Breaking News

ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||      ଅଦିନିଆ ବର୍ଷାଯୋଗୁଁ ପାଚିଲା ଧାନ ଚାଷ କ୍ଷତିଗ୍ରସ | ଚିନ୍ତାରେ ଚାଷୀ |    (20-Dec-2024)       ||      ଭୁବନେଶ୍ୱର ରେ ଅଙ୍ଗନୱାଡି କର୍ମୀଙ୍କ ବିଭିର୍ଣ୍ଣ ଦାବି ନେଇ ଧାରଣା |    (20-Dec-2024)       ||      ଦୁଈ ଦିନିଆ ଓଡିଶା ଗ୍ରସ୍ତ ରେ ଆସୁଛନ୍ତି ଅମିତଶାହା |    (20-Dec-2024)       ||     

ଗରିବର ବନ୍ଧୁ ଓଡିଶା ପକ୍ଷରୁ ଭିର୍ଣ୍ଣକ୍ଷମ ହେମ ଙ୍କୁ ଶୀତ ବସ୍ତ୍ର ପ୍ରଦାନ |

17-Dec-2024

ଗରିବର ବନ୍ଧୁ ଓଡ଼ିଶା ପକ୍ଷରୁ ଭିନ୍ନକ୍ଷମ ହେମ ଙ୍କୁ ଶୀତ ବସ୍ତ୍ର ପ୍ରଦାନ।
(ସରକାରୀ ସହାୟତା ଯୋଗାଇଦେବାକୁ ଦାବି,

         ଓଡିଶା   ଜନମତ   ବ୍ୟୁରୋ

ପୋଲସରା ୧୭/୧୨/୨୪ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ବର୍ତ୍ତିନୀ ପଞ୍ଚାୟତର ହେମ ସାହୁ ବୟସ ୫୬ ବର୍ଷ। ସୂଚନା ପ୍ରକାରେ  ସେ ଭିନ୍ନକ୍ଷମ ମାଁ ଙ୍କ କେହି ନଥିବା ବେଳେ ସେହି ଗ୍ରାମରେ ଦିର୍ଘ ଦିନ ହେବ ଏକା ରହୁଥିବା କହିଛନ୍ତି । ତାଙ୍କୁ କେବଳ ୫ କେଜି  ଚାଉଳ ମିଳୁଥିବା ବେଳେ ସରକାରୀ ଭତ୍ତା ପାଉଥିବା ନେଇ ଜଣାପଡ଼ିଛି। କିନ୍ତୁ ଦୁଃଖର ବିଷୟ  ଭିନ୍ନକ୍ଷମ ହେମ ସାହୁ ବିଭିନ୍ନ ଜାଗାକୁ ଯିବା ଆସିବାରେ ଅସୁବିଧା ହେଉଥିବା ବେଳେ  ଟ୍ରାୟୀ ସାଇକେଲର ଆବଶ୍ୟକ ଥିବା ନେଇ କହିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ମିଳି ପାରିଲା ନାହିଁ ଟ୍ରାୟୀ ସାଇକେଲ।  ଏହା ସହ ଚାଉଳ କୁ ବୃଦ୍ଧି କରିବା ସହ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ  ସ୍ଥାନୀୟ ସରପଞ୍ଚ ଙ୍କ ସହ ଆଲୋଚନା କରିଥିଲେ ସଭାପତି ସୁବ୍ରତ ବେହେରା।  ଗରିବର ବନ୍ଧୁ ଓଡ଼ିଶାର ସଦସ୍ୟ ତଥା ପୋଲସରା ବ୍ଲକ ଅନ୍ତର୍ଗତ ସୋଡକ ଗ୍ରାମପଞ୍ଚାୟତ ର ସରପଞ୍ଚ ଉତ୍କଳ ପ୍ରଧାନ ହେମ ସାହୁ ଙ୍କୁ କମ୍ବଳ ପ୍ରଦାନ କରିବା ସହ ନିଜ ଗ୍ରାମକୁ ଅଟୋ ସାହାର୍ଯ୍ୟରେ ପଠା ଯାଇଥିଲା। ଉକ୍ତ ସମୟରେ ଗରିବର ବନ୍ଧୁ ଓଡ଼ିଶାର ସଭାପତି ସୁବ୍ରତ ବେହେରା, ଉପସଭାପତି ସତ୍ୟ ନାରାୟଣ ମହାରଣା, ସମ୍ପାଦକ ନାରାୟଣ ମହାରଣା, କୋଷାଧ୍ୟକ୍ଷ ବୁଲୁ ସାହୁ,ସୋଡକ ସରପଞ୍ଚ ଉତ୍କଳ ପ୍ରଧାନ,  ସିମଞ୍ଚାଳ ସାହୁ , ସୁମନ ପଣ୍ଡା ପ୍ରମୁଖ ଅନ୍ୟାନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ଉକ୍ତ ହେମ ସାହୁଙ୍କୁ ସରକାରୀ ଟ୍ରାୟି ସାଇକେଲ ପ୍ରଦାନ କରିବା ସହ ସରକାରୀ ସହାୟତା ଯୋଗାଇଦେବାକୁ ଗରିବର ବନ୍ଧୁ ଓଡ଼ିଶା ପକ୍ଷରୁ ଦାବି ହୋଇଛି।

News Comment

You Might Also Like

BACK TO TOP