 13 ବସ୍ଥା କଞ୍ଚା ମହୁଲି, 5 ଗୋଟି ଟୁଲୁ ପମ୍ପ,135 ଗୋଟି ଆଲୁମିନିଅମ ଡେ଼କଚି, 135 ଗୋଟି ମହୁଲ  ପୋଚ ସଂଗ୍ରହ ଡ୍ରମ ( 100 ) ଲିଟର କ୍ଷମତା ବିଶିଷ୍ଟ, 200 ଲିଟର କ୍ଷମତା ଥିବା 50 ଗୋଟି ଡ୍ରମ ଓ 50 ଲିଟର କ୍ଷମତା ର 354 ଗୋଟି ଡ୍ରମ  ସମେତ ଦୁଇଟି ବାଇକ କୁ ଜବତ ପୋଲିସ ଜବତ କରିଥିବା ଗଞ୍ଜାମ ଏସ ପି ଶୁଭେନ୍ଦୁ ପାତ୍ର ଖଲ୍ଲିକୋଟ ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ସୂଚନା ରହିବା ସହ ଗଞ୍ଜାମ କୁ ବେଆଇନ ଦେଶୀ ମହୁଲି ମଦ ମୂକ କରିବା ପାଇଁ ଚଢ଼ାଉ ଜାରି ରହିବ ବୋଲି ସୂଚନା ଦେଇ ବ୍ରହ୍ମପୁର ପୋଲିସ ଜିଲ୍ଲା ସମେର ଗଞ୍ଜାମ ଜିଲ୍ଲା ର 3 ଜଣ ଅତିରିକ୍ତ ଏସ ପି 4 ଜଣ ଡ଼ି ଏସ ପି ଓ 20 ଜଣ ଥାନା  ଇନ୍ସପେକ୍ଟର ଓ ଓ ଏସ ଏ ପି ସମେତ 15 ପ୍ଲାଟୁନ ରାତି ଦୁଇ ଘଣ୍ଟ ଠାରୁ ସକାଳ ନ ଘଣ୍ଟା ପର୍ଯ୍ୟନ୍ତ ଆଦିବାସୀ ଗ୍ରାମ ମାନଙ୍କ ରେ ଅପରେସନ ଜାରି ରହିଥିଲା ବୋଲି ଏସ ପି ଶ୍ରୀ ପାତ୍ର ପ୍ରକାଶ କରି ଗଞ୍ଜାମ ପୋଲିସ ର ଏହା ବଡ଼ ସଫଳତା କହି ପୋଲିସ ଡ଼ି ଜି ଓ ଡ଼ି ଆଇ ଜି  ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |ତେବେ ଉତ୍ୟକ୍ତ ଆଦିବାସୀ ମାନେ ପୋଲିସ ଗାଡି କୁ ବାଦ ପଲ୍ଲୀ ପଂଚାୟତ ରେ ନା ପଶିବା ପାଇଁ ଗୁଣ୍ଡୁରୀ ପଲ୍ଲୀ ଓ ନୂଆ ପଲ୍ଲୀ ରାସ୍ତା ଖୋଳି, ଗଛ ହାଣି ରାସ୍ତା ରେ ପକାଇ ରାସ୍ତା ଅବରୋଧ ସତ୍ୱେ ପୋଲିସ ଚଢ଼ାଉ ଜାରି ରଖିଥିଲା |ଏ ନେଇ ବାଦ ପଲ୍ଲୀ ପଂଚାୟତ ର ଆଦିବାସୀ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ତାଙ୍କ କୌଳିକ ବୃତ୍ତି ଉପରେ ପୋଲିସ ଲାତ ମାରିଛି ବୋଲି ପ୍ରକାଶ କରିଛନ୍ତି |ଫଳରେ ଆଦିବାସୀ ମାନେ ମେଳି ବାନ୍ଧି ଘନ ଘନ ବୈଠକ କରୁଥିବା ଏ ସୂତ୍ର ରୁ ଜଣା ପଡିଛି |ଚଢ଼ାଉ ବେଳେ ନୂଆପଲ୍ଲୀ ଗ୍ରାମ ର ଜଣେ ବେଆଇନ ମଦ ବେପାର ର କିଙ୍ଗ ପିନ ସହ 12 ଜଣ ଆଦିବାସୀ ମହିଳା ଙ୍କ ସମେତ 20 ଜଣ କୁ ଗିରଫ କରିଥିବା ପୋଲିସ ସୂତ୍ର ରୁ ପ୍ରକାଶ |

News Comment

You Might Also Like

BACK TO TOP