Breaking News

ଘିମିରି ସଚେତନତା ଓ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ |   (11-May-2026)       ||      ପୋଲସରା ରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ବୈଦେହୀ ବିଳାସ କାବ୍ୟର ଲୋକାର୍ପଣ |   (10-May-2026)       ||      ସୁନାଥର ଗ୍ରାମରେ ଗ୍ୟାସ ଟାଙ୍କି ଫାଟି 5ଜଣ ଗୁରୁତର , ବ୍ରହ୍ମ ପୁର ବଡ଼ ମେଡିକାଲ କୁ ସ୍ତାନନ୍ତର |    (10-May-2026)       ||      କଟକ ବନ ଖଣ୍ଡ ଭିଜିଲାନ୍ସ ଦ୍ଵାରା ସଫା ଗ୍ରାମରେ ଚଢ଼ାଉ କରି ଲକ୍ଷଧିକ ଟଙ୍କାର ମୂଲ୍ୟବାନ କାଠ ଜବତ ||   (09-May-2026)       ||      ଏମ୍ବିକେ ଙ୍କୁ ଚାକିରି ରୁ ଛଟେଇ ପ୍ରତିବାଦ ରେ ଛତ୍ରପୁର ବ୍ଳକ ଆଗରେ ମହିଳାଙ୍କ ଆତ୍ମହତ୍ୟା ଚେତାବନୀ |    (09-May-2026)       ||      ବୁଗୁଡ଼ା ପିପୁଲ୍ସ କଲେଜ ରେ ବିଶ୍ୱ ରେଡ଼ କ୍ରସ ଦିବସ ପାଳିତ |    (09-May-2026)       ||      ସିବିଏସ ପରୀକ୍ଷା ରେ ବ୍ଳକ ଟପ୍ପର ଛାତ୍ରୀ ଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (09-May-2026)       ||      ବସ, ଟ୍ରକ ମୁହାଁମୁହିଁ ଧକ୍କା, 15 ଆହାତ ଜଣେ ମୃତ ||   (09-May-2026)       ||      କୋଦଳା ଥାନା ପକ୍ଷରୁ "ଜୁଭେଣ୍ଟିକା ` କାର୍ଯ୍ୟକ୍ରମ ଅନୁଷ୍ଠିତ |   (09-May-2026)       ||      ପୁରୁଷୋତ୍ତମପୁର ଥାନା ସହ ସାରାରାଜ୍ୟରେ ଉଦଘାଟିତ ହେଲା "ଜୁଭେଣ୍ଟିକା `କାର୍ଯ୍ୟକ୍ରମ!|    (08-May-2026)       ||      ପୋଲସରା ଥାନାରେ " ଜୁଭେଣ୍ଟିନା ` କାର୍ଯ୍ୟକ୍ରମ ଅନୁଷ୍ଠିତ |    (08-May-2026)       ||      ସଡ଼କ ଦୁର୍ଘଟଣା ରେ ମୃତ ପରିବାର ଙ୍କୁ ଚେକ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ |    (08-May-2026)       ||      ପ୍ରଶାସନ ନ ଶୁଣିବାରୁ ଯୁବକ ମାନେ ନିଜେ କାଳୀ ମନ୍ଦିର କୁ ରାସ୍ତା ତିଆରି କଲେ |    (06-May-2026)       ||      ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ||   (06-May-2026)       ||      ଅଟୋ ଧକ୍କାରେ ମୋଟର ସାଇକେଲ ଚାଳକ ମୃତ |    (06-May-2026)       ||      ହିଞ୍ଜିଳି ରେ ଧାରଣା ରତ ମହିଳା ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ସହଶିଶୁଙ୍କୁ ସହାୟତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା |   (06-May-2026)       ||      ପୋଲସରା ବ୍ଳକ ଟପ୍ପର ଙ୍କୁ ଟ୍ର୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (06-May-2026)       ||      କନ୍ଧ ମାଳ ପୋଲିସ ଦ୍ଵାରା 4ମାସ ମଧ୍ୟରେ 68 ଟନ ଗଞ୍ଜେଇ ସହ 38 ଟି ଗାଡି ଓ 104 ଜଣ ଗିରଫ |    (06-May-2026)       ||      ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||     

ରୁଷରେ କେନ୍ସର ପାଈଁ ବାହାରିଲା ଭେଜସିନ ଟିକା |

18-Dec-2024

ରୁଷର ବୈଜ୍ଞନିକ ମାନେ କେନ୍ସର ର ଭେକସିନ ଟିକା ବାହାର କଲେ,
(ବିଶ୍ୱ ପାଈଁ ଖୁସି ଖବର  |

                ଓଡିଶା ଜନମତ ବ୍ୟୁରୋ,

ନୂଆଦିଲ୍ଲୀ:  ବାହାରିଲା କେନ୍ସର ଭେକସିନ, ଆଉ ମରିବେନି ଲୋକମାନେ  କର୍କଟ ରୋଗରେ ଆକ୍ରାନ୍ତ ହୋଇ ହଜାର, ହଜାର ଲୋକଙ୍କ  ମୃତ୍ୟୁ ହେଉଥିଲା |  ସେଥିରୁ ଆଶ୍ୱସ୍ତ ପାଇବେ  ଲୋକେ |  ବିଶ୍ବବାସୀଙ୍କ ପାଇଁ ଖୁସିଖବର ।  ବାହାରିଲା ଟିକା । କ୍ୟାନ୍ସର ଟିକା ବିକଶିତ ନେଇ ଘୋଷଣା କରିଛି ଋଷ । ଏହା 2025 ମସିହାରେ ସମସ୍ତଙ୍କୁ ମାଗଣାରେ ବଣ୍ଟନ କରାଯିବ ବୋଲି ମଧ୍ୟ ଘ । କର୍କଟ ରୋଗ ପ୍ରତିରୋଧ ପାଇଁ ଜନସାଧାରଣଙ୍କୁ ଦିଆଯିବା ପରିବର୍ତ୍ତେ ଏହି ଟିକା କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେବ ବୋଲି ଜଣାଯାଇଛି ।  ଟି ଏ ଏସ ଏସ( TASS )ସମାଚାର ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ଋଷର ସ୍ବାସ୍ଥ୍ୟ ମନ୍ତ୍ରଣା ଳୟର ରେଡିଓଲୋଜିମେଡିକାଲ ରିସର୍ଚ୍ଚ ସେଣ୍ଟରର ମହାନିର୍ଦ୍ଦେଶକ ଆଣ୍ଢେଇ କାପ୍ରିନ୍ ଘୋଷଣା କରିଛନ୍ତି ଯେ କର୍କଟ ରୋଗ ବିରୋଧ ରେ ଦେଶ ନିଜର mRNA ଟିକା ପ୍ରସ୍ତୁତ କରିଛି,ଏବଂ ଏହାକୁ ମାଗଣାରେ ଲୋକଙ୍କୁ ବଣ୍ଟନ କରାଯିବ ବୋଲି କହିଛନ୍ତି ।

ଋଷର ଟିକା ବିଶେଷଜ୍ଞ ଆଲେକ୍ସଜାଣ୍ଡାର୍ ଜିଣ୍ଡସବର୍ଗ କହିଛନ୍ତି ଯେ,ଏଆଇସାହାଯ୍ୟ ରେ ବ୍ୟକ୍ତିଗତ କର୍କଟ ଟିକା ତିଆରି ପ୍ରକ୍ରିୟା ସହଜରେ ଶେଷ ହୋଇପାରିବ। ସେ କହିଛନ୍ତି ଯେ ଆରମ୍ଭରେ ଏହି ପ୍ରକ୍ରିୟା ଜଟିଳ ଏବଂ ଲମ୍ବା ସମୟ ହୋଇପାରେ, କିନ୍ତୁ ଭବିଷ୍ୟତରେ ଏହା ବହୁତ ସହଜ ହେବ ।
ଆଲେକ୍ସଜାଣ୍ଡାର୍ ଜିଣ୍ଡସବର୍ଗ ଏହା ପୂର୍ବରୁ TASS କୁ କହିଥିଲେ ଯେ ଏହି ଟିକା ଟ୍ୟୁମର ବୃଦ୍ଧିକୁ ରୋକିପାରେ ଏବଂ କର୍କଟକୁ ବ୍ୟାପିବାରୁ ରୋକିପାରେ। ଏହି ଟିକା ଶରୀରରେ କର୍କଟ କୋଷ ଗୁଡ଼ିକୁ ଚିହ୍ନଟ କରିବା ଏବଂ ନଷ୍ଟ କରିବା ପାଇଁ କାର୍ଯ୍ୟ କରିବ । ଚିକିତ୍ସା କର୍କଟ ଟିକା ବିଶେଷ ଭାବରେ ଟ୍ୟୁମର କୋଷର ପ୍ରୋଟିନ୍ କିମ୍ବା ଆଣ୍ଟିଜେନ୍ସକୁ ଟାର୍ଗେଟ କରିବ, ଏହି କାରଣରୁ ଶରୀରର ପ୍ରାକୃତିକ ସୁରକ୍ଷା ବ୍ୟବସ୍ଥା ଟ୍ୟୁମରକୁ ଦୂର କରିବାରେ ପ୍ରଭାବଶାଳୀ ହେବ । କର୍କଟ ରୋଗକୁ ରୋକିବାରେ ପ୍ରତିଷେଧକ ଟିକା(HPV) ବହୁତ ସାହାଯ୍ୟ କାରୀ ହେବ । କିନ୍ତୁ ଟିକା କେଉଁ କର୍କଟ ରୋଗର ଚିକିତ୍ସା କରିବ, ଏହା କେତେ ପ୍ରଭାବ ଶାଳୀ ତାହା ବର୍ତ୍ତମାନ ସୁଦ୍ଧା ସୃଷ୍ଟ ହୋଇନାହିଁ । ଅନ୍ୟପଟେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଆମର ବୈଜ୍ଞାନିକମାନେ କ୍ୟାନ୍ସର ଟିକା ବିକଶିତ କରିବାର ନିକଟତର ହୋଇଛନ୍ତି ଯାହା ଶୀଘ୍ର ରୋଗୀମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ ।

News Comment

You Might Also Like

BACK TO TOP