Breaking News

ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||     

ପର୍ଯ୍ୟଟନ ସଚିବ ବଳବନ୍ତ ସିଂ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିଦର୍ଶନ କଲେ |

29-Apr-2026

ଶରଣ ଶ୍ରୀକ୍ଷେତ୍ର ମାରଦା ପରିଦର୍ଶନ କଲେ ପର୍ଯ୍ୟଟନ ସଚିବ ବଳବନ୍ତ ସିଂ।

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
 ତା-୨୯/୦୪/୨୦୨୬:- 

ଆସ୍କା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀର ପୋଲସରା ବ୍ଲକ ମଥୁରା ଗ୍ରାମ ପଞ୍ଚାୟତ ହାତିବାରୀ ପାହାଡ଼ ପାଦ ଦେଶରେ ଅବସ୍ଥିତ ଆଠଗଡ଼ ଜି. ଗଞ୍ଜାମ ରାଜାଙ୍କ କୀର୍ତ୍ତି ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରକୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ମୁଖ୍ୟ ସଚିବ ଆଇଏସ ବଳବନ୍ତ ସିଂ ଗତକାଲି ମାସ ୨୬ ତାରିଖ ରବିବାର ଦିନ ପରିଦର୍ଶନ କରି ଯାଇଛନ୍ତି।
ଏହି ସମୟରେ ତାଙ୍କ ସାଙ୍ଗରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ, ପିଡବ୍ଲୁଡି ସୁପରିଟେଦେଣ୍ଟ ଇଞ୍ଜିନିୟର  ସତ୍ୟବ୍ରତ ପରିଡ଼ା, ପୋଲସରା  ଅତିରିକ୍ତ ତହସିଲଦାର ସରସ୍ୱତୀ ଜାନୀଙ୍କ ସମେତ ବ୍ଲକ୍  ପ୍ରଶାସନ ଓ  ପୋଲସରା ତହସିଲ ପ୍ରଶାସନ ଷ୍ଟାଫମାନେ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ର ସରକାରଙ୍କ ସାଗରମାଳା ଯୋଜନା ଅନ୍ତର୍ଗତ ଏହି ଐତିହ୍ୟ ଜଗନ୍ନାଥ ସଂସ୍କୃତି ବହନ କରୁଥିବା ପୀଠର ସର୍ବାଙ୍ଗୀନ ଉନ୍ନତି ଏବଂ ବିକାଶ ପାଇଁ ମଂଜୁର ୩୯  କୋଟି ଟଙ୍କା ଡିପିଆର ମାଧ୍ୟମରେ ହେବାକୁ ଥିବା ବିଭିନ୍ନ  କାର୍ଯ୍ୟ ଉପରେ  ସଚିବ ମହୋଦୟ ବିସ୍ତୃତ ଭାବେ ନିରୀକ୍ଷଣ ଏଵଂ ଆଲୋଚନା ଜରିଆରେ ପଚାରି ବୁଝିଥିଲେ।ସୂଚନା ଯୋଗ୍ୟ ଯେ,  ଚଳିତ ବର୍ଷ ଅନୁଷ୍ଠିତ ଗତ ସଂସଦ ଅଧିବେଶନରେ ବର୍ତ୍ତମାନ ଆସ୍କା  ସାଂସଦ ଅନିତା ଶୁଭଦର୍ଶିନି ପଟ୍ଟନାୟକ  ତାଙ୍କର ନିଜର ଆସ୍କା ସଂସଦୀୟ  କେନ୍ଦ୍ର ମଧ୍ୟରେ  ଶରଣ ଶ୍ରୀକ୍ଷେତ୍ର ମାରଦା ପୀଠ ସମେତ ଧରାକୋଟ, ଖଲ୍ଲିକୋଟ, ଆଠଗଡ଼ (କବିସୂର୍ଯ୍ୟନଗର ବ୍ଲକ୍) ଓ ଆସ୍କା ସ୍ଥିତ  ଜଗନ୍ନାଥଙ୍କ ପୀଠ ଗୁଡିକର  ଉନ୍ନତି ଓ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ। ପ୍ରାରମ୍ଭରେ ମଥୁରା ମଠ ମହନ୍ତ ସୁନ୍ଦର ରାମଦାସଜୀ ମହାରାଜ ଏବଂ ମନ୍ଦିର ପୁରୋହିତଙ୍କ ସମେତ ପୋଲସରା ବ୍ଲକ ଓ ତହସିଲ ପ୍ରଶାସନ ତରଫରୁ ସଚିବ, ଜିଲ୍ଲାପାଳ ଏବଂ ଆସିଥିବା ଅନୀ ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ସ୍ଵାଗତ କରାଯିବା ପରେ ମନ୍ଦିର ଭିତରକୁ ଯାଇ ଦୀପ ପ୍ରଜ୍ୱଳନ ଏବଂ ଭୋଗ ଅର୍ପଣ କରାଯାଇ ତିନି ଠାକୁରଙ୍କ ଫଟୋଚିତ୍ର ଦର୍ଶନ କରିଥିଲେ।

News Comment

You Might Also Like

BACK TO TOP