Breaking
News
Breaking
News
23-Sep-2026
ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ରେ ଶ୍ରୀମଦ ଭାଗବତ ଭଗବାନ ସପ୍ତାହ,
ସତସଂଘ ମନୁଷ୍ୟ ର ଜୀବନଚର୍ଯ୍ୟା କୁ ଶୃଙ୍ଖଳିତ କରେ |
ଓଡିଶା ଜନମତ,ଖଲ୍ଲିକୋଟ,ମାଧବ ବେହେରା...
ଖଲ୍ଲିକୋଟ : ସତସଙ୍ଘ ମନୁଷ୍ୟ ର ଜୀବନ କୁ ସାର୍ଥକ ଓ ଶୃଙ୍ଖଳିତ କରିବାରେ ସହାୟତା ହୋଇ ଥାଏ |ଗତ ଭାଦ୍ରବ ମାସ ଶୁକ୍ଳ ପଞ୍ଚମୀ ଠାରୁ ଖଲ୍ଲିକୋଟ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସର ରେ ଶ୍ରୀମଦ ଭାଗବତ ଭଗବାନ ସପ୍ତାହ ମହାସମାରୋହ ରେ ଆରମ୍ଭ ହୋଇଛି |ଏହି କାର୍ଯ୍ୟକ୍ରମ ଆଗାମୀ ଶୁକ୍ଳ ପୁର୍ଣିମା 26 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା
| କାର୍ଯ୍ୟକ୍ରମ ରେ ପ୍ରବଚକ ଭାବେ ଯୋଗ ଦେଇ ବ୍ରହ୍ମଚାରୀ ପୁର୍ଣ ଚନ୍ଦ୍ର ଦାସ ଯୋଗ ଦେଇ ଉପସ୍ଥିତ ଭାଗବତ ପ୍ରେମୀ ମାନଙ୍କୁ ସତସଙ୍ଘ ମନୁଷ୍ୟ କୁ ଦିନଚର୍ଯ୍ୟ କୁ ଶୃଙ୍ଖଳିତ କରିବା ସହ ସତମାର୍ଗ ରେ ନେଇ ଥାଏ ବୋଲି ପ୍ରକାଶ କରିଥିଲେ | ଏହି ଭବ୍ୟ ଓ ସାରସ୍ୱର ତଥା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ବ୍ୟାସ ଭାବେ ମହନ୍ତ ଶ୍ରୀ ସଦାନନ୍ଦ ଦାସ ଯୋଗ ଦେଇଥିଲେ | ପ୍ରତିଦିନ ଭଜନ କୀର୍ତବ ସଜ ପ୍ରସାଦ ସେବନ କାର୍ଯ୍ୟ ଅନୁଷ୍ଠିତ ହେଉଛି |
BACK TO TOP