Breaking News

ଗଙ୍ଗାଧର ସାହୁ ବିଜ୍ଞାନ ମହା ବିଦ୍ୟାଳୟ ର ପ୍ରତିଷ୍ଠାତା ଙ୍କ ଦେହାନ୍ତ ||   (30-Apr-2026)       ||      କେଶପୁର ସ୍ନାତକ ମହାବିଦ୍ୟାଳୟ ଠାରେ ଏକ ଦିବସୀୟ ପାଠ ଚକ୍ର ଅନୁଷ୍ଠିତ |    (30-Apr-2026)       ||      ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଅବସର କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ |   (30-Apr-2026)       ||      ଖଲ୍ଲିକୋଟ ର ବିଭିନ୍ନ ସ୍ଥାନରେ 4ଗୋଟି ପ୍କକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଯୋଜନା ବୋର୍ଡ ଅଧକ୍ଷ ପୂର୍ଣ୍ଣିଚନ୍ଦ୍ର ସେଠୀ ||   (30-Apr-2026)       ||      ଖଲ୍ଲିକୋଟ ଡି ଆଇ ଇ ଟି ରେ ନିମନ୍ତେ ଉତ୍କର୍ଷ କେନ୍ଦ୍ର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ଓ ଜିଲ୍ଲପାଳ |    (30-Apr-2026)       ||      ଖଲ୍ଲିକୋଟ କୋର୍ଟ ପରିଷର ରେ ଆଇନ ଜୀବି ଙ୍କୁ ଆକ୍ରମଣ |    (30-Apr-2026)       ||      କୋଦଳା ସ୍ନାତକ ମହା ବିଦ୍ୟାଳୟ ରେ ଶିକ୍ଷା ବିଭାଗୀୟ ପାଠଚକ୍ର ଓବିଦାୟ କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ଆକାଶ ଜେନା ହତ୍ୟା ଘଟଣା ରେ ଆଉ ପାଞ୍ଚ ଜଣ ଗିରଫ ସହ ବାଇକ ଓଖଣ୍ଡା ଜବତ କଲା ପୋଲିସ |    (29-Apr-2026)       ||      କନ୍ଧମାଳ ଜିଲ୍ଳାରେ ସାମ୍ୱାଦିକ ସୁରକ୍ଷା ଓ ସହାୟତା ଦାବିରେ ତାତିଲେ ସାମ୍ବାଦିକମାନେ |    (29-Apr-2026)       ||      ପର୍ଯ୍ୟଟନ ସଚିବ ବଳବନ୍ତ ସିଂ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିଦର୍ଶନ କଲେ |    (29-Apr-2026)       ||      ବାଲିଘାଇ ଆକାଶ ଜେନା ମୃତ୍ୟୁ ଘଟଣା ରେ ଆଉଜଣେ ଗିରଫ |   (28-Apr-2026)       ||      ମାଲତେନ୍ତୁଳିଆ ଗ୍ରାମର ରାଜଦୀପ ହତ୍ୟା ଘଟଣାରେ ଆଉଜଣେ ଗିରଫ |   (28-Apr-2026)       ||      ଓକିଲ ସଙ୍ଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ |   (28-Apr-2026)       ||      ବିଦ୍ୟୁତ ଆଘାତ ରେ ମୃତ ପରିବାର କୁ ରେଡ଼କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ |    (28-Apr-2026)       ||      ବ୍ରାହ୍ମଣୀ ଗାଁ ବନାଞ୍ଚଳ ରେ ହାତୀପଲ, ବନ ବିଭାଗ ପକ୍ଷରୁ ଏଥିପାଇଁ ସଚେତନତା ଜାରି |   (28-Apr-2026)       ||      ଖାଜିପଲି ଗ୍ରାମରେ ସମସ୍ତଙ୍କ ସହଯୋଗ ରେ ସ୍ୱଚ୍ଛ ସେବାକାର୍ଯ୍ୟ ଆରମ୍ଭ    (28-Apr-2026)       ||      ପୋଲସରା ର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ସ୍ୱାଭିମାନ ଦିବସ ପାଳିତ |   (28-Apr-2026)       ||      ବାଲିଗୁଡା ରେ ନେଟୱାର୍କ ଅସୁବିଧା ଯୋଗୁଁ, ଇଣ୍ଟେର ନେଟ ସେବା ବ୍ୟାହତ କାରଣରୁ ଲୋକେ ହନ୍ତସନ୍ତ |    (28-Apr-2026)       ||      କୋଦଳା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ |    (27-Apr-2026)       ||     

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା, ଆଭା କାର୍ଡ ଦ୍ୱାରା ସବୁ ରୋଗର ଚିକିତ୍ସା ହୋଇ ପାରିବ |

02-Jan-2025

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବଡ଼ ସୂଚନା  ଆଭା କାର୍ଡ ଦ୍ୱାରା ସବୁ ରୋଗର ଚିକିତ୍ସା ,

              ଓଡିଶା ଜନମତ ବ୍ୟୁରୋ,

ଭୁବନେଶ୍ୱର;ରାଜ୍ୟରେଫେବୃୟାରୀରୁ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆୟୁଷ୍ମାନ ଭାରତ ସହ ଜଡିତ ଥୂବା ଡିଜିଟାଲ କାର୍ଡ ‘ଆଭା’ ରାଜ୍ୟରେ ଚାଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ଏନେଇ ମନ୍ତ୍ରୀ କହିଛନ୍ତି, ଏଣିକି ଗୋଟିଏ କାର୍ଡରେ ରୋଗୀଙ୍କ ସମସ୍ତତଥ୍ୟ ରହିବ| ହାତରେ ଆଉ ପୁଳା ପୁଳା ପ୍ରେସକିପସନ ଧରିକି ଯିବାକୁ ପଡିବନି । ଏନେଇ ଖୁବଶୀଘ୍ର ରାଜ୍ୟ ସରକାର ଡିଜିଟାଏ ହେଲଥ୍ ମିଶନ ଲାଗୁ ଯାଉଛନ୍ତି । ଏହି ନ୍ୟାସନାଲ କରାଇବାକୁ ହେଲଥ୍ ଅଥରିଟି ଅଧୂନରେ ରହିବ ‘ଆଭା କାର୍ଡ’ । ଫେବୃୟାରୀ ପୂର୍ବରୁ ଏହି କାର୍ଡ ପାଇଁ ଆବେଦନ କରିବାକୁ ମନ୍ତ୍ରୀ କହିଛନ୍ତି ।
ଏଥିସହିତ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଏହି ଡିଜିଟାଲ କାର୍ଡ ‘ଆଭା’ରେ କ୍ୟୁଆର କୋର୍ଡ ମଧ୍ୟ ରହିବ । ଯେଉଁଥ୍ରେ ସ୍ନାନ କରିବା ମାତ୍ରେ ରୋଜୀଙ୍କର ସମସ୍ତ ତଥ୍ୟ ଏତିରେ ଉପଲବ୍ଧ ଥୂବ । ତେବେ ଏଥିପାଇଁ ପ୍ରଥମେ ଲୋକ ସଂଖ୍ୟା ଅନୁସାରେ ଆଭା ଆକାଉଣ୍ଡ ରେଜି ଷ୍ଟ୍ରେସନ କରିପାରିବେ । ଫେବୃଆରୀରେ ଆୟୁଷ୍ମାନ ଭାରତ ସହ ଏହି ଆଭା କାର୍ଡ ମିଳିବ । କ’ଣ ଏହି ଆଭା କାର୍ଡ?
ଆଭା ହେଉଛି ‘ଆୟୁଷ୍ମାନ ଭାରତ ହେଲଥ୍ ଆକାଉଣ୍ଡ’ । ଯାହାକି ଏଟିଏମ ଏବଂ ପାନ୍ କାର୍ଡ ଭଳି କାର୍ଯ୍ୟ କରିଥାଏ । ଏଥିରେ ଆୟୁଷ୍ମାନଯୋଜନାର ହିତାଧୂକାରୀମାନେପଞ୍ଜିକରଣ କରିବା ବେଳେ ସେମାନଙ୍କ ଏହି କାର୍ଡ ମିଳିବ । ଯେଉଁଥି ରେ ରୋଗୀଟି କେଉଁଠିକେତେ ବେଳେ, କେଉଁ ରୋଗର ଚିକିତ୍ସା କରିଛି ସବୁ ତଥ୍ୟ ରହିବ । ଏହାଦ୍ବାରା ଅନ୍ୟ ସମୟରେ ରୋଗୀଟି ଡାକ୍ତ ରଙ୍କ ନିକଟକୁ ଗଲେ ତାକୁ ଆଉ ପୁରୁଣା ପ୍ରେସକ୍ରିପସନ୍ ନେବାକୁ ପଡିବ ନାହିଁ ।
ତେବେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ତରଫରୁ ଏହି କାର୍ଡ ଜାରି କରାଯାଏ । ଏହିକାର୍ଡ ମାଧ୍ୟମରେ ଆପଣ ନିଜର ମୂଲ୍ୟବାନସମୟ
ଅର୍ଥରାଶି ଉଭୟବଞ୍ଚେଇ ପାରିବେ। ହସ୍ପିଟାଲରେ ଆପଣଙ୍କୁଟୋକନ୍ ନେବା ପାଇଁ ଲମ୍ବା ଲାଇନ୍ ରେ ଛିଡା
ହେବାକୁ ପଡିବ ନାହିଁହସ୍ପିଟାଲ ରେ ଲାଗିଥିବାକ୍ୟୁଆର୍ କୋଡକୁ ସ୍କାନ କରିବେ ଏବଂ
ହସପିଟାଲକୁ ଆପଣଙ୍କ ମେଡିକାଲ ରିପୋର୍ଟ
ସେୟାର ହୋଇଯିବ। ଆପଣଙ୍କୁ ଯାହାବିଟ୍ରିଟମେଣ୍ଟ ମିଳିବ ତାହା ଏହି କାର୍ଡ ରେ ଷ୍ଟୋରହୋଇଯିବ । ଯାହା ପରବର୍ତ୍ତୀ ସମୟରେଆପଣ ଙ୍କୁ ସାହାର୍ଯ୍ୟ କରିବ ।କିପରି କରିବେ ‘ଆଭା କାର୍ଡ’ ଆବେଦନ ଆଭା ଆପ୍ଲାଏ କରିବା ପାଇଁ ପ୍ରଥମେ ଅଫିସିଆଲ୍ ୱେବସାଇଟ abha.abdm.gov.in ରେ କ୍ଲିକ୍ କରନ୍ତୁ ।ଏହାପରେ କ୍ରିଏଟ ଆଭା ନମ୍ବର ରେ କ୍ଲିକ୍ କରି, ଆଧାର କାର୍ଡ କିମ୍ବା ଡ୍ରାଇଭିଂ ଲାଇସେନ୍ସ ମାଧ୍ୟମ ରେ ଆପ୍ଲାଏ କରିପାରିବେ । ଆକାଉଣ୍ଟ ଖୋଲିସାରିବା ପରେ ଆପଣ ଦେଖୂପାରିବେ କି ।ଣଙ୍କ ଡିଜିଟାଲ ଆଭା କାର୍ଡ ଶୋ କରି ରିବ। ଆପଣ ଯେଉଁଥିରେ ଆପଣଙ୍କ ନାମ ସହିତ କ୍ୟୁଆର କୋଡ ଏବଂ ଆଭା ନମ୍ବର ଥ‌ିବା ଶୋ କରିବ ।

News Comment

You Might Also Like

BACK TO TOP