Breaking News
Breaking News
28-Nov-2024
ହେମନ୍ତ ସୋରେନ୍ ଆଜି ଅପରାହ୍ନରେ ଝାଡ଼ଖଣ୍ଡର 14 ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ |
ଓଡିଶା ଜନମତ ବ୍ୟୁରୋ,
ଆଜି ଅପରାହ୍ନ ରେ ରାଞ୍ଚିର ମୋରହାବାଦୀ ମୈଦାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ | ଏବଂ ଏହି କାର୍ଯ୍ୟକ୍ରମ ରେ ଝାଡ଼ଖଣ୍ଡର ୧୪ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍ | ଏଥିରେ ରାହୁଲ ଗାନ୍ଧୀ, ଶରଦ ପାୱାର ଓ ମମତା ବାନାର୍ଜୀଙ୍କ ସମେତ ଇଣ୍ଡିଆ ମେଣ୍ଟର ଅନେକ ବରିଷ୍ଠ ନେତା ସାମିଲ ହେବେ | କିଛି ରାଜ୍ୟର ମୁଖ୍ୟ ମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଉତ୍ସବରେ ଯୋଗ ଦେବେ | ଶପଥ ନେବା ପୂର୍ବରୁ ଟ୍ଵିଟ୍ କରି ହେମନ୍ତ ସୋରେନ କହିଛନ୍ତି ଆଜିର ଦିନ ଐତିହା ସିକ ହେବ | ସୂଚନାଅନୁସାରେ ହେମନ୍ତ ସୋରେନ୍ ଆଜି ଏକୁ ଟିଆ ଶପଥ ନେଇପାରନ୍ତି।
BACK TO TOP