Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ବଦଳି ହେବାର ବହୁଦିନ ପରେ ମଧ୍ୟ କ୍ଵାଟର ଛାଡୁ ନାହାନ୍ତି ପୋଲସରା ପୂର୍ବତନ ତହସିଲଦାର ||

09-Dec-2024

ବଦଳି ପରେ ମଧ୍ୟ କ୍ୱାର୍ଟର ଛାଡ଼ୁ ନାହାଁନ୍ତିପୂର୍ବତନ ତହସିଲଦାର ,

            ଓଡିଶା ଜନମତ ବ୍ୟୁରୋ, 

ପୋଲସରା :09/12/24/
ଏଠାରୁ ବଦଳି ହୋଇ ଦୀର୍ଘ ଏକ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟସରକାରୀ କ୍ୱାର୍ଟର ନ ଛାଡିବା ଯୋଗୁ ବର୍ତମାନ ର ପୋଲସରା ତହସିଲଦାର ଏହାଉପରେ ଗଞ୍ଜାମ ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୂଚନାଯୋଗ୍ୟ ଯେ ପୋଲସରା ର ତତ୍କାଳୀନ ତହସିଲଦାର ରୁବୀ ବେହେରା ଙ୍କ ର ଭୁବନେଶ୍ଵର ମହାନଗର ନିଗମର ଡେପୁଟି କମିଶନର ଭାବେ ବଦଳି ହେବା ପରେ ସେ ତାଙ୍କ ର ବଦଳି ଆଦେଶ କୁ ବାତିଲ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ। ମାତ୍ର ଏଥିରେ ବିଫଳ  ହୋଇ ଥିଲେ। ଏହା ବ୍ୟତୀତ ବଦଳି ପରେ ମଧ୍ୟ ଦାୟିତ୍ଵ ହସ୍ତାନ୍ତର ନକରିବା କାରଣ ରୁ ଗଞ୍ଜାମ ଜିଲ୍ଲାପାଳ ରୁବୀ ବେହେରା ଙ୍କୁ ତାଗିଦ୍ କରିଥିଲେ। ଫଳରେ ରୁବୀବେହେରାଗତଅକ୍ଟୋବର ମାସ ରେ ତରବରିଆଭାବରେ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ତହସିଲ କାର୍ଯ୍ୟା ଳୟ ର ଦାୟିତ୍ୱ ହସ୍ତାନ୍ତର କରିଥିଲେ ବି ସେ ରହୁଥିବା ସରକାରୀ କ୍ୱାର୍ଟର କୁ ଛାଡ଼ୁ ନାହାଁନ୍ତି। ଫଳରେ ତାଙ୍କ ସ୍ଥାନରେ ପୋଲସରା ତହସିଲ ଦାର ଭାବେ ଯୋଗଦେଇଥିବା ଦୀପ୍ତିମୟୀ ପାତ୍ର ଅସୁବିଧା ର ସମୁଖୀନ ହେଉଛନ୍ତି। ଦୀପ୍ତି ମୟୀଗଞ୍ଜାମ ଜିଲ୍ଲାପାଳ ଓ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ଏଠାରୁ ବଦଳି ହୋଇ ଗଲାପରେ ମଧ୍ୟ ପୂର୍ବତନ ତହସିଲଦାର କ୍ଵାଟରନ ଛାଡିବା  ଘଟଣା ଅଞ୍ଚଳ ରେ  ଚର୍ଚ୍ଚାର ବିଷୟ ପାଲଟିଛି | ଏବଂ କେଉଁ ଉଦେଶ୍ୟ ନେଇ ପୂର୍ବତନ ତହସିଲଦାର କ୍ଵାଟର ଛାଡୁ ନାହାନ୍ତି  | ଏମିତି ନାହିଁତ ପୁଣି  ପୋଲସରା କୁ ଫେରିବା ପାଈଁ କସରତ କରୁନାହାନ୍ତିତ ରୁବି ବେହେରା   |

News Comment

You Might Also Like

BACK TO TOP