Breaking News

ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||      ଅଦିନିଆ ବର୍ଷାଯୋଗୁଁ ପାଚିଲା ଧାନ ଚାଷ କ୍ଷତିଗ୍ରସ | ଚିନ୍ତାରେ ଚାଷୀ |    (20-Dec-2024)       ||      ଭୁବନେଶ୍ୱର ରେ ଅଙ୍ଗନୱାଡି କର୍ମୀଙ୍କ ବିଭିର୍ଣ୍ଣ ଦାବି ନେଇ ଧାରଣା |    (20-Dec-2024)       ||      ଦୁଈ ଦିନିଆ ଓଡିଶା ଗ୍ରସ୍ତ ରେ ଆସୁଛନ୍ତି ଅମିତଶାହା |    (20-Dec-2024)       ||     

ଦାଦନ ଛାଡି ଶ୍ରୀଧର ଏବେ ସଫଳ ଚାଷୀ |

07-Dec-2024

ଜୀବନ ଜୀବିକା ର ଅନନ୍ୟ ସାରଥୀ ଶ୍ରୀଧର, ଦାଦନ   ଛାଡି ଏବେ ସଫଳଚାଷୀ  | 
       ******************************

           ଓଡିଶା ଜନମତ    ବ୍ୟୁରୋ,    

     ଖଲ୍ଲିକୋଟ 7 /12 ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମଥୁରା ପଂଚାୟତ ଭରସା ନୂଆପଲ୍ଲୀ ଗ୍ରାମର ଶ୍ରୀଧର ମହାନ୍ତି ନାମକ ଜଣେ ଯୁବକ 12 ବର୍ଷ ବୟସ ରୁ ଶିଶୁ ଶ୍ରମିକ ଭାବେ  ସୁଦୂର ସୁରଟ ରେ ଦାଦନ ଖଟିବା ପରେ ବର୍ତମାନ ଦାଦନ ରୁ ମୁଁହ ଫେରାଇ ନିଜକୁ ଜଣେ ସଫଳ ଚାଷୀ ଭାବେ ପ୍ରତିପାଦିତ କରି  ଜୀବନ ଜୀବିକା ଅନନ୍ୟ ସାରଥୀ ଭାବେ ଉଦାହରଣ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି  |ଶ୍ରୀଧର ଙ୍କ ପରିବାର ର ଆର୍ଥିକ ଦୁରାବସ୍ଥା ଯୋଗୁଁ 12 ବର୍ଷ ରୁ ଶିଶୁ ଶ୍ରମିକ ଭାବେ ସୁଦୂର ସୁରଟ  କୁ ଦାଦନ ଭାବେ ଯାଇ ସେଠାରେ ଦୀର୍ଘ 12  ବର୍ଷ ଧରି ସୂତାକଳ ରେ ଶ୍ରମିକ ଭାବେ ଦାଦନ ଖଟି ଘରେ ଥିବା ୪ ଭଉଣୀ ଜଣେ ଭଉଣୀ ଙ୍କ ବୋଝ କାନ୍ଧ କୁ ନେଇଥିଲେ  ସେ ଯେତେବେଳେ |24 ବର୍ଷ ରେ ଉପନୀତ ହେଲେ ସେତେବେଳେ ଅର୍ଥାତ 2020 ମସିହା କରୋନା ମହାମାରୀ ର ଭୟବହତା ସମସ୍ତଙ୍କ ଜୀବନ ଜୀବିକା ଛଡାଇଁ ନେଇଥିଲା | ସମୟରେ  ମୃତୁ ମୁଖରୁ ନିଜକୁ ବଞ୍ଚାଇବା ପାଇଁ ଭୋକ ଉପବାସ ରେ ଚାଲି ଚାଲି ଭିଟାମାଟି କୁ ଫେରିଥିଲେ |ତେବେ ପ୍ରବାସୀ ଓଡ଼ିଆ ଭାବେ ଦାଦନ ଯନ୍ତ୍ରଣା କୁ ଅଙ୍ଗେ ନିଭାଇବା ପରେ ଦାଦନ ଠାରୁ ମୁହଁ ଫେରାଇ ନିଜ ଭିଟାମାଟି ରେ ଚାଷ କରି ଜୀବିକା ନିର୍ବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ |ପରିବାର ର ଆର୍ଥିକ ଅବସ୍ଥା ସୁଧାରିବା ପରେ ସୁରଟ ଯାଇ ସଂଛିତ ସ୍ଵ ଅର୍ଜିତ 
‌ ଅର୍ଥ ରେ ତିନି ଏକର ଜମି କିଣି ସେହି ଜମିରେ ଧାନ ଚାଷ ସହ ମାଛ ଚାଷ, କୁକୁଡ଼ା ଚାଷ, ଛେଳି ଚାଷ ଓ   ସିନ୍ଧି ଓ ଗିରି ଗାଇ  ପାଳନ କରିବା ସମେତ ଅମୃତ ଭଣ୍ଡା, କୋବି ନଡ଼ିଆ ,ଧନିଆ ,ମୂଳା  କଦଳୀ, ସଜନା ଛୁଇଁ ଭଳି ପନିପରିବା ଚାଷ  ଭଳି ସମନ୍ୱିତ ଚାଷ ଆରମ୍ଭ କରିଥିଲେ | ଚାଷ ରେ ପରିବାର ର ସମସ୍ତ ସଦସ୍ୟ ସହଯୋଗ ଯୋଗାଇବା ଫଳରେ ଚାଷ ରୁ ବର୍ଷ କୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଲାଭ ହେଉଥିବା ଅନେକ କୃଷି ଶ୍ରମିକ ଙ୍କୁ ଦୈନିକ କାମ  ଯୋଗାଇବା ଶ୍ରୀଧର ପ୍ରକାଶ କରିଛନ୍ତି | ସବୁ ଠାରୁ ବିସ୍ମୟ ର ବିଷୟ ଶ୍ରୀଧର ପାଠ ପଢିବା ପାଇଁ ପ୍ରବଳ ଇଛା ଯୋଗୁଁ   ଚାଷ ସହିତ ଖଲ୍ଲିକୋଟ ଏସ ଏମ ହାଇସ୍କୁଲ ରେ ମୁକ୍ତ ବିଦ୍ୟାଳୟ ଶିକ୍ଷା ମାଧ୍ୟମ ରେ  ମାଟ୍ରିକ ପରୀକ୍ଷା ଦେଇ 2022 ରେ ମାଟ୍ରିକ ପାସ କର ଥିଲେ | ପରେ ଲଙ୍ଗଳେଶ୍ୱର ସ୍ଥିତ +2 କଲେଜ ରୁ ବିଜ୍ଞାନ ରେ +2 ପାସ କରି ଥିଲେ | ପରେ ଭଞ୍ଜନଗର ଠାରେ ଗୋ ଚିକିଛା ସମ୍ପର୍କିତ ତାଲିମ  ପାଠ୍ୟକ୍ରମ  ଯୋଗ ଦେଇ ଗାଇ ମାନଙ୍କୁ କୁତ୍ରିମ ପ୍ରଜାଣନ ରେ ଜ୍ଞାନ ଆହରଣ ନେଇଥିଲେ |ବର୍ତମାନ ଶ୍ରୀଧର ଚାଷ କାର୍ଯ୍ୟ କରି ଖୁବ ସନ୍ତୁଷ୍ଟ ଓ ଆତ୍ମନିର୍ଭରଶୀଳ ବୋଲି ପ୍ରକାଶ କରିଥିଲେ |ତେବେ ଏଯାବତ ତାଙ୍କୁ କୌଣସି ସରକାରୀ ସହାୟତା ମିଳିନଥିଲେ ମଧ୍ୟ ନିଜେ ଏକ ସେଚ କୂପ ଖୋଳି ଜଳସେଚନ ବ୍ୟବସ୍ଥା କରିଛନ୍ତି |ବର୍ତମାନ ନିଜେ ଜଣେ ସଫଳ ଚାଷୀ ଭାବେ ଚାଷ ପାଇଁ ଅନ୍ୟ ଯୁବକ ମାନଙ୍କୁ ଦାଦନ ନ ଯାଇ ନିଜ ଭିଟାମାଟି ରେ  ବିଭିନ୍ନ ଚାଷ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରି ସ୍ୱାବଲମ୍ବୀ ହେବା ପାଇଁ ପରାମର୍ଶ ଦେଉଛନ୍ତି | | ଅଧିକ ସରକାରୀ ସହଯୋଗ ମିଳିଲେ ଦାଦନ ଶ୍ରମିକ ମାନଙ୍କୁ ନିଜ ମାଟିରେ ବାପା ମା ଙ୍କ ସେବା କରିବା ସହ ଆର୍ଥିକ  ସ୍ୱାବଲମ୍ବୀ ପାଇଁ ଉଦ୍ୟମ ଜାରି ରଖିଥିବା ପ୍ରକାଶ |ଚଳିତ ଖରିଫ ରେ 60 ବସ୍ତା ଧାନ ଆଦାୟ କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଦୁଇଟି ପୋଖରୀ ଖୋଳି ବର୍ଷକୁ ପ୍ରାୟ 30 ହଜାର ଟଙ୍କା ଆୟ କରୁଥିବା ବେଳେ ନିଜେ ପାୱାର ତିଲେର ମାଧ୍ୟମ ରେ ଚାଷ କରିବାରେ ମାହିର ଅଛନ୍ତି | ବିନା ବୈଷୟିକ ପରାମର୍ଶ ରେ ଦକ୍ଷତା ର ସହ ଚାଷ କାର୍ଯ୍ୟ ସମ୍ପାଦିତ କରୁଥିବା ବେଳେ ଆଗକୁ ଫୁଲ ଓ ଅନ୍ୟାନ୍ୟ ଅର୍ଥକାରୀ ଫସଲ କରିବା ର ଲକ୍ଷ୍ୟ ଅଛି ବୋଲ ପ୍ରକାଶ କରିଛନ୍ତି |ତେବେ ଚାଷ କ୍ଷେତ୍ର ରେ ବାରହା ଓ କୃଷଂସାର ମୃଗ ଚାଷ ପାଇଁ ସମସ୍ୟା ସୃଷ୍ଟି କରୁଥିବା ବେଳେ ସରକାର ଚାଷୀ ଙ୍କୁ ସୌର ବାଡ ଓ ଶୀତଳ ଭଣ୍ଡାର ଓ ଜଳସେଚନ ସୁବିଧା କରାଗଲେ ଓଡିଶା  ର ଯୁବକ ମାନେ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବେ ବୋଲି ସୂଚନା ଦେଇଥିଲେ |( ଫୋଟ )

News Comment

You Might Also Like

BACK TO TOP