Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ପାରାଳାଖେମୁଣ୍ଡି ରେ ପୁଣି ବାଘ ଆତଙ୍କ |

05-Dec-2024

ଗଜପତି ଜିଲ୍ଲା ପାରଳା ଖେମଣ୍ଡି ରେ ଗାଈକୁ ମାରି ଖାଇଲା  ମହାବଳ ବାଘ |

           ଓଡିଶା ଜନମତ  ବ୍ୟୁରୋ,

 ପୁଣିଏକ ବର୍ଷ ର ବ୍ୟବଧାନ ପରେ ପାରଳାଖେମୁଣ୍ଡି ବନାଞ୍ଚଳକୁ ଫେରିଲା ମହା ବଳ ବାଘ |  ପାଦ ଚି଼ହ୍ନଟର ୧୨ ଘଣ୍ଟା  ନ ପୂରୁଣୁ ଗାଇକୁ ମାରି ଖାଇଲା | ଭୟ ଆତଙ୍କ ରେ ଗଜପତି ଜିଲ୍ଲାରେ ଗତ ଏକବର୍ଷର ବ୍ୟବଧାନ ପରେ ଦେବଗିରି ବନାଞ୍ଚଳକୁ ଫେରିଛି ମହାରାଷ୍ଟ୍ର ମହାବଳ ବାଘ. ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ବାଘଶାଳା ଗ୍ରାମରେ ବାଘର ପାଦଚିହ୍ନ ଗତକାଲି ଚିହ୍ନଟ ହେବାପରେ ମଙ୍ଗଳଵାର ମଧ୍ୟ ରାତ୍ରରେ ଏହି ମହାବଳ ବାଘଟି ଗୁହାଳରୁ ଗୋଟିଏ ଗାଇକୁ ଟାଣି ନେଇ ଖାଇ ଦେଇଥିବା ଜଣା ପଡିଛି. ବର୍ତ୍ତମାନ ଏହି ମହାବଳ ବାଘଟି ଗଜପତି ଜିଲ୍ଲାର ସଦର ମହକୁମା ପାରଳା ଖେମୁଣ୍ଡି ସହର ମୁହାଁ ହେବା ରେ ଲାଗିଛି. ଏନେଇଗୋଷଣୀ ବ୍ଲକର ବିଭିନ୍ନ ଗ୍ରାମ ଓପାରଳା ସହରବାସୀଙ୍କ ଭିତରେ ମହାବଳ ବାଘର ଆତଙ୍କ ଦେଖା ଦେଇଛି । ସୋମବାର ଦିନ ମହାବଳ ବାଘର ପାଦ ଚି଼ହ୍ନ ଚିହ୍ନଟ ହେବାର ୨୪ ଘଣ୍ଟା ନ ପୂରୁଣୁ ମହାବଳ ବାଘଟି ଜନବସତିର ଗୁହାଳରୁ ଗୋଟିଏ ଗାଇକୁ ଟାଣି ନେଇ ଖାଇ ଦେବା ଘଟଣାରେ ଅଞ୍ଚଳବାସୀ ଅତ୍ୟନ୍ତ ଭୟଭୀତ ହୋଇପଡିଛନ୍ତି. ବର୍ତ୍ତମାନ ଲୋକେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି । ବନବିଭାଗ ମହାବଳ ବାଘର ଗତିବିଧ‌ି ନେଇ ସଜାଗ ରହିଛି ବୋଲି ପାରଳାଖେମୁଣ୍ଡି ଡିଏଫଓ ଏସ. ଆନନ୍ଦ ପ୍ରକାଶ କରି କହିଛନ୍ତି ଯେ, ଗୋଷଣୀ ବ୍ଲକର ଅନ୍ଧାରୀଝୋଲି ଗ୍ରାମରେ ଜାକବ ଶବରଙ୍କ ଗାଇ ଗୁହାଳରେ ବନ୍ଧା ଯାଇଥିବା ଏକ ବିରାଟ ଗାଇକୁ ମଙ୍ଗଳଵାର ମଧ୍ୟ ରାତ୍ରରେ ଟାଣି ନେଇ ଅଧା ଖାଇବା ପରେ ଗାଇର ମୃତ ଦେହକୁ ଜଙ୍ଗଲ ଭିତରେ ଛାଡି ମହାବଳ ବାଘଟିଚାଲିଯାଇଛି  | ଏହି ଘଟଣା ପରେ ବନ ବିଭାଗ ତରଫରୁ ରେଡ ଆଲେର୍ଟ ଜାରି କରାଯାଇ ଜନ ସାଧାରଣଙ୍କୁ ବିଭିନ୍ନ ଭାବେ ସଚେତନ କରିବା ସହ ସାଧାରଣ ନିଜ ନିଜ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ସହ ମହାବଳ ବାଘର କୌଣସି ସନ୍ଧାନ ପାଇଲେ ତୁରନ୍ତ ବନ ବିଭାଗ କର୍ମଚାରୀଙ୍କୁ ତୁରନ୍ତ ଜଣେଇବା ପାଇଁ ପାରଳା ଡିଏଫଓ ଏସ. ଆନନ୍ଦ ସାଧାରଣଙ୍କୁ ଅନୁରୋଧ କରିଛନ୍ତି. ଏଠାରେ ସୂଚନା ଯୋଗ୍ୟ ଏହି କି ଯେ, ଗତ ୧ ବର୍ଷ ତଳେ ଗଜପତି ଜିଲ୍ଲା ସମେତ ଆନ୍ଧ୍ରପ୍ରଦେଶ ସୀମା ନ୍ତରେ ବୁଲୁଥିବା ମହାବଳ ବାଘଟି ପୁଣି ଥରେ ପାରଳା  ଖେମୁଣ୍ଡି ଅଞ୍ଚଳରେ ପ୍ରବେଶ କରିଛି |  ବନ ବିଭାଗ ପକ୍ଷରୁ ଦେବଗିରି ଓ ନାରାୟଣପୁର ବନାଞ୍ଚଳ ଅଧିକାରୀଙ୍କୁ ନେଇ ୨ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି|  ମହାବଳ ବାଘର ଗତିବିଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସନ୍ଧ୍ୟା ନଇଁଲେ ଘରୁ ନ ବାହାରିବା ପାଇଁ ବନ ବିଭାଗ ଲୋକଙ୍କୁ ଅନୁରୋଧ କରିବା ସହ ଗୃହପାଳିତପ୍ରାଣୀ ଙ୍କୁ ସୁରକ୍ଷିତ ସ୍ଥାନରେ ବାନ୍ଧି ରଖିବା ସହ ମହାବାଳ ବାଘର ବିଚରଣ ନେଇ ଏହି ୨ ଟି ଟିମ ଦ୍ୱାରା ଡାକବାଜି ଯନ୍ତ୍ର ଦ୍ୱାରା ସାଧାରଣଙ୍କୁ ସଚେତନ କରୁଥିବା ଦେଖାଦେଇଛି. ତଥାପି ଲୋକେ ପୁଣି ମହା ବଳ ବାଘର ଏଭଳି ବିଚରଣ ନେଇ ଭୟ ଆତଙ୍କରେ ନିଜ ନିଜକୁ ସୁରକ୍ଷିତ ମଣୁନାହାନ୍ତି. ପ୍ରଶାସନ ଓ ବନ ବିଭାଗ ଏନେଇ ତୁରନ୍ତ ଆହୁରି ଅଧିକା ପଦକ୍ଷେପ ଗ୍ରହଣ କରି ଜନ ସାଧାରଣ ଓ ଗୃହପାଳିତ ପଶୁଙ୍କ ଜୀବନକୁ ସୁରକ୍ଷା ଦିଅନ୍ତୁ ବୋଲି ନିବେଦନ କରିଛନ୍ତି ।

News Comment

You Might Also Like

BACK TO TOP