Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ଗୁଗୁଲି ମ୍ୟାପ ଯୋଗୁଁ ବାଟବଣା ହୋଇ ଘାଟିରେ ଅଟକିଲା ଟ୍ରକ ||

09-Dec-2024

ଗାଜଲବାଡି ଘାଟିରେ ଫସିଲା ବ୍ରହ୍ମପୁରରୁ ରାଏପୁର ଯାଉଥିବା ଟ୍ରକ, ବାଟ ବଣା କରୁଛି  ଗୁଗୁଲି ମ୍ୟାପ,

        ଓଡିଶା ଜନମତ ବ୍ୟୁରୋ,

ଗୁଗୁଲ ମ୍ୟାପ ଯୋଗୁଁ ଘାଟିରେ ଫଶିଲା ଟ୍ରକ। ବ୍ରହ୍ମପୁରରୁ ରାଏପୁର ଯାଉଥିବା ଟ୍ରକ୍ ଗାଜଲବାଡ଼ି ଘାଟିରେ ଫଶି ରହିଛି। ଫଳରେ ଉଭୟ ପାର୍ଶ୍ବରେ ଅନ୍ୟ ଗାଡ଼ିଗୁଡ଼ିକ ମଧ୍ଯ ଫଶି ରହିଛି। ଟ୍ରକଟି ୫୯ ନମ୍ବର ଜାତୀୟ ରାଜପଥ ଦେଇ ରାଏପୁର ଯାଉ ଥିଲା । ଗୁଗୁଲ ମ୍ୟାପ ଯୋଗୁଁ ଗାଜଲ ବାଡ଼ି ଘାଟିରେ ଫଶି ରହିଛି |
ଗୁଗୁଲ ମ୍ୟାପ ଯୋଗୁଁଘାଟିରେ ଫଶିଲା ଟ୍ରକ। ବ୍ରହ୍ମପୁରରୁ ରାଏପୁର ଯାଉଥିବା ଟ୍ରକ୍ ଗାଜଲବାଡ଼ି ଘାଟିରେ ଫଶି ରହିଛି । ଫଳରେ ଉଭୟ ପାର୍ଶ୍ବରେ ଅନ୍ୟ ଗାଡ଼ିଗୁଡ଼ିକ ମଧ୍ଯ ଫଶି ରହିଛି। ଟ୍ରକଟି ୫୯ ନମ୍ବର ଜାତୀୟ ରାଜପଥ ଦେଇ ରାଏପୁର ଯାଉଥିଲା। ଗୁଗୁଲ ମ୍ୟାପ ଯୋଗୁଁ ଗାଜଲ ବାଡ଼ି ଘାଟିରେ ଫଶି ରହିଛି। ଘାଟିରେ ରାସ୍ତା କାମ ସମ୍ପ୍ରସା ରଣ ହୋଇନଥିବାରୁ ଭାରି ଯାନ ଯାତାୟାତ କରି ପାରୁ ନାହିଁ । ଫଳରେ ଅନେକ ଥର ଉକ୍ତ ରାସ୍ତାର ବୁଲାଣିରେ ଅଟକି ରହୁଛି ଗାଡ ଉକ୍ତ ଘାଟି ରାସ୍ତା ଦେଇ ଏକ ୧୬ ଚକିଆ ଟ୍ରକ ଆସୁଥିବା ବେଳେ ବସକୁ ସାଇଡ଼ ଦେବା ସମୟରେ ବୁଲାଣି ରାସ୍ତା ରମଝିରେ ଅଟକି ଯାଇଥିଲା । ଫଳରେବିପରିତ ଦିଗରୁ ଆସୁଥିବା ବସଟି ମଧ୍ଯଅଟକି ରହିଥିଲା। ରବିବାର ଦିନଦାରିଙ୍ଗବାଡିକୁ ବହୁ ପର୍ଯ୍ୟଟକ ବୁଲିବାପାଇଁ ଆସିଥିବା ବେଳେ ରାସ୍ତାରେ
ଅଟକିରହିଥରୁ ପର୍ଯ୍ୟଟକ ମାନେଯାତାୟାତରେ ଅସୁବିଧା ହେଉଛନ୍ତି ।ଟ୍ରକଟିକୁ ରାସ୍ତା କଡକୁ ଘୁଞ୍ଚାଇବା ପରେକାଲି ସନ୍ଧ୍ୟା ଠାରୁ  ସ୍ବାଭାବିକ ରହିଛି ଗାଡିଚଳାଚଳ।

News Comment

You Might Also Like

BACK TO TOP