Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ନୂତନ ପୁଲିସ କେମ୍ପ ଉପରେ ନକ୍ସଲ ଙ୍କ ଅତର୍କିତ ଆକ୍ରମଣ |

08-Dec-2024

ନୂତନ ପୁଲିସ କ୍ୟାମ୍ପ ଉପରେ ନକ୍ସଲଙ୍କ ଅତର୍କିତ ଆକ୍ରମଣ,

       ଓଡିଶା ଜନମତ ବ୍ୟୁରୋ,

ମାଲକାନଗିରି: ମାଲକାନ     ଗିରି ସୀମାନ୍ତ ଛତିଶଗଡରେ ନକ୍ସଲ ଏବେ ସକ୍ରିୟହେବାରେ ଲାଗିଛନ୍ତି । ପୁଲିସକୁ କିପରି ଧରାଶାୟୀ କରିବେ ସେନେଇ ପ୍ରତିଦିନ ନୂଆ ନୂଆ ରଣନୀତି କରୁଥିଲେ ମଧ୍ୟ ସେମାନଙ୍କର ହିଁ କ୍ଷତି ଏବେ ଘଟୁଛି । ନକ୍ସଲ ପୁଲିସର ଘନଘନଅପରେସନ ଯୋଗୁ ତେଲେଙ୍ଗାନା ଏବଂ ଓଡ଼ିଶା ମୁହାଁ ହେଲେଣି ।

ଛତିଶଗଡର ଦୁର୍ଗମ ଅଞ୍ଚଳ ଗୁଡିକରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ଯୋଗୁ ନକ୍ସଲ ପଛ ଘୁଞ୍ଚା ଦେବାକୁ ବାଧ୍ୟହେଉଛନ୍ତି|  ବିଜାପୁର ଜିଲ୍ଲାର ପାମେଡ ଥାନା ଅନ୍ତର୍ଗତ ନକ୍ସଲ ପ୍ରବଣ ଜିଡପାଲୀ ଗ୍ରାମ ନିକଟରେ ନୂତନ ପୁଲିସ କ୍ୟାମ୍ପ ଗତ ଦୁଇ ଦିନ ତଳେ ପ୍ରତିଷ୍ଠା କରାଯାଇଛି ।
ତେବେ ନକ୍ସଲ ଏଥିରେ ଉତ କ୍ଷିପ୍ତ ହୋଇ କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି । ଗତ କାଲି ରାତି  ପ୍ରାୟ ସାଢେ ଆଠଟା ସମୟରେ ନକ୍ସଲ ଏହି ନୂତନ କ୍ୟାମ୍ପ ଉପରେ ଅତର୍କିତ  ଗୁଳି ବର୍ଷଣ କରି ଥିଲେହେଁ ଯବାନ ନିଜକୁ ସୁରକ୍ଷିତ କରି ନକ୍ସଲଙ୍କୁ ପାଲଟା ଜବାବ ଦେଇଥିଲେ। ରକେଟ ଲଞ୍ଚରରେ ଯବାନ ଯେତେବେଳେ ନକ୍ସଲ ଉପ ରେ ଆକ୍ରମଣ କଲେ ନକ୍ସଲ ଜଙ୍ଗଲରେ ଛତ୍ରଭଙ୍ଗ ଦେଇ ଥିଲେ । ଯବାନଙ୍କର ଗୁଳି ଏବଂ ରକେଟ ଲଞ୍ଚରର ସାମ୍ନା କରିପାରି ନ ଥିଲେ । ତେବେ ନୂତନ କ୍ୟାମ୍ପ ଖୋଲାଯାଇ ଥିବାରୁ ସିଆରପିଏଫ ଡିଆଇଜି ସୁରଜପାଲ ବ୍ରହ୍ମା, ଏସପି ଜିତେନ୍ଦ୍ର ୟାଦବ, କମାଣ୍ଡାଣ୍ଟ ଲତିଫ କୁମାର ଶର୍ମା ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ଜିଡପାଲୀ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ନକ୍ସଲ କ୍ୟାଡ ରଙ୍କର ତାଲିମ କେନ୍ଦ୍ର ଥିଲା । ଏଠାରେ ଯେତେବେଳେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ହେଲା ନକ୍ସଲ ହଡବଡେଇ ଗଲେ।

News Comment

You Might Also Like

BACK TO TOP