Breaking News

ପ୍ରୟାଗ ରାଜ ମହାକୁମ୍ଭ ମେଳାରେ ଏକତ୍ର ହେବେ 45 କୋଟିରୁ ଅଧିକ ଶ୍ରଦ୍ଧାଳୁ |   (12-Jan-2025)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ବିବେକାନନ୍ଦ ଜୟନ୍ତୀ ପାଳିତ |    (12-Jan-2025)       ||      ତାରା ତାରିଣୀ ମହାବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ ପାଳିତ |    (12-Jan-2025)       ||      ଖଲ୍ଲିକୋଟ ଶିଶୁ ବିକାଶ ବିଦ୍ୟା ମନ୍ଦିର ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (12-Jan-2025)       ||      ବୁଗୁଡ଼ା ଶିଶୁମନ୍ଦିର ରେ ଶିଶୁ ଶିବିର ଓ ବିବେକାନନ୍ଦ ଜୟନ୍ତୀ ପାଳିତ |   (12-Jan-2025)       ||      ସିଏଚ ନୁଆଁଗାଁ ର କିଛି ଗ୍ରାମ ର 30 ଜଣ ବ୍ୟକ୍ତି ଙ୍କୁ ବଣ୍ଟନ କରାଗଲା ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ରାଶି |    (12-Jan-2025)       ||      ଜାତୀୟ ଯୁବ ଦିବସ ରେ ଯୁବ ସମାଜ କୁ କ୍ରାନ୍ତିର ଆହ୍ୱାନ, |    (12-Jan-2025)       ||      କୁନୀ,କୁନୀ ପିଲାଙ୍କ ବିଜ୍ଞାନ ପ୍ରଦର୍ଶନୀ |    (11-Jan-2025)       ||      ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ପରଲୋକ |   (11-Jan-2025)       ||      ଖଲ୍ଲିକୋଟ ଡି ଆଇ ଇ ଟି ଠାରେ ଜିଲ୍ଲା ସ୍ତରୀୟ ଦୁଈ ଦିନିଆ ସିଲ ସମ୍ପର୍କିତ ପାଠ ଚକ୍ର ଅନୁଷ୍ଠିତ |    (11-Jan-2025)       ||      ଖଲ୍ଲିକୋଟ ରେ ପାଳିତ ହେବ 125 ତମ ମାର୍ଦରାଜ ମହୋତ୍ସବ |    (11-Jan-2025)       ||      ଖଲ୍ଲିକୋଟ ର ବିକାଶ ପରିବର୍ତ୍ତେ ବିନାଶ ପରିବର୍ତ୍ତେ ବିନାଶ ହେବାକୁ ଯାଉଛି ବହୁ କୀର୍ତ୍ତି ରାଜି |    (11-Jan-2025)       ||      ଅବକାରୀ ବିଭାଗ ର ଚଢ଼ାଉ 4350 ଲିଟର ମଦ ଜବତ ସହ 8ଜଣ ଗିରଫ |    (11-Jan-2025)       ||      ଶୀତରେ ଥରୁଛି ସାରା ଓଡିଶା |    (11-Jan-2025)       ||      ଜଗଦଳପୁର ରେ ଧାନ ମଣ୍ଡି ଉଦ ଘାଟିତ |    (11-Jan-2025)       ||      ଓଡିଶା ରୁ କୁମ୍ବ ମେଳା କୁ ଚାଲିବ ବସ, ମହିଳା ଙ୍କ ନିମନ୍ତେ 50ଭାଗ ରିହାତି |    (11-Jan-2025)       ||      ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ 76ତମ ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ |    (10-Jan-2025)       ||      ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଯୁବକଙ୍କ ମୃତ୍ୟୁ |   (10-Jan-2025)       ||      ବୁଗୁଡ଼ା ମୁଖ୍ୟ ସଡକ କଡ଼ରୁ ମାଛ ମାର୍କେଟ ଉଠାଇଲା ଏନଏସି ପ୍ରଶାସନ    (10-Jan-2025)       ||      ଖଲ୍ଲିକୋଟ ଡ଼ି ଆଇ ଇ ଟି ଠାରେ ଦୁଈ ଦିନିଆ ସିଲ ସମ୍ପର୍କିତ ପାଠ ଚକ୍ର ଉଦ ଘାଟିତ |    (10-Jan-2025)       ||     

ରାସ୍ତା କଡ଼ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର |

28-Nov-2024

ବୁଗୁଡ଼ା ପୁରୁଣା ଇଣ୍ଡିଆନ ବେଙ୍କ ପାଖ ରାସ୍ତାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର  | 

             ଓଡିଶା ଜନ ମତ ବ୍ୟୁରୋ,

ବୁଗୁଡା ,୨୮/୧୧: --ସ୍ଥାନୀୟ ପୋଲସରା ରୋଡସ୍ଥିତ ପୁରୁଣା ଇଣ୍ଡିଆନ ବ୍ଯାଙ୍କ ସମ୍ମୁଖ ରାସ୍ତା କଡରୁ ଜନୈକ ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରାଯାଇ ଥିବା ଜଣାଯାଇଛି। ମୃତ ଯୁବକ ଜଣକ ହେଲେ ବୁଗୁଡା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ କଞ୍ଚୁରୁ ଗ୍ରାମର ପ୍ରଦୀପ ପାତ୍ର (୩୭)। ପ୍ରକାଶ ଯେ, ଆଜି ଅପରାହ୍ନରେ ପ୍ରଦୀପ ଚାଲି ଚାଲି ମଦନ ମୋହନ ଛକ ଆଡକୁ ଆସୁ ଥିବା ବେଳେ ରାସ୍ତାକଡରେ ଟଳି ପଡିଥିଲେ । ଲୋକେ ଏ ଦୃଶ୍ୟ ଦେଖି କୋଣସି ମଦୁଆ ମଦ ନିଶାରେ ପଡିଥିବ ବୋଲି ଭାବୁ ଥିଲେ ହେଁ ଜିଭ ପଦାକୁ ବାହାରି ପଡିଥିବାରୁ ଲୋକଙ୍କ ମନରେ ସନ୍ଦେହ ଜାତ ହୋଇ ଥିଲା । ଏ ଖବର ପାଇ ତାଙ୍କର ପରିବାର ଲୋକେ ତାଙ୍କୁ ସେଠାରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲେ । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା ବେଳେ ପୋଲିସ ସେଠାରେ ପହଞ୍ଚି ଶବକୁ ଜବତ କରିବା ସହ କେସ୍ ନଂ-୨୨/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି।

News Comment

You Might Also Like

BACK TO TOP