Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ପଞ୍ଚାୟତ ରାଜ ବିଭାଗ ତରଫରୁ ଓଡ଼ିଶାର 7ଗୋଟି ମଧ୍ୟରୁ ଗଞ୍ଜାମ ର 3ଗୋଟି ପୁରସ୍କାର ରାଷ୍ଟ୍ରପତି ଙ୍କ ଠାରୁ ଗ୍ରହଣ କଲେ |

12-Dec-2024

ରାଷ୍ଟ୍ରପତି ଙ୍କ ଦ୍ୱାରା ଜାତୀୟ ପଞ୍ଚାୟତ ରାଜ ପୁରସ୍କାର ରେଗଞ୍ଜାମ ର ଗୋଟିଏ ବ୍ଲକ 2ଟି  ପଞ୍ଚାୟତ,

      ଓଡିଶା ଜନମତ ବ୍ୟୁରୋ ,

ନୂଆଦିଲ୍ଲୀ :ଦେଶର 45 ଗୋଟି ପଞ୍ଚାୟତ ରାଜ ମଧ୍ୟରୁ ଓଡିଶା ରାଜ୍ୟକୁ 7ଗୋଟିବର୍ଗ ରେପଞ୍ଚାୟତ ରାଜ ତରଫରୁ ପୁରସ୍କୃତ କରାଯାଇଥିଲା ବେଳେ ସେମଧ୍ୟରୁ ଗଞ୍ଜାମ ଜିଲ୍ଲା ର ଗୋଟିଏ ବ୍ଲକ ଓ ଦୁଇଟି ପଞ୍ଚାୟତ ଅନ୍ତର୍ଭୁକ୍ତ ଅଟେ  |  ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ଦ୍ୱାରା ବିଭିର୍ଣ୍ଣ କାର୍ଯ୍ୟକ୍ରମ ରହିଛି ଯାହାଜୁ ଅନୁସରଣ କରି ସେହି ନିୟମ କୁ ପାଳନ କଲେ  ସେମାନଙ୍କ ଠାରୁ ପଞ୍ଚାୟତ ସ୍ତରରୁ ବ୍ଲକ, ଜିଲ୍ଲା, ରାଜ୍ୟ ନିମନ୍ତେ, ବହୁ ଜନ ସଚେତନ ତା କାର୍ଯ୍ୟକ୍ରମ ପାଈଁ ପୁରସ୍କାର ମିଳିଥାଏ  | ତେବେ ମହାମହିମରାଷ୍ଟ୍ରପତିଦ୍ରୌପଦୀ ମୁର୍ମୁ ଙ୍କ ଦ୍ୱାରା ଏବଂ ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଉପସ୍ଥିତି ଏବଂ ସେହିଁ ବ୍ଲକ ଅଧକ୍ଷ, ଅଧକ୍ଷା ମାନେ ଏହି ପୁରସ୍କାର  ଗ୍ରହଣ କରିଛନ୍ତି  |  ଗଞ୍ଜାମ ଜିଲ୍ଲା କୁପୁରସ୍କାର ମିଳିଥିବା  ସେହି ବ୍ଲକ ଓ ପଞ୍ଚାୟତ ଗୁଡ଼ିକ ହେଉଛି   ଛତ୍ରପୁର ଦେଶର ସର୍ବଶ୍ରେଷ୍ଟ, ନାନାଜୀ ଦେଶମୁଖ  ସର୍ବୋତମ ବ୍ଲକ  ରୂପେ ପୁରସ୍କୃତ  ହୋଉଥିବା ସହ , ୨କୋଟି ଟଙ୍କା ଆର୍ଥିକ  ସହା ୟତା ପାଇବେ  |

ସେହିପରି  ରଙ୍ଗେଈଲୁଣ୍ଡା ବ୍ଲକର କେଳୁଆ ପଲ୍ଲୀ ପଞ୍ଚା ୟତ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ସହିତ ଦିନ ଦୟାଲ ଉପାଧ୍ୟୟ  ପଞ୍ଚାୟତ ରୂପେ ରହି ବିକାଶ କରିଥିବା ନିମନ୍ତେ 2ୟ ସ୍ଥାନ ଅଧିକାର କରି ପୁରସ୍କୃତ ହେବା ସହ ତାଙ୍କୁ 75 ଲକ୍ଷ ଟଙ୍କାଅର୍ଥ ରାଶି ମିଳିବ  |

  ସେହିପରି ହିଞ୍ଜିଳି ବ୍ଲକର  ସାହାପୁର ପଞ୍ଚାୟତ ଆତ୍ମନିର୍ଭର ଶିଳ ଭିତ୍ତିଭୂମି ନିର୍ମାଣ ପାଈଁ ସାରାଦେଶରେ 2ୟ ସ୍ଥାନ ଅଧିକାର  କରି ପୁରସ୍କୃତ ହୋଇ ଛନ୍ତି  |ତାଙ୍କୁ ମଧ୍ୟ 75 ଲକ୍ଷ ଟଙ୍କା  ଆର୍ଥିକ ରାଶି ମିଳିବ  | 
କେନ୍ଦ୍ର ପଞ୍ଚାୟତ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀର ବିଜ୍ଞାନ ଭବନ ପରିସରରେଆୟୋଜିତକାର୍ଯ୍ୟ କ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ୪୫ଟି ପଞ୍ଚାୟତ ରାଜ ସଂସ୍ଥାକୁ ଜାତୀୟ ପଞ୍ଚୟତ  ପୁରସ୍କାର ପ୍ରଦାନ କରି ଛନ୍ତି । ଏହି କାର୍ଯ୍ୟକ୍ରମରେ 
ଗଞ୍ଜାମଜିଲାପାଳଦିବ୍ୟଜ୍ୟୋତି ପରିଡା ଓ ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାଶ ଏହି ପୁରସ୍କାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଗ୍ରହଣ କରିଥିଲେ ।

News Comment

You Might Also Like

BACK TO TOP