Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ଛୁଟି ରାଜ୍ୟସରକାର ଙ୍କ ଦ୍ୱାରା ଅଗ୍ରାହ୍ୟ ପରେ କାର୍ଯ୍ୟରେ ଯୋଗ ଦେଲେ ସୁଜାତା ପାଣ୍ଡିଆନ |

28-Nov-2024

ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସୁଜାତା ପାଣ୍ଡିଆନ ଙ୍କ ଆଉ ଛ ମାସ ଛୁଟି ଆବେଦନ  ଅଗ୍ରାହ୍ୟା  ପରେ  ଆଜି କାର୍ଯ୍ୟରେ ଯୋଗ ଦେଲେ  ।

          ଓଡିଶା ଜନମତ ବ୍ୟୁରୋ,

ସବୁ କଳ୍ପନା, ଜଳ୍ପନା ର ଅନ୍ତ  ଘଟାଇ ଆଉ ଛଅ ମାସ ଚୁଟିକୁ ଓଡିଶା ମୁଖ୍ୟମନ୍ତ୍ରୀ ଅଗ୍ରାହ୍ୟ କରିଦେବା ପରେ ଓ ତୁରନ୍ତ  କାର୍ଯ୍ୟରେ ଯୋଗ ଦେବାକୁ କହିବାରୁ ଆଜି କାର୍ଯ୍ୟ ରେ ଯୋଗ ଦେଇଛନ୍ତି  ସୁଜାତା ପାଣ୍ଡିଆନ  | ହେଲେ ସୁଜାତା ଙ୍କ ମନରେ ଥିବା ଅସୁମାରୀ ପ୍ରଶ୍ନ ବାଚୀକୁ ବି ଦୂର କରି ସମ୍ନାନ ଜନକ ପଦବୀରେ ଅବସ୍ଥାପିତ କରିଛନ୍ତିରାଜ୍ୟ ସରକାର |  ତେବେ ଲୋକ ଙ୍କଭିତରେ  ଚର୍ଚ୍ଚା ହେଉଥିଲାକି ସୁଜାତା ଙ୍କୁ କୁଆଡେ କୁଟେ ଓ  ଆଶିଷ ସିଂ ଭଳି  କରିଦେବେ କି ????? ତେବେ ଲୋକଙ୍କ ଚିନ୍ତାଧାରା ଓ ସୁଜାତା ଙ୍କ ଭୟ ଦୂର କରି ରାଜ୍ୟ ସରକାର ତାଙ୍କୁ ଦେଲେ ଏହି ଦାୟିତ୍ବ |   ବରିଷ୍ଠ ଆଇଏଏସସୁଜାତା ପାଣ୍ଡୀୟାନଙ୍କୁ ସରକାର ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବଭାବେ ଦାୟିତ୍ବ ଦେଇଛନ୍ତି । ସୂଚନା ଥାଉକି ଆଜିତାଙ୍କର ଛୁଟି ଅବଧୂ ଶେଷ ହୋଇଛି । ସେ ୬ମାସ ପାଇଁ ଛୁଟିରେ ରହିଥିଲେ । ଛୁଟିଅବଧୂ ଶେଷ ହେବା ପୂର୍ବରୁ ସେ ପୁଣିରାଜ୍ୟ ସରକାରଙ୍କ ନିକଟରେ ୬ମାସ ପାଇଁ ଛୁଟି ଆବେଦନ କରି ଥିଲେ ।ହେଲେ ରାଜ୍ୟ ସର କାର ତାଙ୍କ  ଆବେଦନକୁ ଅଗ୍ରାହ୍ୟ କରି ତୁରନ୍ତକାର୍ଯ୍ୟ ରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ |;ନିର୍ବାଚନବେଳେ ସେତେବେଳର ବିରୋଧୀ ବିଜେପିତାଙ୍କନାମରେସଂଗୀନ ଅଭିଯୋଗ ଆଣିଥିଲା ।ନିର୍ବା ଚନ କମିଶନ ଙ୍କ ପାଖରେ ବିଜେପିଅଭିଯୋଗ କରିଥିଲା କି ସୁଜାତା ଚାକିରିରେ ରହି ସେତେବେଳେର ଶାସକ ଦଳ ବିଜେଡି ପାଇଁକାମ କରୁଛନ୍ତି । ଏହାପରେ ସୁଜାତାଙ୍କୁ ମିଶନ ଶକ୍ତି ଦାୟିତ୍ୱରୁ ବାହାର କରି ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ଵ ଦେଇଥିଲେ । ଦାୟିତ୍ଵ ନେବାର କିଛିଦିନ ପରେ ସେ ୬ମାସ ପାଇଁ ତକ୍ରାଳ ଛୁଟିରେ ଯାଇଥିଲେ। ହେଲେ ଆଜି ସେ ତାଙ୍କ କାର୍ଯ୍ୟ ରେ ଯୋଗ ଦେଇ ଛନ୍ତି  |

News Comment

You Might Also Like

BACK TO TOP