Breaking News

ପ୍ରୟାଗ ରାଜ ମହାକୁମ୍ଭ ମେଳାରେ ଏକତ୍ର ହେବେ 45 କୋଟିରୁ ଅଧିକ ଶ୍ରଦ୍ଧାଳୁ |   (12-Jan-2025)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ବିବେକାନନ୍ଦ ଜୟନ୍ତୀ ପାଳିତ |    (12-Jan-2025)       ||      ତାରା ତାରିଣୀ ମହାବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ ପାଳିତ |    (12-Jan-2025)       ||      ଖଲ୍ଲିକୋଟ ଶିଶୁ ବିକାଶ ବିଦ୍ୟା ମନ୍ଦିର ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (12-Jan-2025)       ||      ବୁଗୁଡ଼ା ଶିଶୁମନ୍ଦିର ରେ ଶିଶୁ ଶିବିର ଓ ବିବେକାନନ୍ଦ ଜୟନ୍ତୀ ପାଳିତ |   (12-Jan-2025)       ||      ସିଏଚ ନୁଆଁଗାଁ ର କିଛି ଗ୍ରାମ ର 30 ଜଣ ବ୍ୟକ୍ତି ଙ୍କୁ ବଣ୍ଟନ କରାଗଲା ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ରାଶି |    (12-Jan-2025)       ||      ଜାତୀୟ ଯୁବ ଦିବସ ରେ ଯୁବ ସମାଜ କୁ କ୍ରାନ୍ତିର ଆହ୍ୱାନ, |    (12-Jan-2025)       ||      କୁନୀ,କୁନୀ ପିଲାଙ୍କ ବିଜ୍ଞାନ ପ୍ରଦର୍ଶନୀ |    (11-Jan-2025)       ||      ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ପରଲୋକ |   (11-Jan-2025)       ||      ଖଲ୍ଲିକୋଟ ଡି ଆଇ ଇ ଟି ଠାରେ ଜିଲ୍ଲା ସ୍ତରୀୟ ଦୁଈ ଦିନିଆ ସିଲ ସମ୍ପର୍କିତ ପାଠ ଚକ୍ର ଅନୁଷ୍ଠିତ |    (11-Jan-2025)       ||      ଖଲ୍ଲିକୋଟ ରେ ପାଳିତ ହେବ 125 ତମ ମାର୍ଦରାଜ ମହୋତ୍ସବ |    (11-Jan-2025)       ||      ଖଲ୍ଲିକୋଟ ର ବିକାଶ ପରିବର୍ତ୍ତେ ବିନାଶ ପରିବର୍ତ୍ତେ ବିନାଶ ହେବାକୁ ଯାଉଛି ବହୁ କୀର୍ତ୍ତି ରାଜି |    (11-Jan-2025)       ||      ଅବକାରୀ ବିଭାଗ ର ଚଢ଼ାଉ 4350 ଲିଟର ମଦ ଜବତ ସହ 8ଜଣ ଗିରଫ |    (11-Jan-2025)       ||      ଶୀତରେ ଥରୁଛି ସାରା ଓଡିଶା |    (11-Jan-2025)       ||      ଜଗଦଳପୁର ରେ ଧାନ ମଣ୍ଡି ଉଦ ଘାଟିତ |    (11-Jan-2025)       ||      ଓଡିଶା ରୁ କୁମ୍ବ ମେଳା କୁ ଚାଲିବ ବସ, ମହିଳା ଙ୍କ ନିମନ୍ତେ 50ଭାଗ ରିହାତି |    (11-Jan-2025)       ||      ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ 76ତମ ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ |    (10-Jan-2025)       ||      ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଯୁବକଙ୍କ ମୃତ୍ୟୁ |   (10-Jan-2025)       ||      ବୁଗୁଡ଼ା ମୁଖ୍ୟ ସଡକ କଡ଼ରୁ ମାଛ ମାର୍କେଟ ଉଠାଇଲା ଏନଏସି ପ୍ରଶାସନ    (10-Jan-2025)       ||      ଖଲ୍ଲିକୋଟ ଡ଼ି ଆଇ ଇ ଟି ଠାରେ ଦୁଈ ଦିନିଆ ସିଲ ସମ୍ପର୍କିତ ପାଠ ଚକ୍ର ଉଦ ଘାଟିତ |    (10-Jan-2025)       ||     

ଦାଦାର କାତି ଚୋଟ ରେ ପୁତୁରା ର ମୃତ୍ୟୁ |

28-Nov-2024

ଦାଦାର କାତି ଚୋଟ ରେ ପୋଡ଼ସୀ ପୁତୁରାର ମୁର୍ତ୍ୟୁ l

            ଓଡିଶା ଜନମତ ବ୍ୟୁରୋ ,

କୁକୁଡାଖଣ୍ଡି ସଦରଥାନା ଅନ୍ତର୍ଗତ ରୋହିଗାଁ ରେ ବୁଧବାର ରାତ୍ର ରେ ଏକ ହତ୍ୟାକାଣ୍ଡ ଘଟିଯାଇଛି l ସୂଚନା ପ୍ରକାରେ ମୂର୍ତକ ମଧୁସୁଦନ ଏବଂ ଅଭିଯୁକ୍ତ ପ୍ରସନ୍ହ ଜେନା ଙ୍କ ମଧ୍ୟରେ ପୂର୍ବରୁ ବହୁ ବାର ଗଣ୍ଡଗୋଳ ହୋଇ ଆସୁଥିବା ବେଳେ, ବୁଧବାର ରାତ୍ର ରେ ପ୍ରସନ୍ହ ଏବଂ ପୋଡ଼ସୀ ଘର ପୁତୁରା ମୂର୍ତକ ମଧୁଙ୍କ ମଧ୍ୟରେ ଘର ମଧ୍ୟରେ ତିକ୍ତତା ସୃଷ୍ଟି ହୋଇ ଥିଲା l ଉଭୟ ଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଏବଂ ଘର ମଧ୍ୟରେ ପାରିବାରିକ କଳହ  କେନ୍ଦ୍ର କୁ ନେଇ ବୁଧବାର ରାତ୍ର ପ୍ରାୟ ୮ ରେ ଗାଳିଗୁଲଜ ପରେ ଦାଦା ପ୍ରଶହ୍ନ ଏବଂ ତାଙ୍କ ପୁଅ ଶିବ ଜେନା ଉଭୟ ମଧୁଙ୍କୁ ଆକ୍ରମଣ କରି ଧାରୁଆ କାତି ସହାୟତା ରେ ଆକ୍ରମଣ କରିଥିଲେ l ଯାହାଫଳରେ ମଧୁଙ୍କ ମୁଣ୍ଡ ରେ ପ୍ରବଳ ରକ୍ତସ୍ରାବ ବାହାରିଥିଲା l ଏବଂ ଶେଷ ରେ ମଧୁସୁଦନ ମୁର୍ତ୍ୟୁ ବରଣ କରିଥିଲେ l ଏନେଇ ମଧୁସୁଦନ ଙ୍କ ଭଉଣୀ ସଦର ଥାନା ରେ ଲିଖିତ ଅଭିଯୋଗ କରିଥିଲେ ପରେ ପୁଲିସ ପକ୍ଷରୁ ଏକ କେଶ ୪୦୫/୨୪ ମାମଲା ରୁଜୁ କରି ଘଟଣା ରେ ଅଭିଯୁକ୍ତ ଦାଦା ପ୍ରସନ୍ହଙ୍କୁ ଆହତ ଅବସ୍ଥା ରେ ମେଡିକାଲ ସ୍ଥାନାନ୍ତର କରି ତଦନ୍ତ ଚଳାଇଥିବା କହିଛନ୍ତି ସଦର ଥାନା ଅଧିକାରୀ ରାମ ସୁବ୍ରମଣ୍ୟମ ପ୍ରଧାନ |

News Comment

You Might Also Like

BACK TO TOP