Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ନୟାଗଡ଼ ରେ ଜିଲ୍ଲା ସ୍ତରୀୟ ଡାକ ଟିକଟ ପ୍ରଦର୍ଶନୀ ଉପରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ |

12-Dec-2024

ଜିଲାସ୍ତରୀୟ ଡାକ ଟିକେଟ ପ୍ରଦର୍ଶନୀ, ନୟାଗଡ଼ ପେକ୍ସ 2025ଅନୁଷ୍ଠିତ ନେଇ, ସାମ୍ବାଦିକସମ୍ମିଳନୀ

          ଓଡିଶା ଜନମତ ବ୍ୟୁରୋ, 

ନୟାଗଡ଼ :ଭାରତୀୟ ଡାକ ବିଭାଗ ନୟାଗଡ଼ ଡାକ ମଣ୍ଡଳ ପକ୍ଷରୁ ପ୍ରଥମ ଜିଲ୍ଲା ସ୍ତରୀୟ ଡାକ ଟିକେଟ ପ୍ରଦର୍ଶନୀ ଆସନ୍ତା ଜାନୁଆରୀ 8ଏବଂ 9ତାରିଖ 2025ଅନୁଷ୍ଠିତ ହେବାକୁ ଯାଉଛି, ନୟାଗଡ଼ କଲେଜ ର ଡାଇମଣ୍ଡ ଜୁବୁଲି ଅଡିଟରିଅମ ରେ ହେବାକୁ ଯାଉଥିବା ପ୍ରଦର୍ଶନୀ ର ନାମ, ପ୍ରତୀକ, ଚିହ୍ନ ଓ ନିୟମାବଳୀ, ପୁସ୍ତିକା ଆଜି ଲୋକାର୍ପଣ ହୋଇଥିବା ବେଳେ ପ୍ରଦର୍ଶନୀ ର ନାମ" ନୟାଗଡ଼ ପେକ୍ସ -2025ରଖା ଯାଇଛି, ତେଣୁ ମୁଖ୍ୟ ଡାକ ଘର ପରିସର ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏହି ଅବସର ରେ ନୟାଗଡ଼ ଡାକ ମଣ୍ଡଳ ର ଡାକ ଅଧିକ୍ଷକ ଶ୍ରୀଖଗେଶ୍ୱର ମଲ୍ଲିକ, ଡାକ ଟିକେଟ ସଂଗ୍ରାହକ ଶ୍ରୀ ଅଜିତ କୁମାର ରାଉତ, ଡାକ ମଣ୍ଡଳ ର ସହ ଅଧିକ୍ଷକ ସପନ କୁମାର ପାଣିଗ୍ରାହୀ, ଓ ନୟାଗଡ଼ ଡାକଘର ର ପୋଷ୍ଟ ମାଷ୍ଟର ଶ୍ରୀ ପ୍ରମୋଦ କୁମାର ସେଠି ଯୋଗ ଦେଇଏହି ପ୍ରଦର୍ଶନୀ ପ୍ରଥମ ଥର ପାଇଁ ଭାରତୀୟ ଡାକ ବିଭାଗ ନୟାଗଡ଼ ରେ ଆୟୋଜନ ହେଉଛି,ପ୍ରଦର୍ଶନୀ ରେ 100ରୁ ଅଧିକ ଫ୍ରେମ ରେ ଦେଶ ବିଦେଶ ର ଅନେକ ବିରଳ ଟିକେଟ ଓ ଡାକ ଉପକରଣ, ଜିଲ୍ଲାତଥା ରାଜ୍ୟ ସଂଗ୍ରାହକ ଦ୍ୱାରା ପ୍ରଦର୍ଶିତ ହେବ, ଭାରତୀୟ ଡାକ ବିଭାଗ ପକ୍ଷରୁ ପ୍ରତିବର୍ଷ ବିଭିର୍ନ ଜିଲ୍ଲା ମାନଙ୍କ ରେ ଜିଲ୍ଲା ସ୍ତରୀୟ ଡାକ ଟିକେଟ ପ୍ରଦର୍ଶନୀ ଆୟୋଜନ ହେଉଥିବା ବେଳେ ଡାକ ଟିକେଟ ସଂଗ୍ରହ, ଦ୍ୱାରା ଜ୍ଞାନ ର ବିକାଶ ହେବା ସହିତ ଯୋଗାଯୋଗ ର ପ୍ରଚାର ଓ ପ୍ରସାରହୋଇ ପାରୁଛି ବୋଲି ସାମ୍ବାଦିକ ସମ୍ମିଳନୀ ରେ କହିଥିବା ବେଳେ, ଡାକ ଟିକେଟ ପ୍ରଦର୍ଶନୀ ସହ ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ଓ ଲିଖନ ପ୍ରତିଯୋଗିତା, ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ନୟାଗଡ଼ ଡାକ ମଣ୍ଡଳ ର ଡାକ ଅଧିକ୍ଷକ ଶ୍ରୀ ଖଗେଶ୍ୱର ମଲ୍ଲିକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇ ଛନ୍ତି

News Comment

You Might Also Like

BACK TO TOP