Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ବିଭିର୍ଣ୍ଣ ଦାବି ନେଇ ଅଖିଳ ଭାରତୀୟ କୃଷକ ସଭା ତରଫରୁ ବିଡ଼ିଓ ଙ୍କୁ ଦାବିପତ୍ର |

09-Dec-2024

ବିଭିର୍ଣ୍ଣ ଦାବି ନେଇ ଅଖିଳ ଭାରତୀୟ କୃଷକ ସଭା ତରଫରୁ ବିଡ଼ିଓ ଙ୍କ ନିକଟରେ ଦାବି ପତ୍ର | 

            ଓଡିଶା ଜନମତ ବ୍ୟୁରୋ 

ପୁରୁଷୋତ୍ତମପୁର /9-12-ଆଜି ଅଖିଳ ଭାରତୀୟ କୃଷକ ସଭା ପକ୍ଷରୁ ପୁରୁଷୋତ୍ତମପୁର ବ୍ଲକ ବିଡ଼ିଓ ଙ୍କ ନିକଟରେ ଏକ ଦାବି ପତ୍ର ଦିଆ ଯାଇଥିଲା l ବିଡ଼ିଓ ଙ୍କ ଅନୁପସ୍ଥିତି ରେ ମୁଖ୍ୟ କିରାଣୀ ଙ୍କୁ  ଦାବି ପତ୍ର ଟି ଦିଆ ଯାଇଥିଲା l ମୁଖ୍ୟ ଦାବି  ହେଲା ରବି ଋତୁ ରେ ଚାଷୀ ମାନଙ୍କୁ ବାଣ୍ଟିବା ପାଇଁ ଆସୁଥିବା ସରକାରୀ ବିହନ ଗୁଡିକ ସରକାରୀ କର୍ମଚାରୀ ଏବଂ କିଛି ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ରେ ଅସଲି ଚାଷୀ ମାନେ ପାଇପାରୁନାହାନ୍ତି  ଏବଂ ପାଇଲେ ବି କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀ ର ଚାଷୀ ହିଁ ପାଉଛନ୍ତି l ଏଣୁ ଏ ବ୍ୟବସ୍ଥା ବନ୍ଦ କରି, ପ୍ରକୃତ ଚାଷୀ ଙ୍କୁ ଚିହ୍ନଟ କରି, ବିହନ ଦେବାକୁ ସଂଗଠନ ଦାବି ଜଣେଇଛନ୍ତି l ଏଥିରେ ଅଖିଳ ଭାରତ କୃଷକ ସଭା ର ନେତୃ ମଣ୍ଡଳୀ ସତ୍ୟନାରାୟଣ ମହାପାତ୍ର,ପ୍ରକାଶ ଚନ୍ଦ୍ର ବେହେରା, ଉଦୟନାଥ ସସମଲ,ରାଜକିଶୋର ପୋଲାଈ, ଶଶୀ ପ୍ରଧାନ, ପ୍ରହଲ୍ଲାଦ ସ୍ୱାଇଁ,ଦଣ୍ଡପାଣି ପ୍ରଧାନ ସହଦେଵ ନାହାକ,ରବୀନ୍ଦ୍ର ନାଥ ରାଉଳ ଆଦି ଉପସ୍ଥିତ ଥିଲେ l

News Comment

You Might Also Like

BACK TO TOP