Breaking News

କଟକ ବନ ଖଣ୍ଡ ଭିଜିଲାନ୍ସ ଦ୍ଵାରା ସଫା ଗ୍ରାମରେ ଚଢ଼ାଉ କରି ଲକ୍ଷଧିକ ଟଙ୍କାର ମୂଲ୍ୟବାନ କାଠ ଜବତ ||   (09-May-2026)       ||      ଏମ୍ବିକେ ଙ୍କୁ ଚାକିରି ରୁ ଛଟେଇ ପ୍ରତିବାଦ ରେ ଛତ୍ରପୁର ବ୍ଳକ ଆଗରେ ମହିଳାଙ୍କ ଆତ୍ମହତ୍ୟା ଚେତାବନୀ |    (09-May-2026)       ||      ବୁଗୁଡ଼ା ପିପୁଲ୍ସ କଲେଜ ରେ ବିଶ୍ୱ ରେଡ଼ କ୍ରସ ଦିବସ ପାଳିତ |    (09-May-2026)       ||      ସିବିଏସ ପରୀକ୍ଷା ରେ ବ୍ଳକ ଟପ୍ପର ଛାତ୍ରୀ ଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (09-May-2026)       ||      ବସ, ଟ୍ରକ ମୁହାଁମୁହିଁ ଧକ୍କା, 15 ଆହାତ ଜଣେ ମୃତ ||   (09-May-2026)       ||      କୋଦଳା ଥାନା ପକ୍ଷରୁ "ଜୁଭେଣ୍ଟିକା ` କାର୍ଯ୍ୟକ୍ରମ ଅନୁଷ୍ଠିତ |   (09-May-2026)       ||      ପୁରୁଷୋତ୍ତମପୁର ଥାନା ସହ ସାରାରାଜ୍ୟରେ ଉଦଘାଟିତ ହେଲା "ଜୁଭେଣ୍ଟିକା `କାର୍ଯ୍ୟକ୍ରମ!|    (08-May-2026)       ||      ପୋଲସରା ଥାନାରେ " ଜୁଭେଣ୍ଟିନା ` କାର୍ଯ୍ୟକ୍ରମ ଅନୁଷ୍ଠିତ |    (08-May-2026)       ||      ସଡ଼କ ଦୁର୍ଘଟଣା ରେ ମୃତ ପରିବାର ଙ୍କୁ ଚେକ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ |    (08-May-2026)       ||      ପ୍ରଶାସନ ନ ଶୁଣିବାରୁ ଯୁବକ ମାନେ ନିଜେ କାଳୀ ମନ୍ଦିର କୁ ରାସ୍ତା ତିଆରି କଲେ |    (06-May-2026)       ||      ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ||   (06-May-2026)       ||      ଅଟୋ ଧକ୍କାରେ ମୋଟର ସାଇକେଲ ଚାଳକ ମୃତ |    (06-May-2026)       ||      ହିଞ୍ଜିଳି ରେ ଧାରଣା ରତ ମହିଳା ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ସହଶିଶୁଙ୍କୁ ସହାୟତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା |   (06-May-2026)       ||      ପୋଲସରା ବ୍ଳକ ଟପ୍ପର ଙ୍କୁ ଟ୍ର୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (06-May-2026)       ||      କନ୍ଧ ମାଳ ପୋଲିସ ଦ୍ଵାରା 4ମାସ ମଧ୍ୟରେ 68 ଟନ ଗଞ୍ଜେଇ ସହ 38 ଟି ଗାଡି ଓ 104 ଜଣ ଗିରଫ |    (06-May-2026)       ||      ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||      କୋଦଳା ମେଡିକାଲ ସମସ୍ୟା କୁ ନେଇ ସ୍ୱାଭିମାନ ମଞ୍ଚ ପକ୍ଷରୁ ସତ୍ୟ ଗ୍ରହ |    (05-May-2026)       ||      `ମଧୁମେହ ସଚେତନତା ଓ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ `   (05-May-2026)       ||     

ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |

22-Dec-2024

ଅମଳ ଧାନରେ ପାଣି ପଶି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା  ଅଦିନିଆ ବର୍ଷା,

                   ଓଡିଶା ଜନମତ ବ୍ୟୁରୋ,

ପୁରୁଷୋତ୍ତମପୁର, ତାରିଖ ---22/12/24---
ଗତ ଶୁକ୍ରବାର ଦିନ ଠାରୁ ତୁହାକୁ ତୁହା  ଅଦିନିଆ ବର୍ଷା ଯୋଗୁଁ   ଚାଷୀ ର ମେରୁଦଣ୍ଡ ଭାଙ୍ଗି ଯାଇଛି ଏହି ଅଦିନିଆ ବର୍ଷାକୁ ଦେଖି  | ସେକଣ ଜାଣିଥିଲା କି ଅଦିନିଆ ଲଗାଣ ବର୍ଷା ତାର ବର୍ଷକର ଆଦାୟ କୁ ନଷ୍ଟ  କରିଦେବ ବୋଲି |  ଦୁଈ ଦିନିଆ ବର୍ଷା ଯୋଗୁଁ ଧାନ ଓପରିବା ଫସଲ ରେ ପାଣି ଜମି ରହିଛି  ଯାହାଦ୍ୱାରା ଧାନ ପାଚିଜାଇ କଳେଇ କିମ୍ବା ଧାନ କେଟା ଟେକିଲା ବେଳକୁ  ଧାନ ବିଲରେ ଝଡି ପଡି ଯାଉଛି  |  ଯାହାଦ୍ୱାରା ମୁଣ୍ଡରେ ହାତ ଦେଉ ବସିଛି ଚାଷୀ  
ପୁରୁଷୋତ୍ତମପୁର ବ୍ଲକର 26 ଗୋଟି ପଞ୍ଚାୟତ ର ଏହି ହେଉଛି ଦୃଶ୍ୟ  | ଧାର, କରଜ କରି ଚାଷ କରି, ଅମଳ କୁ ଅପେକ୍ଷା କରିଥିଲା ବେଳେ ଅଦିନିଆ ବର୍ଷା ଫଳରେ ଧାନ ଓ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଧାନକୁ ଚାଷୀ ସୁରକ୍ଷିତ ଭାବେ ରଖିବା ପାଇଁ ବହୁ ଚେଷ୍ଟା କଲେ ମଧ୍ୟ ଜମିରେ ଥିବା ପାଣି  ପାଚିଲା  ଧାନ କୁ ନଷ୍ଟ କରିଦେଇଛି | ବର୍ଷା ଯୋଗୁଁ କିଛି ବିଲରେ ପାଣି ଜମି ଧାନ ସବୁ ଭିଜି ଯାଇଛି। ଶୁକ୍ରବାର ଓ ଶନି ବାର ଦିନତମାମ ଲଗାଣ ବର୍ଷା ଫଳରେ ପୁରୁଷୋତ୍ତମପୁର ବ୍ଲକ ର ସବୁ ପଞ୍ଚାୟତର ଚାଷୀ ମାନେ କ୍ଷତିଗ୍ରସ୍ତ ହୋଇ ଛନ୍ତି  |ଏହି କ୍ଷତିକୁ ଦେଖିବା ପାଈଁ  ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଓ ପ୍ରତାପଚନ୍ଦ୍ର ନାୟକ ଙ୍କ ଅନୁରୋଧ ପରେ ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡା  କ୍ଷତିଗ୍ରସ୍ତ ଚାଷ ଜମିକୁ ବୁଲି  ଦେଖିବା ନିମନ୍ତେ ଉପଜିଲ୍ଲାପାଳ ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି  |  ଏବଂ ଆଜି ପୁରୁଷୋତ୍ତମପୁର ପୁର ବ୍ଲକକୁ ଛତ୍ରପୁର ଉପଜିଲ୍ଲାପାଳ ଦେବୀଦତ୍ତମହନ୍ତ,ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଓଖଲ୍ଲିକୋଟ ବିଧାୟକ ପୁର୍ଣଚନ୍ଦ୍ର ସେଠୀ ରେଭେନ୍ୟୁ ଷ୍ଟାଫ  ମିଳିତ ଭାବେ ବଡ଼ ବରଙ୍ଗା, ଆଚୁଲି  ପ୍ରତାପୁର, କେ ଏନ ପୁର, ଷୋଳଘର ବାଘଳା, ରାଇ ପୁର,ଗାଙ୍ଗ ଦହଣି, ଜାମୁନି, ଆଦି ପଞ୍ଚା ୟତ କୁ  ଗ୍ରସ୍ତ କରି କ୍ଷତି ଗ୍ରସ୍ତ ଚାଷୀଙ୍କ ଧାନ ଜମି ଓ ଫସଲ କୁବୁଲି ଦେଖିଛନ୍ତି  |ତେବେ ଏହାଉପରେ ବିଧାୟକ ଓ ଅଫିସର ଙ୍କ ମତ ବର୍ତମାନ କିଛି ପଂଚାୟତ ବୁଲି ଚାଷୀ ଙ୍କ କ୍ଷୟକ୍ଷତି ଅନୁଧ୍ୟାନ କରା ଯାଇଛି ଏବଂ ସରକାର ଙ୍କ ପଦକ୍ଷେପ ଅନୁଯାୟୀ କାର୍ଯ୍ୟ କରାଯିବ ନେଇ ସୂଚନା ଦେଇଛନ୍ତି  ବିଧାୟକ ଓ ଉପଜିଲ୍ଲାପାଳ ଏବଂ ତହସିଲଦାର   | ତେବେ ସରକାର  କେବଳ ଏଫଏକ୍ୟୁ ମାନରଧାନ କିଣୁଥୂବାବେଳେ ଚଳିତ ବର୍ଷ ଧାନ ବର୍ଷାରେ ଓଦା ହୋଇଥିବା ଯୋଗୁ ଏହି ଧାନକୁ ମଧ୍ଯ  ସରକାର କିଣନ୍ତୁ ବୋଲି  ଚାଷୀମାନେ ଦାବି କରିବା ସହ ଆବଶ୍ୟକ ସ୍ଥଳରେ କ୍ଷତିପୂରଣ ପ୍ରଦାନ କରିବା  ଲାଗି ସରକାର ପଦକ୍ଷେପନିଅନ୍ତୁ ବୋଲି କହିଛନ୍ତି  କ୍ଷତିଗ୍ରସ୍ତ ଚାଷୀ ମାନେ | ତେବେ ଏହାଉପରେ ଆମ ବିଜେପି ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଶ୍ଚିତ ଚାଷୀ ମାନଙ୍କୁ ସହଯୋଗ କରିବେ ବୋଲି ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ କହିଛନ୍ତି  |

News Comment

You Might Also Like

BACK TO TOP