Breaking News

ପ୍ରୟାଗ ରାଜ ମହାକୁମ୍ଭ ମେଳାରେ ଏକତ୍ର ହେବେ 45 କୋଟିରୁ ଅଧିକ ଶ୍ରଦ୍ଧାଳୁ |   (12-Jan-2025)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ବିବେକାନନ୍ଦ ଜୟନ୍ତୀ ପାଳିତ |    (12-Jan-2025)       ||      ତାରା ତାରିଣୀ ମହାବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ ପାଳିତ |    (12-Jan-2025)       ||      ଖଲ୍ଲିକୋଟ ଶିଶୁ ବିକାଶ ବିଦ୍ୟା ମନ୍ଦିର ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (12-Jan-2025)       ||      ବୁଗୁଡ଼ା ଶିଶୁମନ୍ଦିର ରେ ଶିଶୁ ଶିବିର ଓ ବିବେକାନନ୍ଦ ଜୟନ୍ତୀ ପାଳିତ |   (12-Jan-2025)       ||      ସିଏଚ ନୁଆଁଗାଁ ର କିଛି ଗ୍ରାମ ର 30 ଜଣ ବ୍ୟକ୍ତି ଙ୍କୁ ବଣ୍ଟନ କରାଗଲା ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ରାଶି |    (12-Jan-2025)       ||      ଜାତୀୟ ଯୁବ ଦିବସ ରେ ଯୁବ ସମାଜ କୁ କ୍ରାନ୍ତିର ଆହ୍ୱାନ, |    (12-Jan-2025)       ||      କୁନୀ,କୁନୀ ପିଲାଙ୍କ ବିଜ୍ଞାନ ପ୍ରଦର୍ଶନୀ |    (11-Jan-2025)       ||      ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ପରଲୋକ |   (11-Jan-2025)       ||      ଖଲ୍ଲିକୋଟ ଡି ଆଇ ଇ ଟି ଠାରେ ଜିଲ୍ଲା ସ୍ତରୀୟ ଦୁଈ ଦିନିଆ ସିଲ ସମ୍ପର୍କିତ ପାଠ ଚକ୍ର ଅନୁଷ୍ଠିତ |    (11-Jan-2025)       ||      ଖଲ୍ଲିକୋଟ ରେ ପାଳିତ ହେବ 125 ତମ ମାର୍ଦରାଜ ମହୋତ୍ସବ |    (11-Jan-2025)       ||      ଖଲ୍ଲିକୋଟ ର ବିକାଶ ପରିବର୍ତ୍ତେ ବିନାଶ ପରିବର୍ତ୍ତେ ବିନାଶ ହେବାକୁ ଯାଉଛି ବହୁ କୀର୍ତ୍ତି ରାଜି |    (11-Jan-2025)       ||      ଅବକାରୀ ବିଭାଗ ର ଚଢ଼ାଉ 4350 ଲିଟର ମଦ ଜବତ ସହ 8ଜଣ ଗିରଫ |    (11-Jan-2025)       ||      ଶୀତରେ ଥରୁଛି ସାରା ଓଡିଶା |    (11-Jan-2025)       ||      ଜଗଦଳପୁର ରେ ଧାନ ମଣ୍ଡି ଉଦ ଘାଟିତ |    (11-Jan-2025)       ||      ଓଡିଶା ରୁ କୁମ୍ବ ମେଳା କୁ ଚାଲିବ ବସ, ମହିଳା ଙ୍କ ନିମନ୍ତେ 50ଭାଗ ରିହାତି |    (11-Jan-2025)       ||      ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ 76ତମ ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ |    (10-Jan-2025)       ||      ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଯୁବକଙ୍କ ମୃତ୍ୟୁ |   (10-Jan-2025)       ||      ବୁଗୁଡ଼ା ମୁଖ୍ୟ ସଡକ କଡ଼ରୁ ମାଛ ମାର୍କେଟ ଉଠାଇଲା ଏନଏସି ପ୍ରଶାସନ    (10-Jan-2025)       ||      ଖଲ୍ଲିକୋଟ ଡ଼ି ଆଇ ଇ ଟି ଠାରେ ଦୁଈ ଦିନିଆ ସିଲ ସମ୍ପର୍କିତ ପାଠ ଚକ୍ର ଉଦ ଘାଟିତ |    (10-Jan-2025)       ||     

ଦୁର୍ଦାନ୍ତ ମାଓନେତା ଦାଶୁରଙ୍କ ଅଙ୍ଗ ରକ୍ଷକ କ୍ୟାଡର ମାଓବାଦୀ ବିଜା ର ଆତ୍ମସମର୍ପଣ |

28-Nov-2024

ଦୁର୍ଦ୍ଦାନ୍ତ ମାଓନେତା ଦାଶୁରଙ୍କ ଅଙ୍ଗ ରକ୍ଷକ କ୍ୟାଡର ମାଓବାଦୀ ବିଜା ର ଆତ୍ମସମର୍ପଣ,

          ଓଡିଶା ଜନମତ ବ୍ୟୁରୋ,

କନ୍ଧମାଳ, ୨୮/୧୧: -- ସୁରକ୍ଷା ବାହିନୀଙ୍କ ଲଗାତାର ଚଢ଼ାଉ ଫଳରେ କନ୍ଧମାଳ ଜିଲାରେ ମାଓ ଦୁର୍ଗ ଭୁଷୁଡ଼ି ବାରେ ଲାଗିଛି। ଚଳିତ ବର୍ଷ ବୌଦ୍ଧ, କନ୍ଧମାଳ ଜିଲାରେ ପୁଲିସ ଗୁଳିରେ ୪ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁବାର ଜଣେ କ୍ୟାଡର ମାଓବାଦୀ କନ୍ଧମାଳ ପୁଲିସ ନିକଟରେ ଆତ୍ମସମ ର୍ପଣ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ ହେଲେ ବିଜା ମାଡଭୀ ଓରଫ ଟିକେସ। ଛତିଶଗଡ଼ ସୁକମା ଜିଲା କିସ୍ତାରାମ ଥାନା ଅନ୍ତର୍ଗତ ମଙ୍ଗଳଗୁଡା ଗ୍ରାମର ବିଜା ୨୦୧୮ ମସିହାରୁ ମାଓ ସଙ୍ଗଠନର ଦରବା ଡିଭିଜନ ରେ ସାମିଲ ହୋଇ ପଶ୍ଚିମ ବସ୍ତର, ମାଦ ଏବଂ ଉତ୍ତର ବସ୍ତର ଅଞ୍ଚଳରେ କାର୍ଯ୍ୟ କରି ଆସୁଥିଲେ। ୨୦୨୦ ମସିହା ରେ ସେ ଓଡ଼ିଶା କ୍ୟାଡରକୁ ଆସି ଅଷ୍ଟମ କମ୍ପାନୀ (କାଡାମ ଏରିଆ କମିଟି) ର ସଦସ୍ୟ ଭାବେ ନୂଆପଡା ଅଞ୍ଚଳରେ ସକ୍ରିୟ ରହିଥିଲେ। ଏବେ ସେ କନ୍ଧମାଳ ଜିଲାର ରାହୁଲ ଏରିଆ କମିଟିର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ।ବିଜା ଗତ ଫେବୃଆରୀ ମାସରେ ପୁଲିସ ଗୁଳିରେ ନିହତ ହୋଇଥିବା ଦୁର୍ଦ୍ଦାନ୍ତ ମାଓନେତା ଦାଶୁରଙ୍କ ଅଙ୍ଗ ରକ୍ଷକ ଥିଲେ। ୨୦୨୦ ମସିହା ସିର୍ଲା, ବାଇବାଲିସମେତ୧୦ଟି  ଗୁଳି ବିନିମୟ ଘଟଣାରେ ସେ ସାମିଲ ଥିଲେ ବୋଲି ଗୁରୁ ବାର ଜିଲା ପୁଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ। ମାଓ ସଙ୍ଗଠନ ପ୍ରତି ଜନ ସମର୍ଥନ କ୍ରମାଗତ ଭାବେ ହ୍ରାସ ପାଉଥିବା​ବେଳେ​‌ ସଙ୍ଗଠନ ଭିତରେ ଉତ୍ପୀଡ଼ନ ଏବଂ ବିକାଶ ବିରୋଧୀ କାର୍ଯ୍ୟକଳାପ ପ୍ରତି ବିତସ୍ପୃହ ହୋଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି ବିଜା। ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ପୁଲିସ ବାଲିଗୁଡ଼ା ଥାନା ଅନ୍ତର୍ଗତ ସରୁଲଇ ନିକଟରେ ଚଢାଉ କରି ଜିଲେଟିନ ଷ୍ଟିକ, ବନ୍ଧୁକ, ଖାଦ୍ୟ ସାମଗ୍ରୀ, ପୋଷାକ ସହିତ ବିପୁଳ ମାଓ ସାମଗ୍ରୀ ଜବତ କରିଛି। ଗୁରୁବାର କନ୍ଧମାଳ ଜିଲା ପୁଲିସ ମୁଖ୍ୟାଳୟ ଠାରେ ଦକ୍ଷିଣାଞ୍ଚଳ ଡିଆଇଜି ଡ. ଷଡ଼ଙ୍ଗୀ ଏବଂ କନ୍ଧମାଳ ଏସପି ହରିଶ ବି.ସିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛି ଏହି ମାଓବାଦୀ। ତାଙ୍କୁ ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଏ ଅବସରରେ ଡିଆଇଜି ପ୍ରକାଶ କରିଛନ୍ତି ।

News Comment

You Might Also Like

BACK TO TOP