Breaking News

ଜମି ମାଲିକ ଙ୍କ ଅଜାଣତ ରେ ବିକ୍ରି ହୋଇଗଲା ଜମି, ଦୁଇ ଜଣ ନିଲମ୍ବିତ ||   (27-Aug-2026)       ||      କୌଣସି କଥାରେ ଉତ୍ୟକ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରି ସେମଧ୍ୟ କଲେ ଆତ୍ମ ହତ୍ୟା ||   (27-Aug-2026)       ||      ବେଗୁନିଆପଡା ଶାଳବଣ ଠାରେ ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ |   (27-Aug-2026)       ||      ତେଜୋ ରାତି ଦୋକାନରୁ ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କଲା ପୋଲିସ |   (27-Aug-2026)       ||      ସିନ୍ଧୁ -ଉର୍ମି ସାହିତ୍ୟ ସଂସଦ ଦ୍ୱାରା ରାକ୍ଷୀ ପୂର୍ଣ୍ଣିମା ପାଳିତ |    (27-Aug-2026)       ||      ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ |    (27-Aug-2026)       ||      ରାୟଗଡା ପେଣ୍ଟା ଶିବ ମନ୍ଦିର ଚୋରି ଘଟଣା ର ଫର୍ଦ୍ଦାଫାସ କଲା ଚାନ୍ଦିଲି ପୋଲିସ |    (27-Aug-2026)       ||      ବିପୁଳ ସୁନା ରୁପା ଜବତ ସହ ଦୁଇ ଜଣଙ୍କୁ ଅଟକରଖି ବଲାଙ୍ଗୀର ପୋଲିସ ର ଖରଯୋଡ଼ା ଗାଁରେଚଢ଼ାଉ ||   (27-Aug-2026)       ||      ମୁଖ୍ୟମନ୍ତ୍ରୀ ବସ ପଡିଗଲା ମେଗା ପ୍ରକଳ୍ପ ପାଇଁ ଖୋଳା ଯାଇଥିବା ଗାତ ରେ |    (27-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ପଞ୍ଜିକରଣ ଅବ୍ୟବସ୍ଥାରେ ହନ୍ତ ସନ୍ତ ଚାଷୀ ||   (27-Aug-2026)       ||      ଶିକ୍ଷନୁଷ୍ଠାନ ରୁ 75 ଲକ୍ଷରୁ ଉର୍ଦ୍ଧ ଟଙ୍କା ହେର ଫେର କରି ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ କଲେଜ ଅଧ୍ୟାପକ ||   (27-Aug-2026)       ||      ତଳ କୋର୍ଟ ରେ ଫାଶୀ ଦଣ୍ଡ ପାଇଥିବା ଆସାମୀକୁ ଜୀବନ ଦାନ ଡେଇ 35 ବର୍ଷ ସଜ୍ଜା ଦେଲେ ହାଇକୋର୍ଟ |    (27-Aug-2026)       ||      ଡକାୟତି ଯୋଜନା କୁ ପଣ୍ଡ କଲା କଟକଚାଉଳିଆ ଗଞ୍ଜ ପୋଲିସ |    (27-Aug-2026)       ||      ରାଜ୍ୟର ସର୍ବଶ୍ରେଷ୍ଟ ଏନଏସି ରୂପେ ମାନ୍ୟତା ପାଇଲା ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ |    (27-Aug-2026)       ||      ଧାନ ମଣ୍ଡିରେ ଚାଷୀ ଙ୍କ ନାମ ପଞ୍ଜିକରଣ ହେଉ ନଥିବାରୁ ନବ ନିର୍ମାଣ କୃଷକ ସଂଘ ର ଆନ୍ଦୋଳନ ଦାବି ||   (27-Aug-2026)       ||      ଅଚାନକ ନେପାଳ ବନ୍ୟା ରେ 160 ମୃତ ଓ 750 ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି |   (27-Aug-2026)       ||      ହାତୀ ଓଟୋ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷା ବନ୍ଧନ ଓବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ |   (27-Aug-2026)       ||      ପଦ୍ମ ଦଳର ଅଣଦେଖାରେ ଅତିଷ୍ଟ ଦୁଇ ପୂର୍ବତନ ବିଜେଡି ମନ୍ତ୍ରୀ, ପ୍ରଦୀପ ଓ ସମୀର |    (27-Aug-2026)       ||      ରାକ୍ଷୀ ପୂର୍ଣ୍ଣିମା ହେଉଛି, ଭାଇ ଭଉଣୀ ଙ୍କ ଅତୁଟ ସମ୍ପର୍କ ଓ ସୁରକ୍ଷା ପ୍ରଦାନର ପ୍ରତୀକ | |   (27-Aug-2026)       ||      ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ |    (26-Aug-2026)       ||     

ଖଲ୍ଲିକୋଟ ରେ ପାଳିତ ହେବ 125 ତମ ମାର୍ଦରାଜ ମହୋତ୍ସବ |

11-Jan-2025

ଖଲ୍ଲିକୋଟ ରେ ପାଳିତ ହେବ  125 ତମ ମର୍ଦରାଜ ମହୋସ୍ତବ |                        _____________________________

ଓଡିଶା ଜନମତ,ଖଲ୍ଲିକୋଟ,   ମାଧବ ବେହେରା,11/1 ;

ପ୍ରତିବର୍ଷ ଭଳି ଚଳିତ ବର୍ଷ  ଖଲ୍ଲିକୋଟ ସାଂସ୍କୃତିକ ପରିଷଦ ତରଫରୁ ଆସନ୍ତା 13 ତାରିଖ ରେ  ଓଡିଶା ଏକତ୍ରୀ କରଣ ର କର୍ଣ୍ଣଧାର ସ୍ବର୍ଗତ ରାଜା ବହାଦୁର ରାମଚନ୍ଦ୍ର ମର୍ଦରାଜ ଙ୍କ 125 ଜନ୍ମ ଜୟନ୍ତୀ ପାଳିତ ହେବ ବୋଲି ଜଣାପଡିଛି |  ଖଲ୍ଲିକୋଟ ଯୁବରାଜ ବଙ୍ଗଳା ପରିସର ରେ ପରିଷଦ ର ସମ୍ପାଦକ ତଥା ବରିଷ୍ଟ ଆଇନଜୀବୀ ସୁଧାଂଶୁ ଶେଖର ସାହୁ ଅଧକ୍ଷତା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ  ରେ ସୂଚନା ଦେଇ ରାଜବହାଦୁର ଙ୍କ ଜୟନ୍ତୀ ଖଲ୍ଲିକୋଟ ସମେତ ଗଞ୍ଜାମ ର ବ୍ରହ୍ମପୁର ଓ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ରେ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ ହେବ |ରାଜ୍ୟ ସଂସ୍କୃତି ବିଭାଗ ଓ ପୂଜ୍ୟପୂଜା ସାହିତ୍ୟ ପରିଷଦ ର ମିଳିତ ଆନୁକୂଲ୍ୟରେ  ପାଳିତ ହେବ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଙ୍କ ସମେତ ଗଞ୍ଜାମ ଜିଲ୍ଲା ର ସମସ୍ଥ ବିଧାୟକ ଓ ସାଂସଦ ଯୋଗ ଦେଇ ଜୟନ୍ତୀ ପାଳନ ହେବା ଓ ଖଲ୍ଲିକୋଟ ରେ ନିରାଡ଼ମ୍ବର ସହକାରେ ପାଳନ ହୋଇ ପୂର୍ବତନ ସୂଚନା କମିଶନର, ସୁନୀଲ କୁମାର ମିଶ୍ର, ଉଚ୍ଚ ଶିକ୍ଷା ବିଭାଗ ର ପୂର୍ବତନ ନିଁର୍ଧେଶଜ ପ୍ରଫୁଲ କୁମାର ରଥ, କବି ତଥା ଭାରତୀୟ ପ୍ରଶାସନିକ ଅଧିକାରୀ ସୌମ୍ୟ ନାରାୟଣ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେବା ସହ ପରିଷଦ ଅଧକ୍ଷ ସାକେଥ ରାମରାଓ ଅଧକ୍ଷତା କରିବେ ବୋଲି ସୂଚନା ଦେଇଥିଲେ | ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଡକ୍ଟର ହରପ୍ରସାଦ ମହାପାତ୍ର, ଉପ ସଭାପତି ଅନିରୁଦ୍ଧ ସାହୁ, ପରିଷଦ ର ପୂର୍ବତନ ସମ୍ପାଦକ ଓ ଶିକ୍ଷାବିତ ଚନ୍ଦ୍ରଶେଖର ପଟ୍ଟନାୟଜ, ଅବସର ପ୍ରାପ୍ତ ଶିକ୍ଷକ ଅଶ୍ୱିନୀ କୁମାର ମିଶ୍ର,ପରିଷଦ ର ଯୁଗ୍ମ ସମ୍ପାଦକ ମହେଶ୍ୱର ବରାଡ଼  ଓ ସୁଲୋଚନା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ  |

News Comment

You Might Also Like

BACK TO TOP