Breaking News

ଓଡ଼ିଆ କାବ୍ୟ ପୁରାଣ ନୃସିଂହବତାର ଉନ୍ମୋଚନ |   (01-May-2026)       ||      କନ୍ଧମାଳ ଜିଲ୍ଲା ବାଲିଗୁଡା ରେ କାଳ ବୈଶାଖୀ ର ତାଣ୍ଡବ, ବର୍ଷା ପବନ ରେ ବିପୁଳ କ୍ଷୟ କ୍ଷତି ||   (01-May-2026)       ||      ବୋଲରା ଗାଡି ରେ 22କିଲୋ ଗଞ୍ଜେଇ ସହ ଅଭିଯୁକ୍ତ କୁ ଗିରଫ କଲା ଅବକାରୀ ଗୁଇନ୍ଦା ବିଭାଗ |    (01-May-2026)       ||      ଗଙ୍ଗାଧର ସାହୁ ବିଜ୍ଞାନ ମହା ବିଦ୍ୟାଳୟ ର ପ୍ରତିଷ୍ଠାତା ଙ୍କ ଦେହାନ୍ତ ||   (30-Apr-2026)       ||      କେଶପୁର ସ୍ନାତକ ମହାବିଦ୍ୟାଳୟ ଠାରେ ଏକ ଦିବସୀୟ ପାଠ ଚକ୍ର ଅନୁଷ୍ଠିତ |    (30-Apr-2026)       ||      ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଅବସର କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ |   (30-Apr-2026)       ||      ଖଲ୍ଲିକୋଟ ର ବିଭିନ୍ନ ସ୍ଥାନରେ 4ଗୋଟି ପ୍କକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଯୋଜନା ବୋର୍ଡ ଅଧକ୍ଷ ପୂର୍ଣ୍ଣିଚନ୍ଦ୍ର ସେଠୀ ||   (30-Apr-2026)       ||      ଖଲ୍ଲିକୋଟ ଡି ଆଇ ଇ ଟି ରେ ଉତ୍କର୍ଷ କେନ୍ଦ୍ର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ଓ ଜିଲ୍ଲପାଳ |    (30-Apr-2026)       ||      ଖଲ୍ଲିକୋଟ କୋର୍ଟ ପରିଷର ରେ ଆଇନ ଜୀବି ଙ୍କୁ ଆକ୍ରମଣ |    (30-Apr-2026)       ||      କୋଦଳା ସ୍ନାତକ ମହା ବିଦ୍ୟାଳୟ ରେ ଶିକ୍ଷା ବିଭାଗୀୟ ପାଠଚକ୍ର ଓବିଦାୟ କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ଆକାଶ ଜେନା ହତ୍ୟା ଘଟଣା ରେ ଆଉ ପାଞ୍ଚ ଜଣ ଗିରଫ ସହ ବାଇକ ଓଖଣ୍ଡା ଜବତ କଲା ପୋଲିସ |    (29-Apr-2026)       ||      କନ୍ଧମାଳ ଜିଲ୍ଳାରେ ସାମ୍ୱାଦିକ ସୁରକ୍ଷା ଓ ସହାୟତା ଦାବିରେ ତାତିଲେ ସାମ୍ବାଦିକମାନେ |    (29-Apr-2026)       ||      ପର୍ଯ୍ୟଟନ ସଚିବ ବଳବନ୍ତ ସିଂ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିଦର୍ଶନ କଲେ |    (29-Apr-2026)       ||      ବାଲିଘାଇ ଆକାଶ ଜେନା ମୃତ୍ୟୁ ଘଟଣା ରେ ଆଉଜଣେ ଗିରଫ |   (28-Apr-2026)       ||      ମାଲତେନ୍ତୁଳିଆ ଗ୍ରାମର ରାଜଦୀପ ହତ୍ୟା ଘଟଣାରେ ଆଉଜଣେ ଗିରଫ |   (28-Apr-2026)       ||      ଓକିଲ ସଙ୍ଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ |   (28-Apr-2026)       ||      ବିଦ୍ୟୁତ ଆଘାତ ରେ ମୃତ ପରିବାର କୁ ରେଡ଼କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ |    (28-Apr-2026)       ||      ବ୍ରାହ୍ମଣୀ ଗାଁ ବନାଞ୍ଚଳ ରେ ହାତୀପଲ, ବନ ବିଭାଗ ପକ୍ଷରୁ ଏଥିପାଇଁ ସଚେତନତା ଜାରି |   (28-Apr-2026)       ||      ଖାଜିପଲି ଗ୍ରାମରେ ସମସ୍ତଙ୍କ ସହଯୋଗ ରେ ସ୍ୱଚ୍ଛ ସେବାକାର୍ଯ୍ୟ ଆରମ୍ଭ    (28-Apr-2026)       ||     

ସାବୁଲିଆ ରେ ସିପିଆଇ ର ସତବାର୍ଷିକୀ ପାଳନ |

28-Dec-2024

ସାବୁଲିଆ ରେ ସି ପି ଆଇ ର ସତଵାର୍ଷିକୀ ପାଳନ ସମାବେଶ | 
***************************
                    ଓଡିଶା ଜନମତ  ବ୍ୟୁରୋ ,

ଖଲ୍ଲିକୋଟ ; 28/12 ଭରାତୟ କମ୍ୟୁନିଷ୍ଟ ପାର୍ଟି ଖଲ୍ଲିକୋଟ ଆଞ୍ଚଳିକ ପରିଷଦ ତରଫରୁ ସାବୁଲିଆ ସ୍ଥିତ ଶ୍ରମିକ ଭବନ ପରିସର ରେ ସତଵାର୍ଷିକୀ ପଲାବ ସମାବେଶ ଅନୁଷ୍ଠିତ ହୋଇଯାଇଛି | ସି ପି ଆଇ ଖଲ୍ଲିକୋଟ ଶାଖା ଜୋନାଲ ସମ୍ପାଦକ ଦୁର୍ଗା ଚରଣ ପାତ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ ସତଵାର୍ଷିକ ସମାବେଶ ଜାତୀୟ ସମ୍ପାଦକୀୟ ମଣ୍ଡଳୀ ସଭ୍ୟ ରାମକୃଷ୍ଣ ଅଣ୍ଡା, ପୂର୍ବତନ ବିଧାୟକ  ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ନାରାୟଣ ରେଡି ଏ ଆଇ ଏସ ଏଫ ରାଜ୍ୟ ସଭାପତି ସଂଘମିତ୍ରା ଜେନା,, ସି ପି ଆଇ ରାଜ୍ୟ କାର୍ଯ୍ୟକାରୀଣ ସଭ୍ୟ ଶ୍ରୀହର୍ଷ ରଥ, ଉତ୍କଳ ମହିଳା ସମିତି ର ଉପ ସଭାନେତ୍ରୀ ଏନ ଭାନୁମତି ରେଡି, ଆଇନଜୀବୀ ତଥା କମ୍ୟୁନିଷ୍ଟ ନେତା ସିମାଞ୍ଚଳ ବେହେରା, ରଘୁନାଥ ଗୌଡ଼, ଜୟରାମ ଦାଶ, ପୂର୍ବତନ ସରପଞ୍ଚ ମନୋଜ ଗୌଡ଼ କୃଷକ ନେତା ଲକ୍ଷ୍ମୀ ଚରଣ ପାଣିଗ୍ରାହୀ, କନ୍ଧ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରି ଦରଦାମ ବୃଡି, ଚାଷୀ ଆତ୍ମହତ୍ୟା, ଦାଦନ ସମସ୍ୟା, ବେକାରୀ ଏବଂ ଗତ ଏକ ସହ ବର୍ଷ ଭିତରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଜନ ଜୀବନ ର ସାଥି ହେବା ସହ ଅନେକ ମୌଳିକ ସମସ୍ୟା କୁ ସମାଧାନ କରି ଆଦିବାସୀ ହରିଜନ ଓ ପଛୁଆ ବର୍ଗ ନ ଉନ୍ନତି ରେ ସହାଭାଗିତା ହୋଇଛି |ତେବେ ବର୍ତମାନ ରେ ବିଜେପି ର ଡବଲ ଇଂଜିନ ସରକାର ଡବଲ ଦୁର୍ନୀତି ଓ ଓଡିଶା ସମେତ ସମଗ୍ର ଭରତ ବର୍ଷ ରେ ବଭ୍ରଷ୍ଟାଚାର ଡବଲ କରିଛି ବୋଲି ବକ୍ତା ମାନେ ବକ୍ତବ୍ୟ ରଖି ସମାଲୋଭାନା କରିଥିଲେ |ଉକ୍ତ ସମାବେଶ ହଜାର ସଂଖ୍ୟା ରେ ସି ପି ଆଇ କର୍ମୀ ଯୋଗ ଦେଇ ଏକ ବିରାଟ ଶୋଭାଯାତ୍ରା ରେ ଦକ୍ଷିନେଶ୍ୱର ମନ୍ଦିର ରୁ ବାହାରି ସାବୁଲିଆ ଗ୍ରସମ ପରିକ୍ରମା କରିଥିଲେ |ଏହି ସମାବେଶ ରେ ଆଠ ଜଣ ବର୍ଷୀୟାନ ସାଥି ଙ୍କୁ ସମ୍ବର୍ଦ୍ଧିତ କରାଯାଇରଥିଲା |

News Comment

You Might Also Like

BACK TO TOP